ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ବଲିଉଡରେ ସଫଳତା ପାଇବା ପାଇଁ ବହୁତ କଷ୍ଟ ଓ ସଂଘର୍ଷ କରିଥାନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ବହୁତ କମ ସମୟରେ ସଫଳତା ହାସଲ କରିଛନ୍ତି ଓ ଅନ୍ୟ ପକ୍ଷରେ ଏପରି ମଧ୍ୟ କିଛି କଳାକାର ଅଛନ୍ତି ଯେଉଁ ମାନେ ଛୋଟାବେଳେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ହେଲେ ବଡ ହେବା ପରେ ଫ୍ଲପ୍ ହୋଇଗଲେ ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ଫ୍ଲପ୍ କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।
ଇମରାନ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ କଳାକାର ଇମରାନ ଖାନ । ଇମରାନ ଖାନ ‘ଜୋ ଜିତା ବୋହି ସିକେନ୍ଦର’ ଓ ‘କୟାମତ ସେ କୟାମତ ତକ’ ଆଦି ଫିଲ୍ମରେ ଶିଶୁ କଳାକାର ରୂପେ ଅଭିନୟ କରିଛନ୍ତି । ଏହି ଦୁଇଟି ଫିଲ୍ମରେ ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ବଡ ହେବା ପରେ ସେ ବଲିଉଡରେ ସଫଳତା ପାଇ ପାରି ନଥିଲେ । ଫିଲ୍ମ ‘ଜାନେ ତୁ ୟା ଜାନେ ନା’କୁ ଛାଡି ଦେଲେ ତାଙ୍କର ସମସ୍ତ ଫିଲ୍ମ ଫ୍ଲପ୍ ହୋଇଯାଇଛି ।
ଉର୍ମିଲା ମାଟୋଣ୍ଡକର- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଉର୍ମିଲା ମାଟୋଣ୍ଡକର । ସେ ‘କଳିଯୁଗ’ ଓ ‘ମାସୁମ’ ଆଦି ଫିଲ୍ମରେ ଶିଶୁ କଳାକାରର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ବଡ ହେବା ପରେ ସେ ବଲିଉଡରେ ସଫଳତା ହାସଲ କରିପାରିଲେ ନାହିଁ । ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍ ହୋଇଯାଇଥିଲା ।
କୁନାଲ ଖେମୁ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା କୁନାଲ ଖେମୁ । କୁନାଲ ଛୋଟାବେଳେ ‘ରାଜା ହିନ୍ଦୁସ୍ଥାନୀ’, ‘ଭାଇ’ ଓ ‘ଜୁଡୁବା’ ଆଦି ଫିଲ୍ମରେ ଶିଶୁ କଳାକାର ରୂପେ କାମ କରିଥିଲେ । ତାଙ୍କ ଅଭିନୟକୁ ଲୋକମାନେ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ବଡ ହେବା ପରେ କୁନାଲ ବଲିଉଡରେ ସଫଳତା ହାସଲ କରିପାରିଲେ ନାହିଁ । ତାଙ୍କର ଅଧିକାଂଶ ଫିଲ୍ମ ଫ୍ଲପ୍ ହୋଇଯାଇଛି ।
ଆଦିତ୍ୟ ନାରାୟଣ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ବଲିଉଡର ଫେମସ ସିଙ୍ଗର ଆଦିତ୍ୟ ନାରାୟଣ । ପିଲା ଦିନରେ ସେ ‘ପରଦେଶ’ ଓ ‘ଜବ ପ୍ୟାର କିସି ସେ ହୋତା ହେ’ ଆଦି ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ହେଲେ ବନ୍ଧୁଗଣ ବଡ ହେବ ପରେ ଯେତେବେଳେ ସେ ଫିଲ୍ମ କାମ କରିଲେ ସେତେବେଳେ ତାଙ୍କୁ ସଫଳତା ମିଳିଲା ନାହିଁ ।
ସନା ଶୟିଦ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ସନା ଶୟିଦ । ବନ୍ଧୁଗଣ ଆପଣ ମାନେ ସମସ୍ତେ ସନାଙ୍କୁ ଫିଲ୍ମ ‘କୁଛ କୁଛ ହୋତା ହେ’ରେ ଶିଶୁ କଳାକାରର ଭୂମିକାରେ ନିଶ୍ଚୟ ଦେଖିଥିବେ । ଏହି ଫିଲ୍ମରେ ସେ ଶାହରୁଖ ଖାନଙ୍କ ଝିଅର ଭୂମିକା କରିଥିଲେ ଓ ଲୋକମାନେ ମଧ୍ୟ ତାଙ୍କର ଅଭିନୟକୁ ବହୁତ ଅଧିକ ପସନ୍ଦ କରିଥିଲେ । ହେଲେ ବନ୍ଧୁଗଣ ବଡ ହେବା ପରେ ତାଙ୍କୁ ବଲିଉଡରେ ସଫଳତା ହାସଲ ହେଲା ନାହିଁ ।
ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପାଇବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।