ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସାରିତ ହେଉଥିବା ସମତା ସିରିଏଲ ଗୁଡିକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲ ଗୁଡିକ ମଧ୍ୟରେ ଏପରି କିଛି ସିରିଏଲ ଥାଏ ଯାହା ବହୁତ ଲୋକପ୍ରିୟତା ହାସଲ କରିଥାଏ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହିପରି ଏକ ସିରିଏଲ ବିଷୟରେ କହିବାକୁ ଯାଉଛୁ । ସେହି ସିରିଏଲର ନାମ ହେଉଛି ‘ନୂଆ ବୋହୁ’ । ବନ୍ଧୁଗଣ ଆପଣ ମାନେ ସମସ୍ତେ ନୂଆ ବୋହୁ ସିରିଏଲକୁ ନିଶ୍ଚୟ ଦେଖିଥିବେ । ଏହି ସିରିଏଲଟିକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି, କାରଣ ଏହି ସିରିଏଲରେ ଅଭିନୟ କରୁଥିବା ସମସ୍ତ କଳାକାର ମାନେ ବହୁତ ସୁନ୍ଦର ଭୂମିକା ପଦର୍ଶନ କରିଛନ୍ତି ।
ହେଲେ ବନ୍ଧୁଗଣ ଆପଣ ମାନେ କଣ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହି ସିରିଏଲରେ ଅଭିନୟ କରୁଥିବା କଳାକାର ମାନଙ୍କର ରିଅଲ ଲାଇଫ ପାର୍ଟନରଙ୍କ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ପଦ୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ପଦ୍ମା । ଏହି ସିରିଏଲରେ ରାଜଙ୍କ ପତ୍ନୀଙ୍କ ଭୂମିକା ପଦର୍ଶନ କରୁଛନ୍ତି ପଦ୍ମା । ବନ୍ଧୁଗଣ ରିଅଲ ଲାଇଫରେ ପଦ୍ମାଙ୍କ ସ୍ଵାମୀ ହେଉଛନ୍ତି ଏହି ଯୁବକ ଜଣକ, ଆପଣ ମାନେ ଆମ ଫଟୋ ମାଧ୍ୟମରେ ଦେଖିପାରୁଥିବେ ।
ରାଜ ରାଜେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରାଜ ରାଜେନ୍ଦ୍ର । ଏହି ସିରିଏଲରେ ରାଜ ମୁଖ୍ୟ ଅଭିନେତାର ଭୂମିକାରେ ନଜର ଆସୁଛନ୍ତି । ଏହି ସିରିଏଲରେ ସେ ଜବରଦସ୍ତ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ବନ୍ଧୁଗଣ ଆପଣ ମାନେ ଆମ ଫଟୋ ମାଧ୍ୟମରେ ରାଜଙ୍କର ରିଅଲ ଲାଇଫ ପତ୍ନୀଙ୍କୁ ଦେଖିପାରୁଥିବେ । ତାଙ୍କ ରିଅଲ ଲାଇଫ ପତ୍ନୀ ଦେଖିବା ପାଇଁ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।
ବିରାଜ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତା ବିରାଜ । ଏହି ସିରିଏଲରେ ରାଜଙ୍କ ବଡ ପୁଅର ଭୂମିକାରେ ନଜର ଆସୁଛନ୍ତି ବିରାଜ । ବିରାଜଙ୍କ ଅଭିନୟକୁ ଦର୍ଶକ ମାନେ ବେସ ପସନ୍ଦ କରୁଛନ୍ତି । ଆପଣ ମାନେ ସମସ୍ତେ ଆମ ଫଟୋରେ ବିରାଜଙ୍କ ରିଅଲ ଲାଇଫ ପତ୍ନୀଙ୍କୁ ଦେଖିପାରୁ ଥିବେ । ବିରାଜଙ୍କ ପତ୍ନୀ ବହୁତ ସୁନ୍ଦର ଓ ସଂସ୍କାରୀ ଲୁକ୍ ରେ ନଜର ଆସୁଛନ୍ତି ।
ଲୋପାମୁଦ୍ରା- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ସୁନ୍ଦର ଅଭିନେତ୍ରୀ ଲୋପାମୁଦ୍ରା । ଲୋପାନାକ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ଲୋକ ମାନେ ବହୁତ ଅଧିକ ପସନ୍ଦ କରୁଛନ୍ତି । ଆପଣ ମାନେ ଲୋପାଙ୍କ ସ୍ଵାମୀଙ୍କୁ ଆମ ଫଟୋରେ ଦେଖିପାରୁଥିବେ ।
ବୈଶାଳୀ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବୈଶାଳୀ । ଦର୍ଶକ ମାନେ ବୈଶାଳୀଙ୍କ ଅଭିନୟ ଓ ସୁନ୍ଦରତାକୁ ଦେଖିବା ପାଇଁ ବହୁତ ଅଧିକ ପସନ୍ଦ କରୁଛନ୍ତି । ଆପଣ ମାନେ ଏହି ଫଟୋରେ ବୈଶାଳୀଙ୍କ ସ୍ଵାମୀଙ୍କୁ ଦେଖିପାରୁଥିବେ । ବୈଶାଳୀଙ୍କ ସ୍ଵାମୀ ବହୁତ ସ୍ମାର୍ଟ ଓ ହ୍ୟାଣ୍ଡସମ ନଜର ଆସୁଛନ୍ତି ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ