ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ କଳାକାରଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଅଇଦା ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ସେହି କଳାକାର ଜଣକ ହେଉଛନ୍ତି ମିହିର ଦାସ । ଆପଣ ମାନେ ସମସ୍ତେ ପ୍ରାୟ ଅଧିକାଂଶ ସୁପର ହିଟ ଫିଲ୍ମରେ ମିହିର ଦାସଙ୍କୁ ଦେଖିଥିବେ । ମିହିର ନିଜ ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ହେଲେ ବନ୍ଧୁଗଣ ଆପଣ ମାନେ କଣ ତାଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ମିହିର ଦାସଙ୍କ ପରିବାର ଓ ତାଙ୍କ ସମ୍ପତ୍ତି ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ବନ୍ଧୁଗଣ ମିହିରଙ୍କ ଜନ୍ମ ହୋଇଥିଲା ଓଡିଶାର ମୟୂରଭଞ୍ଜ ଜିଲ୍ଲାରେ ହେଲେ ସେ କଟକରେ ରୁହନ୍ତି । ତାଙ୍କ ସ୍ତ୍ରୀଙ୍କ ନାମ ହେଉଛି ସଙ୍ଗୀତା ଦାସ । ବନ୍ଧୁଗଣ ସଙ୍ଗୀତା ହେଉଛନ୍ତି ଜଣେ ସିଙ୍ଗର ଓ ଜଣେ ଅଭିନେତ୍ରୀ । ସଙ୍ଗୀତା ଓ ମିହିରଙ୍କର ଗୋଟେ ପୁଅ ଅଛି ଯାହାଙ୍କର ନାମ ହେଉଛି ଅମ୍ଳାନ ଦାସ । ବନ୍ଧୁଗଣ ଅମ୍ଳାନ ମଧ୍ୟ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ପ୍ରସିଦ୍ଧ ଅଭିନେତା ଅଟନ୍ତି । ବନ୍ଧୁଗଣ ମିହିର ଦାସ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପାଦ ଦେଇଥିଲେ ୧୯୮୦ ମସିହାରେ ଓ ବର୍ତ୍ତମାନର ସମୟରେ ସେ ନିଜର ୪୦ ବର୍ଷ ବିତାଇ ସାରିଛନ୍ତି ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ।
ବନ୍ଧୁଗଣ ମିହିର ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ଉଭୟ ନାୟକ ଓ ଖଳନାୟକର ଭୂମିକା କରି ପ୍ରସିଦ୍ଧି ହାସଲ କରିଛନ୍ତି । ବର୍ତ୍ତମାନ ମିହିରଙ୍କୁ ୫୪ ବର୍ଷ ବୟସ ପୂରଣ ହୋଇସାରିଛି । ମିହିର ଦାସ ଆଜି ପର୍ଯ୍ୟନ୍ତ ୧୪୦ ରୁ ୧୫୦ ଟି ଓଡିଆ ଫିଲ୍ମରେ କାମ କରିସାରିଛନ୍ତି । ବନ୍ଧୁଗଣ ମିହିର ଗୋଟିଏ ଓଡିଆ ଫିଲ୍ମ କରିବା ପାଇଁ ୫ ଲକ୍ଷ ରୁ ୭ ଲକ୍ଷ ଟଙ୍କାର ଡିମାଣ୍ଡ କରିଥାନ୍ତି ।
କଟକରେ ମିହିରଙ୍କର ଏକ ଆଲିସାନ ଘର ଅଛି ଓ ଏହା ସହିତ ତାଙ୍କର ଏକ ମର୍ସଡିଜ କାର ମଧ୍ୟ ଅଛି । ମିଡିଆ ରିପୋର୍ଟ ଅନୁସାରେ ଜଣା ପଡିଛି ମିହିରଙ୍କର ମୋଟ ସମ୍ପତ୍ତି ହେଉଛି ୩୦ ରୁ ୩୫ କୋଟି ଟଙ୍କା । ତା ହେଲେ ବନ୍ଧୁଗଣ ଯଦି ଆପଣଙ୍କୁ ମିହିର ଦାସଙ୍କ ଅଭିନୟ ଭଲ ଲାଗିଥାଏ ତେବେ ଆମ ପୋଷ୍ଟକୁ ଲାଇକ ଏବଂ ସେୟାର କରିବାକୁ ଭୁଲିବେ ନାହିଁ,ଧନ୍ୟବାଦ ।