ଓଡିଆ ଫିଲ୍ମର ହିରୋଇନ ମାନଙ୍କ ମା ମାନଙ୍କୁ ଆଗରୁ ଆପଣ କେବେ ବି ଦେଖି ନଥିବେ

 

ନମସ୍କାର ବନ୍ଧୁଗଣ ଆପଣ ମାନେ ଓଡିଆ ହିରୋଇନ ମାନଙ୍କୁ କୌଣସି ନା କୌଣସି ଫିଲ୍ମରେ ନିଶ୍ଚୟ ଦେଖିଥିବେ । ହେଲେ ଆପଣ ମାନେ କଣ ଏହି ହିରୋଇନ ମାନଙ୍କ ମା ମାନଙ୍କୁ ଦେଖିଛନ୍ତି ଯେଉଁ ମାନଙ୍କ ପାଇଁ ଏହି ହିରୋଇନ ମାନେ ଆଜି ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ଆଜି ଆମେ ଆପଣଙ୍କୁ ଏହି ହିରୋଇନ ଓ ତାଙ୍କ ମା ମାନଙ୍କ ବିଷୟରେ କହିବୁ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବର୍ଷା

ଅଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶନିଙ୍କୁ ଆପଣମାନେ ଦେଖିଥିବେ । ଅଲିଉଡ ଇଣ୍ଡଷ୍ଟ୍ରିରେ ବର୍ଷା ସଫଳତା ହାସଲ କରିଛନ୍ତି ଏବଂ ଇଏ ହେଉଛନ୍ତି ବର୍ଷାଙ୍କ ମା ଯିଏ ପିଲା ବେଳରୁ ବର୍ଷାଙ୍କୁ ବହୁତ ସପୋର୍ଟ କରିଛନ୍ତି । ବର୍ଷା ଅଲିଉଡ ଇଣ୍ଡଷ୍ଟ୍ରିରେ ସଫଳ ହେବା ପରେ ଅଲିଉଡ ଆକ୍ଟର ଅନୁଭବଙ୍କୁ ବିବାହ କରିଛନ୍ତି । ଅନୁଭବ ଏବେ ରାଜନୀତି ରେ ସକ୍ରିୟ ଅଛନ୍ତି ।

୨. ଅର୍ଚିତା

ଓଲିଉଡ ଅଭିନେତ୍ରୀ ଅର୍ଚିତାଙ୍କୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ଏବଂ ଇଏ ହେଉଛନ୍ତି ଅର୍ଚିତାଙ୍କ ମା । ଯିଏ ଅର୍ଚିତାଙ୍କ ସଫଳତା ପାଇଁ ଅର୍ଚିତାଙ୍କୁ ବହୁତ ସପୋର୍ଟ କରିଛନ୍ତି । ଅର୍ଚ୍ଚିତା ଅଲିଉଡ ଇନ୍ଦଷ୍ଟରୀ ରେ ଜଣେ ଫେମସ ଆକ୍ଟ୍ରେସ ଅଟନ୍ତି । ତାଙ୍କର ଓ ସବ୍ୟସଚ୍ଚିଙ୍କ ଯୋଡିକୁ ଦର୍ଶକ ମାନେ ବହୁତ ପସନ୍ଦ କରନ୍ତି । ସେ ମିସ ଇଣ୍ଡିଆ କଣ୍ଟେଷ୍ଟ ରେ ମଧ୍ୟ ଭାଗ ନେଇ ସାରିଛନ୍ତି । ତାଙ୍କ ଅନୁସାରେ ତାଙ୍କ ସଫଳତା ପଛରେ ତାଙ୍କ ମା’ଙ୍କ ହାତ ରହିଛି ।

୩. ପୁନମ

ଓଲିଉଡ ଅଭିନେତ୍ରୀ ପୁନମ ମିଶ୍ରଙ୍କୁ ଆପଣ ମାନେ ଫିଲ୍ମରେ ଦେଖିଥିବେ । ପୁନମଙ୍କ ଲୋକପ୍ରିୟତା ବହୁତ ଅଧିକ ଏବଂ ଏ ହେଉଛନ୍ତି ପୁନମଙ୍କ ମା । ଆଜି ପୁନମ ଓଡିଆ ଚଳଚିତ୍ର ରେ ଏତେ ନଜର ଆସୁ ନଥିଲେ ମଧ୍ୟ ସେ ସବୁବେଳେ ସୋସିଆଲ ମିଡିଆରେ ସକ୍ରିୟ ରହିଥାନ୍ତି ଓ ତାଙ୍କର ସୁନ୍ଦର ସୁନ୍ଦର ଫଟୋ ପୋସ୍ଟ କରିଥାନ୍ତି । ଯାହାକୁ ଦର୍ଶକମାନେ ବହୁତ ପସନ୍ଦ ମଧ୍ୟ କରନ୍ତି ।

୪. ଶିତଲ

ବନ୍ଧୁଗଣ ଆପଣ ମାନେ ଶିତଲଙ୍କୁ ବାବୁ ସାନଙ୍କ ସହ ଫିଲ୍ମରେ ଦେଖିଥିବେ ଏବଂ ଇଏ ହେଉଛନ୍ତି ଶିତଲଙ୍କ ମା ଯିଏ ପିଲା ବେଳରୁ ଅଭିନୟ କରିବା ପାଇଁ ଶିତଲଙ୍କୁ ବହୁତ ସପୋର୍ଟ କରିଥିଲେ । ତାଙ୍କ ପାଇଁ ଆଜି ଶୀତଳ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରି ରେ ଏତେ ନାମ କମାଇ ପାରିଛନ୍ତି ।

୫. ପ୍ରକୃତି

ଆପଣମାନେ ପ୍ରକୃତି ମିଶ୍ରଙ୍କୁ ଓଡିଆ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ପ୍ରକୃତିଙ୍କ ମା ପ୍ରକୃତିଙ୍କୁ ବହୁତ ସପୋର୍ଟ କରନ୍ତି । ତାଙ୍କ ବାପାଙ୍କ ନାମ ହେଉଛି ମନ୍ମଥ ମିଶ୍ର ଓ ସେ ଜଣେ ସିଙ୍ଗର ଅଟନ୍ତି । ପ୍ରକୃତି ଏବେ ହିନ୍ଦୀ ସିରିୟଲ ରେ ନଜର ଆସୁଛନ୍ତି ।

୬. ଝିଲିକ

ଆପଣ ମାନେ ସମସ୍ତେ ଝିଲିକଙ୍କୁ ଓଡିଆ ଫିଲ୍ମରେ ଦେଖିଥିବେ । ବେଙ୍ଗୋଲି ଇଣ୍ଡଷ୍ଟ୍ରିରୁ ଓଡିଆ ଇଣ୍ଡଷ୍ଟ୍ରିରେ ଆସି ଝିଲିକ ବହୁତ ନାମ କରିଛନ୍ତି ଏବଂ ଇଏ ହେଉଛନ୍ତି ଝିଲିକଙ୍କର ମା । ଝିଲିକ ବେଙ୍ଗଲି ଝିଅ ହୋଇଥିଲେ ମଧ୍ୟ ଆଜି ସେ ଓଡିଆ ଘରର ବୋହୁ ହୋଇ ସାରିଛନ୍ତି। ଆପଣମାନେ ତ ନିଶ୍ଚୟ ଜାଣିଥିବେ ।

୭. ଏଲିନା

ଏଲିନା ଓଲିଉଡ ଇଣ୍ଡଷ୍ଟ୍ରିରେ ବହୁତ ସୁପରହିଟ ଫିଲ୍ମ କରିଛନ୍ତି । ଗୋଟିଏ ରିଆଲିଟି ଶୋ ରୁ ଏଣ୍ଟ୍ରି କରିଥିଲେ ଏଲିନା । ବର୍ତ୍ତମାନ ସେ ଓଲିଉଡରେ ଜଣେ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି ଏବଂ ଇଏ ହେଉଛନ୍ତି ତାଙ୍କ ମା । ଏଲିନା ବହୁତ କମ ସମୟରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

୮. ଶିବାନୀ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଶିବାନୀଙ୍କୁ ତାଙ୍କ ପିଲା ବେଳର ଅଭିନୟ କରୁଥିବାର ଦେଖିଥିବେ । ବର୍ତ୍ତମାନ ସେ ବହୁତ ବଡ ବଡ ଫିଲ୍ମରେ କାମ କରୁଛନ୍ତି ଏବଂ ଇଏ ହେଉଛନ୍ତି ଶିବାନୀଙ୍କ ମା । ଶିବାନୀଙ୍କ ମା ମଧ୍ୟ ଦେଖିବାକୁ ବହୁତ ସୁନ୍ଦର ।

ଆଶା କରୁଛୁ ଆପଣଙ୍କୁ ଆମର ପୋସ୍ଟ ଟି ଭଲ ଲାଗିଥିବ । ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *