ରେଡ ପରେ ପ୍ରଥମ ଥର ପାଇଁ ମିଡିଆ ସାମ୍ନାକୁ ଆସିଲେ Sonu Sood, IT ରେଡ ଉପରେ ଯାହା କହିଲେ ନା ଶୁଣିଲେ ଆପଣ ବି କରିବେ ସଲାମ ! ଦେଖନ୍ତୁ Video ସେ କଣ କହୁଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ଆପଣ ମାନେ ଜାଣିଥିବେ କି ଏହି ଦୁଇ ବର୍ଷ ହେବ ଆମ ଦେଶ ରେ ତଥା ଦୁନିଆ ରେ କରୋନା ସଂକ୍ରମଣ ର ଭୟାବହ ରହିଥିଲା । ତେବେ ଏହି କରୋନା ସମୟରେ ଅନେକ ଲୋକ ନିଜ ଘରକୁ ଯାଇ ପାରୁ ନାହାଁନ୍ତି ଏବଂ ଖାଦ୍ୟ ଖାଇବା ପାଇ ପାରୁ ନାହାଁନ୍ତି ଏବଂ ଅନେକ ଅସୁବିଧା ର ସମ୍ମୁଖୀନ ହୋଇଥିଲେ ବଲିଉଡ ର ଲୋକପ୍ରିୟ ଅଭିନେତା ସୋନୁ ସୁଦ ସମସ୍ତ ଙ୍କୁ ସାହାଯ୍ୟ କରୁଛନ୍ତି ।

କାହାକୁ ଫସି ରହିଥିଲେ ତାକୁ ଉଦ୍ଧାର କରିବାରେ ସାହାଯ୍ୟ କରୁଛନ୍ତି କାହାକୁ ନିଜ ଘରେ ପହଞ୍ଚାଉ ଛନ୍ତି ତ କାହାକୁ ଖାଦ୍ୟପେୟ ର ସାହାଯ୍ୟ କରୁଛନ୍ତି ସେ ଏହି ସମୟରେ ଲୋକମାନଙ୍କ ପାଇଁ ଦେଵତା ମଧ୍ୟ ହୋଇ ଯାଇଥିଲେ । ତେବେ ବର୍ତ୍ତମାନ ଏକ ଖବର ବହୁତ ଜୋର ଧରିଛି ତାହା ହେଉଛି ସୋନୁ ସୁଦ ଙ୍କ ଘରେ ଇନକମ ଟ୍ୟାକ୍ସ ଙ୍କ ର ରେ-ଡ଼ ପଡିବା । ତେବେ ଏହା ପରେ ସୋନୁ ସୁଦ ମିଡ଼ିଆ ଆଗରେ ମୁହଁ ଖୋଲି ସବୁ କହିଛନ୍ତି ଏ ବିଷୟରେ । ତେବେ ଆସନ୍ତୁ ଜାଣିନେବା ସେହି ବିଷୟ ରେ ।

ତେବେ ସୋନୁ ଙ୍କ କହିବା କଥା ହେଲା କି ସେ ଆଇ ଟି ଅଫିସର ମାନଂକୁ ସମ୍ମାନ କରୁଛନ୍ତି କାରଣ ସେ ନିଜର କାମ ବହୁତ ଭଲ ଭାବରେ କରୁଛନ୍ତି । ତେବେ ତାଙ୍କ ପାଖରେ ବର୍ତ୍ତମାନ ସବୁ ଡକ୍ୟୁମେଣ୍ଟ ଏବଂ ଯାହା ପ୍ରଶ୍ନ ପଚରା ଯାଇଥିଲା ତାହାର ଉତ୍ତର ମଧ୍ୟ ସେ ଠିକ ଭାବରେ ଦେଇ ଦେଇଛନ୍ତି । ତେବେ ତାଙ୍କ କହିବା କଥା କି ସେ ଯେଉଁ ବଡ଼ ବଡ଼ ବ୍ରା-ଣ୍ଡ ସହ କାମ କରୁଛନ୍ତି ତାର ୨୫%, ୫୦% କିମ୍ବା ୧୦୦% ସେ ନିଜର ଫଣ୍ଡ ରେ ଦେଇ ଦେଉଛନ୍ତି ।

ସେ ଏହାର ପୁରା ଧ୍ୟାନ ରଖୁଛନ୍ତି କି ତାଙ୍କର ଫଣ୍ଡ ର ପଇସା କୌଣସି ଖରାପ କାର୍ଯ୍ୟ ରେ ନ ଲାଗୁ କିମ୍ବା କୌଣସି ଭୁଲ କାର୍ଯ୍ୟ ରେ ବ୍ୟବହାର ନ ହେଉ । ତେବେ ସେ ଏହି ଫଣ୍ଡ କୁ ପିଲା ମାନଙ୍କ ପାଠ ପଢ଼ାରେ ପଇସା ଲଗା ଯାଉଛି ଏବଂ ସେ ଏହା ମଧ୍ୟ କହିଛନ୍ତି କି ତାଙ୍କର ସ୍ୱପ୍ନ ଅଛି କି ଏକ ବଡ଼ ହସ୍ପିଟାଲ କରିବାକୁ ତେବେ ସେ କୌଣସି ରାଜନେତା ଙ୍କ ସହ ମଧ୍ୟ ନାହାନ୍ତି କି କୌଣସି ଦଳ ସହ କାମ କରୁ ନାହାନ୍ତି ।

Leave a Reply

Your email address will not be published. Required fields are marked *