Odia film ହିରୋ ମାନେ କେତେ ଟଙ୍କା ନିଅନ୍ତି ଗୋଟିଏ ଫିଲ୍ମରେ ଅଭିନୟ କରିବା ପାଇଁ ? ଦେଖନ୍ତୁ କିଏ ନିଏ ସବୁଠୁ ଅଧିକ ଟଙ୍କା ?

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ରୁହନ୍ତି । ବନ୍ଧୁଗଣ ଓଡିଆ ଅଭିନେତା ମାନେ ଗୋଟେ ଫିଲ୍ମରେ ଅଭିନୟ କରିବା ପାଇଁ କେତେ ଟଙ୍କା ନିଅନ୍ତି ତାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ବିଷୟରେ ।

ସିଦ୍ଧାନ୍ତ ମହାପାତ୍ର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ସିଧାନତ ମହାପାତ୍ର । ଆପଣ ମାନେ ସମସ୍ତେ ସିଦ୍ଧାନ୍ତଙ୍କ ଅନେକ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ସିଦ୍ଧାନ୍ତ ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବେସ ଅଧିକ ରହିଛି । ସେ ଗୋଟେ ଫିଲ୍ମରେ କାମ କରିବା ପାଇଁ 8 ରୁ 10 ଲକ୍ଷ ଟଙ୍କା ନିଅନ୍ତି ।

ସବ୍ୟସାଚୀ ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ସବ୍ୟସାଚୀ ମିଶ୍ର । ସବ୍ୟ ଅନେକ ସୁପର ହିଟ ଫିଲ୍ମ କରି ଲୋକପ୍ରିୟତା ହାସଲ କରିଛନ୍ତି । ସବ୍ୟଙ୍କ ଜବରଦସ୍ତ ଅଭିନୟ ଲୋକମାନଙ୍କୁ ବେସ ପସନ୍ଦ ଆସେ । ବନ୍ଧୁଗଣ ସବ୍ୟ ଗୋଟିଏ ଫିଲ୍ମରେ ଅଭିନୟ କରିବାକୁ 10 ରୁ 15 ଲକ୍ଷ ଟଙ୍କା ନେଇଥାନ୍ତି ।

ଅରିନ୍ଦମ ରୋଏ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅରିନ୍ଦମ ରୋଏ । ଆପଣ ମାନେ ସମସ୍ତେ ଅରିନ୍ଦମଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଅରିନ୍ଦମ ଓଡିଆ ଫିଲ୍ମ ସମେତ ଅନେକ ବଙ୍ଗାଳୀ ଫିଲ୍ମରେ ମଧ୍ୟ କାମ କରିଛନ୍ତି । ସେ 2006 ମସିହାରେ ନିଜ କାରିୟରର ଆରମ୍ଭ କରିଥିଲେ । ସେ ଗୋଟେ ଫିଲ୍ମରେ ଅଭିନୟ କରିବାକୁ 15 ଲକ୍ଷ ରୁ 20 ଲକ୍ଷ ଟଙ୍କା ନେଇଥାନ୍ତି ।

ବାବୁସାନ ମୋହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତା ବାବୁସାନ ମୋହାନ୍ତି । ବାବୁସାନ 2009 ମସିହାରେ ନିଜ ଫିଲ୍ମ କାରିୟରର ଆରମ୍ଭ କରିଥିଲେ । ସେ ଓଡିଆ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରିସାରିଛନ୍ତି । ସେ ଗୋଟିଏ ଫିଲ୍ମରେ ଅଭିନୟ କରିବାକୁ 20 ଲକ୍ଷରୁ 25 ଲକ୍ଷ ଟଙ୍କା ନେଇଥାନ୍ତି ।

ଅନୁଭବ ମୋହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଅନୁଭବ ମୋହାନ୍ତି । ଅନୁଭବ ହେଉଛନ୍ତି ଜଣେ ବରିଷ୍ଠ ଅଭିନେତା ସେ ଅଭିନେତା ହେବା ସହ ଜଣେ ସାଂସଦ ମଧ୍ୟ ଅଟନ୍ତି । ସେ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅନେକ ସୁପର ହିଟ ଫିଲ୍ମ କରି ସୁନାମ ଅର୍ଜନ କରିଛନ୍ତି । ସେ ଗୋଟେ ଫିଲ୍ମରେ ଅଭିନୟ କରିବାକୁ 25 ଲକ୍ଷ ରୁ 30 ଲକ୍ଷ ଟଙ୍କା ନେଇଥାନ୍ତି ।

Leave a Reply

Your email address will not be published. Required fields are marked *