Bollywood ର ଏହି ଖୁଙ୍ଖାର ଭିଲେନ ଙ୍କ ଝିଅଙ୍କ ସୁନ୍ଦରତା ଆଗରେ ଫିକା ପଡିଯାନ୍ତି Bollywood ହିରୋଇନ ମାନେ , ଦେଖିଲେ ଆପଣଙ୍କ ହୋସ ଉଡିଯିବ

ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରି ରେ ସେତେବେଳେ ଗୋଟିଏ ଷ୍ଟାର ପପୁଲାର ହୋଇଥାଏ ଯେତେବେଳେ ସେ କୌଣସି ହିଟ ଫିଲ୍ମ ଦେଇଥାଏ । କିନ୍ତୁ ଫିଲ୍ମ ହିଟ ହେବା ପାଇଁ ଯେତିକି ହୀରୋ ର ଭୂମିକା ରହିଥାଏ ଠିକ ସେତିକି ଖଳନାୟକର ମଧ୍ୟ ଭୂମିକା ରହିଥାଏ । ଖଳ ନାୟକ ବିନା କୌଣସି ଫିଲ୍ମ ହିଟ ହେବା ଅସମ୍ଭବ ଅଟେ । ଖଳନାୟକ ର ଦମଦାର ଅଭିନୟ ମଧ୍ୟ ଫିଲ୍ମ ହିଟ ହେବାର କାରଣ ମଧ୍ୟ ହୋଇଥାଏ । ତେଣୁ ବଲିଉଡ ର ସମସ୍ତ ଫିଲ୍ମ ରେ ହୀରୋ ର ଯେତିକି ମୁଖ୍ୟ ଭୂମିକା ରହିଥାଏ ତା ଠାରୁ ଅଧିକ ଖଳ ନାୟକ ଭୂମିକା ବି ମହତ୍ଵ ରଖିଥାଏ ।

ବଲିଉଡ ରେ ଏମିତି ବହୁତ ଅଭିନେତା ଅଛନ୍ତି ଯେଉଁମାନେ ଭୟଙ୍କର ଖଳନାୟକ ର ଭୂମିକା କରିଛନ୍ତି ଯେଉଁମାନେ ହିରୋଙ୍କ ଉପରେ ବି ଭାରି ପଡି ଯାଆନ୍ତି ଓ ଯାହାର ମୁକାବିଲା ହୀରୋ ବି ବହୁତ ମୁସ୍କିଲ ରେ କରି ପାରନ୍ତି । କିନ୍ତୁ ଆଜି ଆମେ କଥା ହେବା ବଲିଉଡ ଫିଲ୍ମ ରେ ଖଳନାୟକ ଭୂମିକା କରୁଥିବା ଅଭିନେତା ପ୍ରେମ ଚୋପ୍ରା ଙ୍କ ଝିଅଙ୍କ ବିଷୟରେ ।

ଯିଏ କି ବହୁତ ସୁନ୍ଦର ନଜର ଆସନ୍ତି । କହି ଦେଉଛୁ କି ପ୍ରେମ ଚୋପ୍ରା ନିଜର 50 ବର୍ଷର ଫିଲ୍ମ କ୍ଯାରିୟର ରେ ହାରାହାରି 300 ରୁ ଅଧିକ ଫିଲ୍ମ ରେ ଜବରଦସ୍ତ ଖଳନାୟକ ଭୂମିକା କରିଛନ୍ତି । ଦର୍ଶକ ମାନେ ତାଙ୍କର ଅଭିନୟକୁ ବହୁତ ପସନ୍ଦ କରନ୍ତି । ଯେତେବେଳେ ସେ ଖଳନାୟକ ଭୂମିକାରେ ପରଦା ଉପରେ ନଜର ଆସନ୍ତି ସେତେବେଳେ ସେ ବହୁତ ଭୟଙ୍କର ରୂପରେ ନଜର ଆସନ୍ତି ।

ତାଙ୍କର ଦମଦାର ଅଭିନୟ ତାଙ୍କ ଚରିତ୍ର କୁ ଜୀବନ୍ତ କରି ଦେଇଥାଏ । ଯଦି ଆମେ ପ୍ରେମ ଚୋପ୍ରା ଙ୍କ ଝିଅଙ୍କ ବିଷୟରେ କହିବା ତ ତେବେ ତାଙ୍କର 3 ଜଣ ଝିଅ ଅଛନ୍ତି । ଯେଉଁ ମାନଙ୍କ ମଧ୍ୟରୁ ଜଣଙ୍କ ନାମ ରିକିତା ଚୋପ୍ରା, ଆଉ ଜଣେ ପୁନିତା ଚୋପ୍ରା ଓ ଆଉ ଜଣେ ପ୍ରେରଣା ଚୋପ୍ରା ଅଟନ୍ତି ।

 

ଏମାନଙ୍କ ମଧ୍ୟରୁ ପ୍ରେମା ଆକ୍ଟର ଶରମନ ଯୋଶୀ ଙ୍କୁ ବିବାହ କରିଛନ୍ତି । ଏମାନଙ୍କ ତିନି ଜଣ ଝିଅ ଫିଲ୍ମ ଜଗତରୁ ଦୂରେଇ ରୁହନ୍ତି । ଯଦି କଥା ହେବା ଏହି 3 ଜଣ ଝିଅଙ୍କ ସୁନ୍ଦରତା ବିଷୟରେ ତେବେ ତାଙ୍କର 3 ଜଣ ଝିଅ ବହୁତ ହିଁ ସୁନ୍ଦର ନଜର ଆସନ୍ତି । ସୁନ୍ଦରତାରେ କେହି କାହାକୁ କମ ନୁହଁନ୍ତି ।

ତେବେ ବନ୍ଧୁଗଣ ଆପଣଙ୍କୁ ପ୍ରେମ ଚୋପ୍ରା ଙ୍କ ଝିଅ ମାନଙ୍କ ମଧ୍ୟରୁ ଆପଣଙ୍କୁ କିଏ ସବୁଠୁ ଅଧିକ ଭଲ ଲାଗିଲେ ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ । ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *