ନିଜ ଝିଅ ବୟସର ହିରୋଇନ ଙ୍କ ସହ ଚାଲିଛି Aamir Khan ଙ୍କ ଅଫେୟାର, 5 ବର୍ଷରୁ ଚାଲୁ ଅଛି ଏହି Relationship

ନମସ୍କାର ବନ୍ଧୁଗଣ ଆମିର ଖାନ ଯାହାକୁ ବଲିଉଡ ର ପ୍ରଫେକ୍ସନ କୁହାଯାଏ । ସେ ବଲିଉଡ କୁ ଅନେକ ହିଟ ସିନେମା ମଧ୍ୟ ପ୍ରଦାନ କରିଛନ୍ତି ତେବେ ସେ ବର୍ତ୍ତମାନ ନିଜର ଦ୍ଵିତୀୟ ସ୍ତ୍ରୀ କିରଣ ରାଓ ଙ୍କୁ ଛାଡପତ୍ର ଦେବା ଖବର ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି ।

ତେବେ ସେମାନଙ୍କ ର ପ୍ରେମ ଆରମ୍ଭ ହୋଇଥିଲା ଯେତେବେଳେ ଆମିର ଖାନ ‘ଲଗାନ’ ସିନେମା ରେ କାମ କରୁଥିଲେ ଏବଂ କିରଣ ସେଥିରେ ଆସିଷ୍ଟାଣ୍ଟ ନିର୍ଦେଶକ ଥିଲେ । ଆମିର ପୂର୍ବରୁ ହିଁ ବିବାହିତ ଥିଲେ କିନ୍ତୁ କିରଣ ଙ୍କ ଆକର୍ଷଣୀୟ ରୂପ ତାଙ୍କୁ ପାଗଳ କରିଥିଲା ଏବଂ ଯାହା ଯୋଗୁଁ ସେ ନିଜ ପ୍ରଥମ ସ୍ତ୍ରୀ କୁ ମଧ୍ୟ ଛାଡିବା ପାଇଁ ରାଜି ହୋଇ ଯାଇଥିଲେ ।

ତେବେ ବର୍ତ୍ତମାନ ଖବର ଶୁଣିବାକୁ ମିଳୁଛି କି ବିବାହ ର ୧୫ ବର୍ଷ ପରେ କିରଣ ଏବଂ ଆମିର ପରସ୍ପର ଠାରୁ ଛାଡପତ୍ର ନେଇ ଅଲଗା ରହିବାକୁ ଚାହୁଁଛନ୍ତି । ତେବେ ଏହି ଖବର ସେମାନଙ୍କ ଫ୍ୟାନ ପାଇଁ ଏବଂ ଅନ୍ୟ ଲୋକଙ୍କ ପାଇଁ ଏକ ପ୍ରକାର ଝଟକା ଥିଲା । ତେବେ ସେମାନେ ଦୁଇ ଜଣ ନିଜ ଷ୍ଟେଟମେଣ୍ଟ ରେ କହିଛନ୍ତି କି ଏହି ୧୫ ବର୍ଷ ତାଙ୍କ ପାଇଁ ବହୁତ ଭଲ ଥିଲା ଦୁହେଁ ଏକାଠି ହସିଛନ୍ତି ଏବଂ ଏକାଠି କାନ୍ଦିଛନ୍ତି ମଧ୍ୟ ।

ଏହା ମଧ୍ୟ କହିଛନ୍ତି କି ଆମ ସଂପର୍କ ପ୍ରେମ,ବିଶ୍ୱାସ ଏବଂ ସମ୍ମାନ ଯୋଗୁଁ ଆଗକୁ ବଢିଥିଲା । କିନ୍ତୁ ଏବେ ଆମେ ଆମ ଜୀଵନ ରେ ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ସେ ଏହା ମଧ୍ୟ କହିଛନ୍ତି କି ସେ ନିଜ ପୁତ୍ର ଆଜାଦ ଙ୍କ ପାଇଁ ଏକାଠି ରହିବେ ଏବଂ ପାନି ଫାଉଣ୍ଡେସନ ଏବଂ କାର୍ଯ୍ୟକ୍ରମ ମଧ୍ୟ ଏକାଠି କରିବେ । ତେବେ ଫରକ ଏତିକି ରହିବ ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ରୂପେ ନୁହଁ ବରଂ ଦୁଇ ସାଙ୍ଗ ରୂପେ ରହିବୁ ଏବଂ କାର୍ଯ୍ୟ କରିବୁ ।

ତେବେ ସୂଚନା ଅନୁସାରେ ତାଙ୍କ ବିବାହ ବିଚ୍ଛେଦ ର ମୁଖ୍ୟ କାରଣ ହେଉଛି ଆମିର ଏବଂ ଫାତିମା ସନା ଶେଖ ଙ୍କ ପ୍ରେମ ସମ୍ପର୍କ । ଫାତିମା ହେଉଛନ୍ତି ଦଙ୍ଗଲ ସିନେମା ରେ ଗୀତା ଚରିତ୍ର ରେ ଅଭିନୟ କରିଥିବା ଅଭିନେତ୍ରୀ ଏବଂ ସେହି ସିନେମା ରେ ଆମିର ଖାନ ତାଙ୍କ ବାପା ଚରିତ୍ର ରେ ଅଭିନୟ କରିଥିଲେ ।

ତେବେ ଏହା ଛଡା ଆମିର ଙ୍କ ନାମ ବିଦେଶୀ ସାମ୍ବାଦିକା ଜସିକା ଙ୍କ ସହ ମଧ୍ୟ ଯୋଡ଼ା ଯାଇଛି କିଛି ଲୋକଙ୍କ ଅନୁସାରେ ଜସିକା ଏବଂ ଆମିର ଙ୍କ ଏକ ପୁଅ ମଧ୍ୟ ଅଛି । ତେବେ ଆମିର ଦୀର୍ଘ ୧୫ ବର୍ଷ ପରେ ଫୁଣି ନିଜର ଦ୍ଵିତୀୟ ପତ୍ନୀ ଙ୍କୁ ଛାଡପତ୍ର ଏବଂ ଆମିର ଏବଂ ଫାତିମା ଙ୍କ ପ୍ରେମ ସମ୍ପର୍କ ସମସ୍ତ ଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି । ତେବେ ଏହି ବିଷୟରେ ଆପଣ ମାନଙ୍କ ମତ କଣ ?

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *