ଓଡିଶାର ସବୁଠାରୁ ଧନୀ ହିରୋ କିଏ ? ଗୋଟିଏ ଫିଲ୍ମ କଲେ କେତେ ନିଅନ୍ତି ଓ ଟୋଟାଲ ସମ୍ପତ୍ତିର ମୂଲ୍ୟ କେତେ ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଓଡିଆ ଫିଲ୍ମରେ ଅଭିନୟ କରୁଥିବା ହିରୋ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଓଡିଆ ଇଣ୍ଡଷ୍ଟ୍ରିରେ କାମ କରୁଥିବା ସମସ୍ତ ହିରୋ ନିଜ କଷ୍ଟ ଓ ସଂଘର୍ଷରେ ଅଲିଉଡରେ ସଫଳତା ପାଇଛନ୍ତି । ଏହି ଓଡିଆ ହିରୋ ମାନଙ୍କ ମଧ୍ୟରୁ ଆପଣ ମାନଙ୍କୁ ମଧ୍ୟ କିଏ ନା କିଏ ନିଶ୍ଚୟ ପସନ୍ଦ ଥିବ । ଏହି ଅଭିନେତା ମାନେ ନିଜ ଲୁକ ଓ ଅଭିନୟ ଦ୍ଵାରା ଦର୍ଶକ ମାନଙ୍କ ମନକୁ ଜିତି ପାରିଛନ୍ତି । ବନ୍ଧୁଗଣ ଅଲିଉଡରେ ବହୁତ ହିରୋ ଅଛନ୍ତି ହେଲେ କଣ ଆପଣମାନେ ଜାଣିଛନ୍ତି ଯ, ସବୁଠାରୁ ଧନୀ ହିରୋ କିଏ ।

ଆଜି ଆମେ ଆପଣ ମାନଙ୍କୁ ଅଲିଉଡର ସବୁଠାରୁ ଧନୀ ହିରୋଙ୍କ ବିଷୟରେ କହିବୁ ଓ ଗୋଟେ ଫିଲ୍ମ ପ୍ରତି ସେ କେତେ ଟଙ୍କା ନିଅନ୍ତି ଏବଂ ତାଙ୍କର ସମ୍ପତ୍ତି କେତେ ଏହା ବିଷୟରେ ମଧ୍ୟ କହିବୁ । ତେବେ ଆସନ୍ତୁ ଜାଣିବା ଏହି ଓଡିଆ ହିରୋଙ୍କ ବିଷୟରେ ଓ ତାଙ୍କର ଫୀସ ବିଷୟରେ ।

୧୦. ଆମ ଲିଷ୍ଟର ଦଶମ ସ୍ଥାନରେ ଅଛନ୍ତି ଅଲିଉଡ ଷ୍ଟାର ଜ୍ୟୋତି । ଆପଣ ମାନେ ଜ୍ୟୋତିଙ୍କୁ କୌଣସି ଫିଲ୍ମରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଜ୍ୟୋତି ଗୋଟେ ଫିଲ୍ମ ପ୍ରତି ୩ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୨୫ ଲକ୍ଷ ଟଙ୍କା ।

୯ . ଆମ ଲିଷ୍ଟର ନବମ ସ୍ଥାନରେ ଅଛନ୍ତି ଅଲିଉଡ ଷ୍ଟାର ଆକାଶ । ଅଲିଉଡରେ ଆକାଶ ବହୁତ ଫିଲ୍ମରେ କାମ କରି ସାରିଛନ୍ତି । ଗୋଟେ ଫିଲ୍ମ ପ୍ରତି ଆକାଶ ୪ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୩୫ ଲକ୍ଷ ଟଙ୍କା ।

୮. ଆମ ଲିଷ୍ଟର ଅଷ୍ଟମ ସ୍ଥାନରେ ଅଛନ୍ତି ସମ୍ବିଦ । ସମ୍ବିଦ ଅଲିଉଡର ବହୁତ ଫିଲ୍ମରେ ଅଭିନୟ କରିଛନ୍ତି । ଗୋଟେ ଫିଲ୍ମ ପାଇଁ ସମ୍ବିଦ ୩ ଲକ୍ଷ ୬୦ ହଜାର ଟଙ୍କା ନିଅନ୍ତି ଓ ତାଙ୍କର ସମ୍ପୂର୍ଣ ସମ୍ପତ୍ତି ହେଉଛି ୩୦ ଲକ୍ଷ ଟଙ୍କା ।

୭. ଆମ ଲିଷ୍ଟର ସପ୍ତମ ସ୍ଥାନରେ ଅଛନ୍ତି ଅମ୍ଳାନ ଦାସ । ଅଲିଉଡ ଷ୍ଟାର ମିହିର ଦାସଙ୍କ ପୁଅ ହେଉଛନ୍ତି ଅମ୍ଳାନ ଦାସ । ଅମ୍ଳାନଙ୍କର ସମସ୍ତ ଫିଲ୍ମ ସୁପର ହିଟ ହୋଇଛି । ସେ ଗୋଟେ ଫିଲ୍ମ ପ୍ରତି ୪ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୩୫ ଲକ୍ଷ ଟଙ୍କା ।

୬. ଆମ ଲିଷ୍ଟର ଷଷ୍ଠ ସ୍ଥାନରେ ଅଛନ୍ତି ସ୍ଵରାଜ ବାରିକ । ସ୍ଵରାଜ ବାରିକ ଓଡିଆ ସିନେମା ରେ ଖୁବ ଶୀଘ୍ର ସଫଳତା ଲାଭ କରିଛନ୍ତି । ସେ ଗୋଟେ ଫିଲ୍ମ ପ୍ରତି ୪.୨୦ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୩୬.୫୦ ଲକ୍ଷ ଟଙ୍କା ।

୫. ଆମ ଲିଷ୍ଟର ପଞ୍ଚମ ସ୍ଥାନରେ ଅଛନ୍ତି ଅରିନ୍ଦମ । ଅରିନ୍ଦମ ଗୋଟେ ଫିଲ୍ମ ପ୍ରତି ସେ ୬ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୫୦ ଲକ୍ଷ ଟଙ୍କା ।

୪. ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସବ୍ୟସାଚ୍ଚି । ସବ୍ୟସାଚୀ ଗୋଟେ ଫିଲ୍ମ ପ୍ରତି ସେ ୬.୫୦ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୬୨ ଲକ୍ଷ ଟଙ୍କା ।

୩. ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବାବୁସାନ । ଅଲିଉଡରେ ବାବୁସାନଙ୍କର ଲୋକପ୍ରିୟତା ବହୁତ ଅଧିକ । ଗୋଟେ ଫିଲ୍ମ ପ୍ରତି ବାବୁସାନ ୮ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୬୪ ଲକ୍ଷ ୪୦ ହଜାର ଟଙ୍କା ।

୨. ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସିଦ୍ଧାନ୍ତ ମହାପାତ୍ର । ସିଦ୍ଧାନ୍ତ ଗୋଟେ ଫିଲ୍ମ ପିଛା ୬ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସଂପୂର୍ଣ୍ଣ ସମ୍ପତ୍ତି ହେଉଛି ୨ କୋଟି ୨୦ ଲକ୍ଷ ଟଙ୍କା ।

୧. ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଅନୁଭବ ମହାନ୍ତି । ଅନୁଭବ ଗୋଟେ ଫିଲ୍ମ ପିଛା ୧୦ ଲକ୍ଷ ଟଙ୍କା ନିଅନ୍ତି ଓ ତାଙ୍କର ସମସ୍ତ ସମ୍ପତ୍ତି ହେଇଛି ୨ କୋଟି ୪୫ ଲକ୍ଷ ଟଙ୍କାର ।

ତେବେ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କାହାର ଆକଟିଂ ଜବରଦସ୍ତ ଲାଗେ ବା ଆପଣଙ୍କୁ କେଉଁ ହୀରୋ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଅଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ ।

Leave a Reply

Your email address will not be published. Required fields are marked *