ସୋସିଆଲ ମିଡିଆରେ ନିଜ ବିଷୟରେ ହେଉଥିବା ମିଥ୍ୟା ପ୍ରଚାର କୁ ନେଇ ମୁହଁ ଖୋଲିଲେ Jankalin ଓ Arvind, କହିଲେ କିଛି ଏମିତି…ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ଦିଗଜ ଅଭିନେତ୍ରୀ ଜାଙ୍କଲିନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଗତ କିଛି ମାସ ତଳେ ଜାଙ୍କଲିନ ନିଜ ପ୍ରେମିକ ଅରବିନ୍ଦଙ୍କ ସହ ବିବାହ କରିଥିଲେ ।

ସେବେଠାରୁ ଜାଙ୍କଲିନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଜାଙ୍କଲିନଙ୍କ ସହ ତାଙ୍କ ସ୍ଵାମୀ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଏହି ଦୁଇଜଣଙ୍କ ଯୋଡିକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି । ଗତ କିଛି ଦିନ ତଳେ ଜାଙ୍କଲିନ ଓ ଅରବିନ୍ଦ ଏକ ଇଣ୍ଟର୍ବ୍ୟୁ ଦେଇଥିଲେ ଯେଉଁଥିରେ ସେ ତାଙ୍କ ପର୍ଶନାଲ ଲାଇଫ ବିଷୟରେ ବହୁତ କିଛି କଥା କହିଥିଲେ ।

ଆଜି ଆମେ ଆପଣ ମାନଙ୍କୁ ଏହା ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ଗତ କିଛି ଦିନ ହେବ ଜାଙ୍କଲିନ ଓ ଅରବିନ୍ଦ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ହେଉଛନ୍ତି । ସୋସିଆଲ ମିଡିଆରେ ତାଙ୍କୁ କିଛି ଲୋକ ବହୁତ ମାତ୍ରାରେ ଟ୍ରୋଲ କରୁଛନ୍ତି । ଏହା ବିଷୟରେ ଉଭୟ ଜାଙ୍କଲିନ ଓ ଅରବିନ୍ଦ ଏକ ବଡ ବୟାନ ଦେଇଛନ୍ତି ।

ଜାଙ୍କଲିନ ଓ ଅରବିନ୍ଦଙ୍କ ମତରେ-‘ ଯେଉଁ ମାନେ ତାଙ୍କୁ ଭଲ ପାନ୍ତି ସେମାନେ ତାଙ୍କ ଟ୍ରୋଲର ମାନଙ୍କୁ ବହୁତ ଭଲ ଜବାବ ଦେଉଛନ୍ତି । ହେଲେ କିଛି ଲୋକ ଅଛନ୍ତି ଯେଉଁ ମାନେ ତାଙ୍କ ବିଷୟରେ ଖରାପ କଥା ଲେଖୁଛନ୍ତି । ଅରବିନ୍ଦ ଓ ଜାଙ୍କଲିନଙ୍କ ବଡ ଭାଇ ଭଉଣୀ ଥାଇ ସେମାନେ ଆଗେ ବିବାହ କରିଛନ୍ତି ବୋଲି କିଛି ଲୋକ କହୁଛନ୍ତି । ହେଲେ ଏମିତି କିଛି ନାହିଁ ସେମାନେ ସମସ୍ତଙ୍କ ଅନୁମତିରେ ବିବାହ କରିଛନ୍ତି ବୋଲି କହିଛନ୍ତି’ ।

ଆଗକୁ ଜାଙ୍କଲିନ ଓ ଅରବିନ୍ଦ କହିଲେ- ଏମିତି କିଛି ଯୂଟ୍ଯୂବ ଚ୍ଯାନେଲ ଅଛି ଯେଉଁ ମାନେ ମିଛରେ ପ୍ରଚାର କରୁଛନ୍ତି କି ଆମେ ଅଲଗା ହେଇ ଗଲୁ । ହେଲେ ଏମିତି କିଛି ବି ନାହିଁ ଆମେ ସବୁବେଳେ ମିସିକି ରାହୁଛୁ । ହେଲେ ଜାଙ୍କଲିନ ତାଙ୍କ କାମରେ ଓ ଅରବିନ୍ଦ ତାଙ୍କ କାମରେ ବ୍ୟସ୍ତ ରୁହନ୍ତି । କିନ୍ତୁ ଏହି ସବୁ କମେଣ୍ଟ ଗୁଡିକ ତାଙ୍କ ପରିବାର ଓ ତାଙ୍କ ଫ୍ୟାନ୍ସ ମାନଙ୍କ ଉପରେ ବହୁତ ଖରାପ ପ୍ରଭାବ ପକାଉଚି ବୋଲି ସେ କହିଛନ୍ତି’ । ସେ ଏହା ଉପରେ ଆକ୍ସନ ମଧ୍ୟ ନେଉଛନ୍ତି ବୋଲି ସେ କହିଛନ୍ତି ।

ସେ ଏହାକୁ ନେଇ କେସ ଫାଇଲ କରିବେ ବୋଲି କହିଛନ୍ତି । ଆଗକୁ ସେମାନେ କହିଲେ-‘ ଆମେ ଆମ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛୁ ଏବଂ ଆଗକୁ ମଧ୍ୟ କରୁଥିବୁ । ଆମେ ଆମ ଜୀବନର ଏକ ଲକ୍ଷ ପଥ ରଖିଛୁ ଯାହାକୁ ଆମେ ନିଶ୍ଚୟ ହାସଲ କରିବାକୁ ପ୍ରୟାସ କରିବୁ ।

ଆମେ ଏମିତି ସବୁ ଜିନିଷ ଫେସ କରିଛୁ ଦୟାକରି ଏମିତି କରନ୍ତୁ ନାହିଁ । କାହା ପର୍ଶନାଲ ଲାଇଫ ବିଷୟରେ ମିଛ ସତ କଥା କହିବା ଠିକ ନୁହେଁ । ଏ ସବୁ ଟ୍ରୋଲ କରି ଆପଣଙ୍କୁ କଣ ମିଳିବ ବାସ ଆପଣ ମାନଙ୍କୁ କିଛି ଭ୍ୟୁଅର୍ସ ମିଳିଯିବେ । ତେଣୁ ଦୟା କରି ଏମିତି ଭୁଲ କଥା ଲେଖନ୍ତୁ ନାହିଁ । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *