ଏମାନେ ହେଉଛନ୍ତି TV ସିରିଏଲ ‘Kumkum Bhagya’ ର ଆକ୍ଟର ମାନଙ୍କ ରିଅଲ ଲାଇଫ ସ୍ତ୍ରୀ, ଅଭିଙ୍କ ସ୍ତ୍ରୀ ତ ପ୍ରଜ୍ଞାଙ୍କ ଠୁ ବି ଅଧିକ ସୁନ୍ଦର

ବନ୍ଧୁଗଣ ‘ଜୀ ଟିଭି’ ରେ ପ୍ରସାରିତ ହେଉଥିବା କୁମକୁମ ଭାଗ୍ୟ ଧାରାବାହିକ ତ ଆପଣ ସମସ୍ତେ ଦେଖୁଥିବେ। ଏହାର ମୁଖ୍ୟ କିରଦାର ଶବ୍ବୀର ଅହଲୁବାଲିୟା ଓ ସୃତି ଝା ଅଟେ । ଏହି ସିରିୟଲକୁ ସବୁ ଦର୍ଶକମାନଙ୍କ ଦ୍ଵାରା ବହୁତ ଭଲ ପାଇବା ବି ମିଳିଛି । ଏହା ସହିତ ଏହି ସିରିୟଲରେ କାମ କରୁଥିବା ସବୁ କଳାକାରମାନେ ବି ବହୁତ ଫେମସ ଅଟନ୍ତି । ଏହି ସିରିୟଲରେ ଅଭିନେୟ କରୁଥିବା ସବୁ କିରଦାର ପ୍ରତି ଘରେ ଘରେ ପରିଚିତ ଅଟନ୍ତି ।

ଆପଣମାନେ ଏହି ସିରିୟଲରେ ଅଭିନୟ କରୁଥିବା ସବୁ କଳାକାରମାନଙ୍କୁ ନିଶ୍ଚିତ ଚିହ୍ନିଥିବେ । ଏମିତିରେ ଆଜି ଆମେ ଏହି ଧାରାବାହିକରେ ଅଭିନୟ କରୁଥିବା କିଛି କଳାକାରଙ୍କ ରିଅଲ ଲାଇଫ ପାଟନରଙ୍କ ବିଷୟରେ କହିବାକୁ ଯାଉଛୁ।

୧-ଆଲିଆ ମେହେରା- ଧାରାବାହିକ ରେ ଅଭି ର ଭଉଣୀ ଆଲିଆ ର ଭୂମିକା କରୁଥିବା ଅଭିନେତ୍ରୀ ଙ୍କ ଅସଲି ନାମ ହେଉଛି ଶିଖା ସିଂହ । ଶିଖା ଙ୍କ ଵିଵାହ ୨୦୧୬ ମସିହାରେ ହୋଇଥିଲା ।ତାଙ୍କ ସ୍ୱାମୀ ଙ୍କ ନାମ କରନ ସାହା ।ଶିଖା ଙ୍କ ୭ମାସ ର ଝିଅ ବି ଅଛି ଯାହାର ନାମ ଆଲ୍ୟାନ ସିଂହ ସାହା ଅଟେ।

୨-ଆକାଶ ମେହେରା-ଧାରାବାହିକ ରେ ଆକାଶ ଭୂମିକା କରୁଥିବା ଅଭିନେତା ଙ୍କ ଅସଲି ନାମ ଅଙ୍କିତ ମୋହନ ଅଟେ। ଅଙ୍କିତ ମୋହନ ୨୦୧୫ରେ ଅଭିନେତ୍ରୀ ରୁଚି ସବନ୍ନାଙ୍କ ସହ ବିବାହ କରିଥିଲେ।

୩-ବୁଲବୁଲ ଅରୋରା ,ପୁରବ ଖନ୍ନା(ପୁରୁଣା)- ଅଭିନେତ୍ରୀ ବୁଲବୁଲ ଅରୋର ଙ୍କ ଅସଲି ନାମ ମୃନାଲ ଠାକୁର ଅଟେ । ଏଵଂ ପୁରବ ଖନ୍ନା ଙ୍କ ଅସଲି ନାମ ଅରିଜିତ ତନେଜା ଅଟେ। ୟେ ଦିଜଣ କଳାକାର ଦୁହେଁ ଦୁହିଁଙ୍କୁ ଡେଟ କରୁଛନ୍ତି ।

୪-ତନୁ-ଧାରାବାହିକ ରେ ତନୁ ଭୂମିକା କରୁଥିବା ଏହି ଅଭିନେତ୍ରୀ ଙ୍କ ଅସଲି ନାମ ହେଉଛି ଲୀନା ଜୁମାନି ।ଲୀନା ଜୁମାନି୨୦୧୩ ରେ ରାହୁଲ ସଚ୍ଚଦେବାଙ୍କ ସହ ବିବାହ କରିଥିଲେ।

୫- ଅଭିଷେକ ମେହେରା- ଧାରାବାହିକ ରେ ଅଭି ଭୂମିକା କରୁଥିବା ଅଭିନେତା ଙ୍କ ଅସଲି ନାମ ହେଉଛି ଶବିର ଆଉଲିଆ। ଶବିର ଅଭିନେତ୍ରୀ କାଞ୍ଚି କୌଲ କୁ ବିବାହ କରିଥିଲେ ।ତାଙ୍କର ଦୁଇଟି ପୁଅ ମଧ୍ୟ ଅଛି।

୬-ପ୍ରଜ୍ଞା-ଧାରାବାହିକ ରେ ପ୍ରଜ୍ଞା ଭୂମିକା କରୁଥିବା ଅଭିନେତ୍ରୀଙ୍କ ଅସଲି ନାମ ହେଉଛି ସୃତି ଝା । ସୃତି ଅଭିନେତା କୁନାଲ କପୂର ଙ୍କୁ ବହୁତ ସମୟ ରୁ ଡେଟ କରୁଛନ୍ତି ।

୭-ନିଖିଲ- ଧାରାବାହିକ ରେ ନିଖିଲ ଭୂମିକା କରୁଥିବା ଅଭିନେତା ଙ୍କ ଅସଲି ନାମ ହେଉଛି ନିଖିଲ ଶକ୍ରାନି । ସେ ୨୦୦୫ରେ ନେହା ଛାବ୍ରିଆଙ୍କୁ ବିବାହ କରିଥିଲେ ।

୮-ସାରଳା ଆରୋରା- ଧାରାବାହିକ ରେ ପ୍ରଜ୍ଞା ର ମା ଭୂମିକା କରୁଥିବା ଅଭିନେତ୍ରୀ ଙ୍କ ଅସଲି ନାମ ହେଉଛି ସୁପ୍ରିୟା ଶୁକ୍ଳା । ସୁପ୍ରିୟା ହରିଲ ଶୁକ୍ଳା ଙ୍କୁ ଵିଵାହ କରିଛନ୍ତି।

୯-ପୂରବ(ନୂଆ)- ଧାରାବାହିକରେ ପୂରବ ଭୂମିକା କରୁଥିବା ଅଭିନେତାଙ୍କ ନାମ ହେଉଛି ବିନ ରାଣା। ସେ ଇଣ୍ଡୋନେସିଆ ଅଭିନେତ୍ରୀ ନିତା ସୋଫିଆନି ଙ୍କୁ ୨୦୧୬ ମସିହାରେ ବିବାହ କରିଛନ୍ତି।

୧୦-ମିତାଲି- ଧାରାବାହିକ ରେ ଅଭି ର ଭାବି ଭୂମିକା କରିଥିବା ମିତାଲି ଙ୍କ ନାମ ହେଉଛି ସ୍ୱାତୀ ଆନନ୍ଦ। ସ୍ଵତୀ ଏଯାଏ ବିବାହ କରିନାହାନ୍ତି।

୧୧-ରାଜ୍ ମେହେରା- ଧାରାବାହିକ ରେ ଅଭି ର ବଡ ଭାଇ ଭୂମିକା କରିଥିବା ରାଜ୍ ଙ୍କ ନାମ ହେଲା ଅନୁରାଗ ଶର୍ମା । ଅନୁରାଗ ନନ୍ଦିନୀ ଗୁପ୍ତା ଙ୍କୁ ବିବାହ କରିଥିଲେ।

୧୨- ଦିଶା – ଧାରାବାହିକ ରେ ପୂରବ ର ସ୍ତ୍ରୀ ଭୂମିକା କରୁଥିବା ଦିଶା ଙ୍କ ନାମ ହେଲା ରୁଚି ସବନ୍ନା । ରୁଚି ୨୦୧୫ରେ ଅଙ୍କିତ ମୋହନ ଙ୍କୁ ଵିଵାହ କରିଥିଲେ।

୧୩- କିଙ୍ଗ ସିଂହ – କିଙ୍ଗ ର ଭୂମିକା କରୁଥିବା ଅଭିନେତା ଙ୍କ ନାମ ହେଲା ମିଶାଲ ରହେଜା। ମିଶାଲ ଏ ପଯ୍ୟନ୍ତ ବିବାହ କରିନାହାନ୍ତି।

୧୪-ପ୍ରାଚୀ ମେହେରା – ପ୍ରାଚୀ ଭୂମିକା ରେ ଅଭିନୟ କରୁଥିବା ଅଭିନେତ୍ରୀ ଙ୍କ ନାମ ହେଉଛି ମୁଗ୍ଧା ଛାପେକର । ମୁଗ୍ଧା ଅଭିନେତା ରବିଷ ଦେଶାଇଙ୍କୁ ୨୦୧୬ ରେ ବିବାହ କରିଛନ୍ତି।

୧୫ – ରିହା ମେହେରା – ଧାରାବାହିକ ରେ ଅଭି ର ଝିଅ ଭୂମିକା ରେ ଅଭିନୟ କରୁଥିବା ରିହା ଙ୍କ ନାମ ହେଉଛି ନେନା ସିଂହ । ନେନା ମଡେଲ ଅକ୍ସ ଚୌଧୁରୀ ଙ୍କୁ ଡେଟ କରୁଛନ୍ତି।

୧୬-ଅଭିଷେକ ପ୍ରେମ ମେହେରା- ଏହି ସିରିୟଲର ମୁଖ୍ୟ ଅଭିନେତା ଅଭିଷେକ ପ୍ରେମ ମେହେରାଙ୍କ ଅସଲ ନାମ ଶବ୍ବୀର ଅହଲୁବାଲିୟା ଅଟେ । ଶବିରଙ୍କ ସୁନ୍ଦର ପତ୍ନୀଙ୍କ ନାଁ କାଞ୍ଚି କଲ ଅଟେ ।

୧୭-ରନବୀର କୋଇଲି- ଧାରାବାହିକ ରେ ରନବୀର ଭୂମିକା ରେ କରୁଥିବା ଅଭିନେତା ଙ୍କ ନାମ ହେଲା କ୍ରିଷ୍ଣା କୌଲ। କ୍ରିଷ୍ଣା ଅବିବାହିତ ଅଟନ୍ତି।

ତେବେ ଫ୍ରେଣ୍ଡ୍ସ ଏମାନନକ ମଧ୍ୟରୁ କେଉଁ ଯୋଡି ଟି ଆପଣ ମାନଙ୍କୁ ଅଧିକ ପସନ୍ଦ ଆସିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *