ଜନ୍ମଦିନ କିପରି ପାଳନ କଲେ ଓଡିଶାର ଲୋକପ୍ରିୟ ଅଭିନେତ୍ରୀ Elina Samantaroy

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ବହୁତ କମ ସମୟ ମଧ୍ୟରେ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀଙ୍କ ନାମ ହେଉଛି ଏଲିନା ସାମନ୍ତରାୟ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଏଲିନାଙ୍କୁ ବହୁତ ସୁପର ହିଟ ଫିଲ୍ମରେ ଦେଖିଥିବେ । ଏଲିନା ବହୁତ ଫିଲ୍ମରେ ନିଜର ସୁନ୍ଦର ଅଭିନୟ ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ବନ୍ଧୁଗଣ ଗତକାଲି ଅର୍ଥାତ ଜାନୁୟାରୀ ୧୫ ତାରିଖ ଦିନ ଏଲିନା ନିଜର ଜନ୍ମ ଦିନ ପାଳନ କରିଥିଲେ ଓ ତାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ବନ୍ଧୁଗଣ ଏଲିନା ତାଙ୍କର ଜନ୍ମ ଦିନ କିପରି ପାଳିଲେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

 

ବନ୍ଧୁଗଣ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଥିବା ଅଭିନେତ୍ରୀ ଏଲିନା ସାମନ୍ତରାୟଙ୍କ ଜନ୍ମ ୧୯୯୬ ମସିହାରେ କଟକରେ ହୋଇଥିଲା । ବନ୍ଧୁଗଣ ତାଙ୍କର ବର୍ତ୍ତମାନର ବୟସ ହେଉଛି ମାତ୍ର ୨୩ ବର୍ଷ ଓ ତାଙ୍କ ଉଛତା ହେଉଛି ୫ ଫୁଟ ୭ ଇଞ୍ଚ । ସେ ବହୁତ କମ ବର୍ଷ ବୟସରେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ । ବନ୍ଧୁଗଣ ସେ ନିଜ ଅଭିନୟ କାରିୟରର ଆରମ୍ଭ ଓଡିଆ ରିଆଲିଟି ସୋ ‘କିଏ ହେବ ମୋ ହିରୋଇନ’ରୁ କରିଥିଲେ । ବନ୍ଧୁଗଣ ଏହି ରିଆଲିଟି ସୋରେ ସେ ବିଜେତା ହୋଇଥିଲେ ।

ବନ୍ଧୁଗଣ ଏହାପରେ ସେ ନିଜର ପ୍ରଥମ ଓଡିଆ ଫିଲ୍ମ ‘ଇସ୍କ ତୁ ହି ତୁ’ରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିଥିଲେ । ବନ୍ଧୁଗଣ ଏଲିନାଙ୍କର ଏହି ଫିଲ୍ମଟି ସୁପର ହିଟ ହୋଇଥିଲା, ଏହି ଫିଲ୍ମ ପରେ ଏଲିନା ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ସମସ୍ତ ଦିଗଜ ଅଭିନେତାଙ୍କ ସହ ଫିଲ୍ମରେ ଅଭିନୟ କରିଛନ୍ତି ।

ବନ୍ଧୁଗଣ ଗତ କାଲୀ ଏଲିନା ନିଜର ସୋସିଆଲ ମିଡିଆ ଆକାଉଣ୍ଟ ରେ ଏକ କେକ କାଟୁଥିବାର ଭିଡିଓ ଶେୟାର କରିଛନ୍ତି । ଯାହା ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି । ଏହାକୁ ଦେଖି ସବୁ ଫ୍ୟାନ୍ସ ମାନେ ତାଙ୍କୁ ଜନ୍ମ ଦିନର ଶୁଭେଶ୍ଚା ଜଣାଉଛନ୍ତି । କିନ୍ତୁ ସତ କଥା କହିବାକୁ ଗଲେ ଏହା ତାଙ୍କର ଜନ୍ମ ଦିନ ସେଲିବ୍ରେସନ ନୁହେଁ ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ 6 ବର୍ଷ ପୁରା କରିବାକୁ କେକ କାଟି ସେଲିବ୍ରେଟ କରୁଛନ୍ତି । ଏହି ଭିଡିଓକୁ ଏଲିନାଙ୍କ ଫ୍ୟାନ୍ସ ମାନେ ବହୁତ ମାତ୍ରାରେ ଭାଇରାଲ କରୁଛନ୍ତି ଓ ଏହି ଭିଡିଓକୁ ବହୁତ ପସନ୍ଦ ମଧ୍ୟ କରୁଛନ୍ତି ।

ବନ୍ଧୁଗଣ ଏହି ଭିଡିଓରେ ଏଲିନା ଏକ କଳା ରଙ୍ଗର ଆଉଟଫିଟରେ ନଜର ଆସୁଛନ୍ତି  । ସେ ଏହି ଭିଡିଓରେ କେକ କାଟୁଛନ୍ତି ଓ ବହୁତ ଖୁସି ନଜର ଆସୁଛନ୍ତି । ବନ୍ଧୁଗଣ ଆଗାମୀ ସମୟରେ ଏଲିନା ଓଲିଉଡ ଅଭିନେତା ବାବୁସାନ ମହାନ୍ତି ଓ ଅଭିନେତା ଅନୁଭବ ମହାନ୍ତିଙ୍କ ସହ ଦୁଇଟି ଫିଲ୍ମରେ ନଜର ଆସିବେ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *