Rubina Dilaik ସେୟାର କଲେ ନିଜର କରୋନା ହେବାର ଯନ୍ତ୍ରଣା, କହୁ କହୁ କେମିତି କାନ୍ଦି ପକାଇଲେ, ଦେଖନ୍ତୁ ଭିଡିଓ

ଆପଣ ମାନେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି ।

ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀ ଜଣକଙ୍କ ବିଷୟରେ କହିବାକୁ ଯାଉଛୁ ସେ ହିନ୍ଦୀ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହି ଅଭିନେତ୍ରୀ ଜଣକ ହେଉଛନ୍ତି ରୁବିନା ଦିଲେକ । ରୁବିନା କେତେକ ଟିଭି ସିରିଏଲରେ କାମ କରିବା ସହ ଟିଭିର ବଡ ରିଆଲିଟି ସୋ ‘ବିଗ ବସ ୧୪’ର ବିଜେତା ମଧ୍ୟ ଅଟନ୍ତି । ସୋସିଆଲ ମିଡିଆରେ ରୁବିନାଙ୍କ ଲୋକପ୍ରିୟତା ବହୁତ ଅଧିକ ରହିଛି ।

ବର୍ତ୍ତମାନ ଦେଶରେ କରୋନା ମହାମାରୀର ସ୍ଥିତି ବହୁତ ଜଟିଳ ହୋଇଛି । ଏହି ସମୟରେ ଅଭିନେତ୍ରୀ ରୁବିନା ଦିଲେକ ମଧ୍ୟ କରୋନା ସଂକ୍ରମଣର ଚାପରେ ଆସିଯାଇଛନ୍ତି । ଏହି କଥାର ସୂଚନା ସେ ତାଙ୍କ ଇନ୍ସ୍ଟାଗ୍ରାମ ଆକାଉଣ୍ଟ ଜରିଆରେ ତାଙ୍କ ଫ୍ୟାନ୍ସ ମାନଙ୍କୁ ଦେଇଛନ୍ତି । ଗତ କିଛି ସମୟ ପୂର୍ବରୁ ରୁବିନା କରୋନା ରିକୋଭରିର ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।


ଏହି ଭିଡିଓଟି ବହୁତ ମାତ୍ରାରେ ଭାଇରାଲ ହେଉଛି । ସେ ଏହି ଭିଡିଓରେ ନିଜ କରୋନା ଜର୍ନୀ ବିଷୟରେ କହିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ରୁବିନାଙ୍କ ଫ୍ୟାମିଲି ସିମ୍ଳାରେ ରୁହନ୍ତି ଓ ରୁବିନା ମଧ୍ୟ ନିଜ ପରିବାର ସହ ସିମ୍ଳାରେ ରହିବା ପାଇଁ ପସନ୍ଦ କରନ୍ତି । ରୁବିନ ଏକ ଭିଡିଓରେ ନିଜର ୧୭ ଦିନର କରୋନା ଜର୍ନୀ ବିଷୟରେ କହିଛନ୍ତି ।


ରୁବିନାଙ୍କ ମତରେ, ଯେତେବେଳେ ତାଙ୍କୁ କରୋନା ଲକ୍ଷଣ ଦେଖାଦେଲା ସେତେବେଳେ ସେ ତୁରନ୍ତ ନିଜକୁ ଆୟୁସୁଲେଟ କରିଦେଇଥିଲେ ଓ କରୋନା ଟେଷ୍ଟ କରିବା ପରେ ତାଙ୍କର ଭିନ୍ନ ପ୍ରତିକ୍ରିୟା ଥିଲା । ଏହି ଭିଡିଓରେ ରୁବିନା ଏକ ଖାଇବା ଥାଳି ବିଷୟରେ କହିଛନ୍ତି, ରୁବିନାଙ୍କ ମା ଓ ଭଉଣୀ ଏକ ଖାଇବା ଥାଳି ତାଙ୍କୁ ଦେଇଛନ୍ତି । ତାଙ୍କୁ ଏତେ ଭଲ ପରିବାର ମିଳିଛି ବୋଲି ନିଜକୁ ସେ ବହୁତ ଭାଗ୍ୟଶାଳୀ ଭାବନ୍ତି ।


ରୁବିନାଙ୍କ ମତରେ, ମୋର ପରିବାର ଲୋକ ସେହି ସମୟରେ ବହୁତ ଯତ୍ନ ନେଇଛନ୍ତି ଓ ମତେ ବହୁତ ଭଲ ପାଇବା ମଧ୍ୟ ଦେଇଛନ୍ତି । ମୋ ସ୍ଵାମୀ ମଧ୍ୟ ମୋ ପରିବାରକୁ ବହୁତ ସପୋର୍ଟ ଓ ମତେ ଭଲ ପାଇବା ଦେଇଛନ୍ତି’ । ଏହାପରେ ରୁବିନା ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଥିଲେ । କାରଣ ରୁବିନା ବେମାର ଥିବା ସମୟରେ ତାଙ୍କ ଫ୍ୟାନ୍ସ ମାନେ ତାଙ୍କର ବହୁତ ଚିନ୍ତା କରୁଥିଲେ । ଫ୍ୟାନ୍ସ ମାନେ ରୁବିନାଙ୍କୁ ସୋସିଆଲ ମିଡିଆ ଦ୍ଵାରା ଅନେକ ମେସେଜ ପଠାଉ ଥିଲେ ।

ହେଲେ ବନ୍ଧୁଗଣ ବର୍ତ୍ତମାନ ରୁବିନା ସୁସ୍ଥ ହୋଇସାରିଛନ୍ତି ଓ ସେ ବହୁତ ଖୁସି ମଧ୍ୟ ଅଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ରୁବିନା ଦିଲେକ କିପରି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *