ଓଡ଼ିଆ ହିରୋଇନ ମାନଙ୍କ ପୁଅମାନଙ୍କୁ ଦେଖନ୍ତୁ ଆଗରୁ କେବେ ଦେଖିନଥିବେ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆମ ଓଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆପଣ ମାନେ ସମସ୍ତେ ତ ଏହି ଓଲିଉଡ ଅଭିନେତ୍ରୀ ମାନଙ୍କୁ ଦେଖିଛନ୍ତି ହେଲେ ଆପଣ ମାନେ କଣ ଏହି ଅଭିନେତ୍ରୀ ମାନଙ୍କ ପୁଅ ମାନଙ୍କୁ ଦେଖିଛନ୍ତି ।

ଆଜିଆମେ ଆପଣ ମାନଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରିର କିଛି ପ୍ରସିଦ୍ଧ ଅଭିନେତ୍ରୀଙ୍କ ପୁଅ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଓଲିଉଡ ଅଭିନେତ୍ରୀଙ୍କ ପୁଅ ମାନଙ୍କ ବିଷୟରେ ।

ମୋନାଲିସା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଓଲିଉଡ ଆଲବମ ଅଭିନେତ୍ରୀ ମୋନାଲିସା । ବନ୍ଧୁଗଣ ଆପଣ ମାନେ ସମସ୍ତେ ମୋନାଲିସାଙ୍କୁ କେତେକ ଫିଲ୍ମ ଓ ଆଲବମରେ ନିଶ୍ଚୟ ଦେଖିଥିବେ । ମୋନାଲିସା ଆଲବମ ହିରୋ ଦେବାଶିଷଙ୍କୁ ପ୍ରେମ ବିବାହ କରିଥିଲେ । ବିବାହ ପରେ ମୋନାଲିସା କୌଣସି ଓଲିଉଡ ଫିଲ୍ମରେ କାମ କରିନାହାନ୍ତି । ବନ୍ଧୁଗଣ ମୋନାଲିସାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି । ଯେଉଁ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ପ୍ରିୟା- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ପ୍ରିୟା । ଆପଣ ମାନେ ସାମସ୍ତେ ପ୍ରିୟାଙ୍କୁ ଅନେକ ସୁପର ହିଟ ଚଳଚିତ୍ରରେ ନିଶ୍ଚୟ ଦେଖିଥିବେ । ପ୍ରିୟା ନିଜ ସୁନ୍ଦରତା ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ପ୍ରିୟାଙ୍କର ଏକ ପୁଅ ଅଛି ଯିଏ ବର୍ତ୍ତମାନ ବହୁତ ଛୋଟ ଅଛି । ବିବାହ ପରେ ପ୍ରିୟା ବଲିଉଡର କୌଣସି ଫିଲ୍ମରେ ନଜର ଆସିନାହାନ୍ତି ।


ମାମା ମିଶ୍ର- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ମାମା ମିଶ୍ର । ଆପଣ ମାନେ ସମସ୍ତେ ମାମାଙ୍କର ଅନେକ ଓଡିଆ ଫିଲ୍ମ ନିଶ୍ଚୟ ଦେଖିଥିବେ । ଓଲିଉଡ ଇଣ୍ଡଷ୍ଟ୍ରିରେ ମାମା କେତେକ ସୁପର ହିଟ ଫିଲ୍ମରେ କାମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ମାମା ଓଲିଉଡ ଅଭିନେତା ସିଦ୍ଧାନ୍ତ ମହାପାତ୍ରଙ୍କୁ ବିବାହ କରିଛନ୍ତି  । ମାମାଙ୍କର ଗୋଟେ ପୁଅ ଓ ଗୋଟେ ଝିଅ ଅଛନ୍ତି ।

ରାନୁ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଓଡିଆ ଟିଭି ଅଭିନେତ୍ରୀ ରାନୁ । ବନ୍ଧୁଗଣ ଆପଣ ମାନେ ସମସ୍ତେ ରାନୁଙ୍କୁ ଅନେକ ସିରିଏଲରେ ନିଶ୍ଚୟ ଦେଖିଥିବେ । ରାନୁ ନିଜର ଜବରଦସ୍ତ ଅଭିନୟ ପାଇଁ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ରାନୁଙ୍କର ଏକ ଛୋଟ ପୁଅ ଅଛି ଓ ବର୍ତ୍ତମାନ ରାନୁ ଅଭିନୟ ଦୁନିଆରୁ ଦୂରେଇ ରହିଛନ୍ତି ।

ଅପରାଜିତା ମହାନ୍ତି- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଓଲିଉଡ ଅଭିନେତ୍ରୀ ଅପରାଜିତା । ଆପଣ ମାନେ ସମସ୍ତେ ଅପରାଜିତାଙ୍କର ଅନେକ ସୁପର ହିଟ ଫିଲ୍ମ ଗୁଡିକୁ ନିଶ୍ଚୟ ଦେଖିଥିବେ । ଅପରାଜିତା ଓଲିଉଡ ଅଭିନେତା ଉତମହାନ୍ତିଙ୍କୁ ପ୍ରେମ ବିବାହ କରିଥିଲେ । ଅପରାଜିତାଙ୍କ ପୁଅଙ୍କ ନାମ ହେଉଛି ବାବୁସନ । ବାବୁସନ ମଧ୍ୟ ଓଲିଉଡର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *