ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।
ଆଜିଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଟିଭି ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ସେ ହେଉଛନ୍ତି ଲିପି ମହାପାତ୍ର । ଆପଣ ମାନେ ସମସ୍ତେ ଲିପିଙ୍କୁ ଅନେକ ଲୋକପ୍ରିୟ ଧାରାବାହିକରେ ନିଶ୍ଚୟ ଦେଖିଥିବେ । ସେ ନିଜ ଅଭିନୟ ଓ ନିଜ ସୁନ୍ଦରତା ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ଲିପି ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ଲିପି ଓଡିଆ ଧାରାବାହିକରେ ଅଭିନୟ କରି ସଫଳତା ହାସଲ ମଧ୍ୟ କରିଛନ୍ତି । ଲିପିଙ୍କର ଏକ ୟୁଟ୍ୟୁବ ଚ୍ଯାନେଲ ଅଛି ଯେଉଁଥିରେ ସେ ନିଜ ଜୀବନ ଶୈଳୀ ବିଷୟରେ ଦର୍ଶକ ମାନଙ୍କୁ କୁହନ୍ତି । ଗତ କିଛି ଦିନ ହେବ ଲିପିଙ୍କର ଏକ ୟୁଟ୍ୟୁବ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।
ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏହି ଭିଡିଓରେ ଲିପି ନିଜ ମାଙ୍କ ସହ ନଜର ଆସୁଛନ୍ତି । ଏହି ଭିଡିଓରେ ସେ ତାଙ୍କ ମାଙ୍କ ଖାଇବା ବିଷୟରେ କହିଛନ୍ତି । ଭିଡିଓରେ ସେ କହୁଛନ୍ତି ତାଙ୍କୁ ନିରାମିଷ ଖାଇବା ଆଦୌ ପସନ୍ଦ ନୁହେଁ । ସେ ନିରାମିଷ ଖାଦ୍ୟ ଖାଇବାକୁ ପସନ୍ଦ କରନ୍ତି ନାହିଁ ।
ବନ୍ଧୁଗଣ ଆଶ୍ଚର୍ଯ୍ୟର କଥା ଏହା ହେଉଛି ଯେ, ତାଙ୍କ ମାଙ୍କ ପସନ୍ଦ ମଧ୍ୟ ତାଙ୍କ ଭଳି ଆମିଷ ଖାଦ୍ୟ ଅଟେ । ତାଙ୍କ ମା ମଧ୍ୟ ଆମିଷ ଖାଦ୍ୟ ଖାଇବା ପାଇଁ ପସନ୍ଦ କରନ୍ତି ନାହିଁ । ସେ ସିଝା ସନ୍ତୁଳା ଆଦି ଖାଦ୍ୟ ଖାଇଲେ ତାଙ୍କୁ ଜ୍ଵର ଆସିଯାଏ ବୋଲି ସେ ଭିଡିଓରେ କହିଛନ୍ତି । ସେହି ଭିଡିଓରେ ସେ ଏକ ସୁନ୍ଦର ଖାଦ୍ୟ ବନେଇ ଦେଖାଇଛନ୍ତି । ସେହି ଖାଦ୍ୟଟି ହେଉଛି ଅଣ୍ଡା ଆଳୁ ଚପ । ଭିଡିଓ ଦ୍ଵାରା ଏହି ଅଣ୍ଡା ଆଳୁ ଚପର ପ୍ରସ୍ତୁତି ବିଷୟରେ ଦେଖାଉଛନ୍ତି ଲିପି ।
https://www.youtube.com/watch?v=2Wj4RNSt65o
ସେହି ଖାଦ୍ୟକୁ ପ୍ରସ୍ତୁତ କରିବା ପରେ ସେ ତାଙ୍କ ମା ଓ ତାଙ୍କ ପୁତୁରାକୁ ଟେଷ୍ଟ କରିବା ପାଇଁ ଦେଉଛନ୍ତି । ଅଣ୍ଡା ଆଳୁ ଚପକୁ ତାଙ୍କ ମା ଖାଇ ବହୁତ ଖୁସି ହେଉଛନ୍ତି ଓ ଏହାକୁ ଦେଖି ଲିପି ମଧ୍ୟ ବହୁତ ଖୁସି ହେଉଛନ୍ତି । ସୋସିଆଲ ମିଡିଆରେ ଲିପିଙ୍କ ଏହି ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେଉଛି ଲୋକ ମାନେ ଏହି ଭିଡିଓକୁ ଦେଖି ନିଜର ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଲିପିଙ୍କର ଏହି ଭିଡିଓ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।