ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ବହୁତ ଆକ୍ଟିବ ରହୁଛନ୍ତି । ଏହା ସହିତ ନିଜର ଭିଡିଓ ଓ ଫଟୋ ପୋସ୍ଟ କରୁଛନ୍ତି । କିଛି ଲୋକମାନେ ବର୍ତ୍ତମାନ ନିଜର ସମସ୍ତ ମୂହୁର୍ତ୍ତର ଅପଡେଟ ସୋସିଆଲ ମିଡିଆରେ ଦେଉଛନ୍ତି । ସେମାନେ କଣ କରୁଛନ୍ତି ଓ କଣ ଖାଉଛନ୍ତି ଓ କେଉଁଠି ବୁଲିବାକୁ ଯାଉଛନ୍ତି ଇତ୍ୟାଦି । ଆଜିକାଲି ସମସ୍ତେ ସୋସିଆଲ ମିଡିଆରେ ଫେମସ ହେବା ପାଇଁ ଚାହୁଁଛନ୍ତି । ଏହି କ୍ରମରେ କେତେକ ଲୋକମାନେ ତ ନିଜର ବାହାଘରର ଭିଡିଓ ଓ ଫଟୋ ମଧ୍ୟ ଶେୟାର କରୁଛନ୍ତି ।

ବଲୀଉଡରେ ଯେତେବେଳେ କୌଣସି ଷ୍ଟାରr ବାହାଘର ହୋଇଥାଏ ତେବେ ସମସ୍ତେ ତାଙ୍କର ବାହାଘର ବିଷୟରେ ଜାଣିବାକୁ ଚେଷ୍ଟା କରିଥାନ୍ତି । ଯେତେବେଳେ ତାଙ୍କର କିଛି ଭିଡିଓ କିମ୍ବା ଫଟୋ ସାମ୍ନାକୁ ଆସିଥାଏ ତେବେ ତାହା ଦେଖୁ ଦେଖୁ ଭାଇରାଲ ମଧ୍ୟ ହୋଇଯାଏ । ବର୍ତ୍ତମାନ ଓଲିଉଡ ଦୁନିଆରେ ବି ଏହିଭଳି କିଛି ଦେଖିବାକୁ ମିଳୁଛି ।
ବର୍ତ୍ତମାନ ଟିଭି ସିରିଏଲରେ ଅଭିନୟ କରୁଥିବା କଳାକାରମାନଙ୍କ ବିଷୟରେ ବି ତାଙ୍କର ଫ୍ୟାନମାନେ ଜାଣିବା ପାଇଁ ଇଚ୍ଛୁକ ରହୁଛନ୍ତି । ସେଥିପାଇଁ ତାଙ୍କର ପ୍ରତି ଟି ମୂହୁର୍ତ୍ତ ଉପରେ ଫ୍ୟାନମାନଙ୍କ ନଜର ଅଛି । କହିଦେଉଛୁ କି ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରିରେ ଯିଏ ବି ବିବାହ ବନ୍ଧନରେ ବାନ୍ଧି ହେଉଛନ୍ତି ତାଙ୍କର ଭିଡିଓ ଓ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।
ଯେମିତି କି ଆପଣ ସମସ୍ତେ ଜାଣିଛନ୍ତି କି ଓଡିଆ କମେଡିୟାନ ପ୍ରଜ୍ଞା କିଛି ଦିନ ତଳେ ହିଁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତାଙ୍କୁ ଓଲିଉଡ ଇଣ୍ଡଷ୍ଟ୍ରି ତରଫରୁ ଶୁଭେଚ୍ଛାର ବାର୍ତ୍ତା ମିଳୁଛି । କହିଦେଉଛୁ କି ପ୍ରଜ୍ଞାଙ୍କ ସ୍ତ୍ରୀଙ୍କ ନାଁ ସୁନନ୍ଦା । ଯିଏକି ଦେଖିବାକୁ ବହୁତ ସୁନ୍ଦର । ଯେତେବେଳେ ନିଜର ବାହାଘରକୁ ନେଇ ପ୍ରଜ୍ଞାଙ୍କ ରାୟ ଜାଣିବାକୁ ଚେଷ୍ଟା କରାଗଲା ତେବେ ସେ କହିଲେ କି ଇଶ୍ଵରଙ୍କ ଆଶୀର୍ବାଦରେ ଆଜି ଯାହା ହବାର ଥିଲା ତାହା ହବାକୁ ଯାଉଛି ।

ସମସ୍ତଙ୍କର ଆଶୀର୍ବାଦ ହିଁ ଦରକାର । କହିଦେଉଛୁ କି ପ୍ରଜ୍ଞାଙ୍କ ବାହାଘରର ପ୍ରତିଟି ମୂହୁର୍ତ୍ତର ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଆପଣ ତାଙ୍କର ବରଯାତ୍ରୀ ଠାରୁ ଆରମ୍ଭ କରି ବାହାଘର ବେଦି ଓ ରିଶେପସନ ପାର୍ଟିର ସବୁ ଭିଡିଓ ଦେଖି ପାରିବେ । ନିଜର ବାହାଘରକୁ ନେଇ ପ୍ରଜ୍ଞା ବହୁତ ଖୁସି ନଜର ଆସୁଛନ୍ତି ।

