ଦେଖନ୍ତୁ Bollywood ହିରୋଇନ ଙ୍କ ସହିତ କଣ ହୋଇଥାଏ ଯେତେବେଳେ ସେମାନେ Hollywood କୁ ଯାଆନ୍ତି, Priyanka Chopra ନିଜେ କହିଲେ

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡ ଓ ହଲିଉଡର ଏପରି ଏକ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ, ଯାହାଙ୍କର ଲୋକପ୍ରିୟତା କେବଳ ଭାରତରେ ନୁହେଁ ଭାରତ ବାହାରେ ମଧ୍ୟ ବହୁତ ଅଧିକ । ଏହି ଅଭିନେତ୍ରୀ ଜଣକ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଏହି ସଫଳତାକୁ ହାସଲ କରିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆଉ କେହି ନୁହେଁ ସେ ହେଉଛନ୍ତି ବଲିଉଡ ଓ ହଲିଉଡର ଦିଗଜ ଅଭିନେତ୍ରୀ ପ୍ରିୟଙ୍କା ଚୋପଡା ।

ବନ୍ଧୁଗଣ ସାଧାରଣତଃ ବଲିଉଡରେ ଅଧିକାଂଶ କଳାକାର ମାନଙ୍କୁ କାଷ୍ଟିଙ୍ଗ କାଉଚର ସାମ୍ନା କରିବାକୁ ପଡିଥାଏ । ପ୍ରିୟଙ୍କା ମଧ୍ୟ ନିଜ ବଲିଉଡ କାରିୟରକୁ ବଞ୍ଚାଇବା ପାଇଁ ପ୍ରଥମେ ବହୁତ ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ ଦେଇଥିଲେ । ହେଲେ ଯେତେବେଳେ ସେ ହଲିଉଡକୁ ଗଲେ ସେତେବେଳେ ତାଙ୍କୁ ବହୁତ ଅଧିକ ଇଣ୍ଟିମେଣ୍ଟ ସିନ୍ସ କରିବାକୁ ପଡିଥିଲା । ଆଜି ଆମେ ଆପଣ ମାନଙ୍କୁ ପ୍ରିୟଙ୍କାଙ୍କ ସହ ଜଡିତ କିଛି ଅଜଣା କଥା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ପ୍ରିୟଙ୍କାଙ୍କ ବିଷୟରେ ।

ବନ୍ଧୁଗଣ ବଲିଉଡରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିବା ପରେ ପ୍ରିୟଙ୍କା ହଲିଉଡରେ ଇଣ୍ଟରଭ୍ୟୁ ବା ଅଡିସନ ଦେଇଥିଲେ, ସେହି ଅଡିସନରେ ତାଙ୍କୁ ବର୍ଣ୍ଣ ଜନିତ ଭେଦଭାବର ସାମ୍ନା କରିବାକୁ ପଡିଥିଲା । ଏହି କଥା ବିଷୟରେ ପ୍ରିୟଙ୍କା ନିଜେ ଏକ ଇଣ୍ଟରଭ୍ୟୁରେ କହିଥିଲେ । ବହୁତ ହଲିଉଡ ଅଡିସନରେ ପ୍ରିୟଙ୍କା ନିଜ ରଙ୍ଗ ପାଇଁ ରିଜେକ୍ଟ ହୋଇଥିଲେ ।

ହେଲେ ପ୍ରିୟଙ୍କା ହାର ମାନି ନଥିଲେ । ଏମିତି ବହୁତ ଅଡିସନ ଦେବା ପରେ ପ୍ରିୟଙ୍କା ‘ଅଣ୍ଟିକୋ’ ୱେବ ସିରିଜର ମୁଖ୍ୟ ଅଭିନେତ୍ରୀ ଭାବରେ ସିଲେକ୍ଟ ହୋଇଥିଲେ । ଏହା ପରେ ପ୍ରିୟଙ୍କା ହଲିଉଡ ଫିଲ୍ମ ‘ବେ ୱାଚ’ ରେ ମଧ୍ୟ ନଜର ଆସିଥିଲେ । ଏହି ୱେବ ସିରିଜ ଓ ଫିଲ୍ମରେ ପ୍ରିୟଙ୍କାଙ୍କର ଅଭିନୟ ଓ ସୁନ୍ଦରତାକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।

ଏହା ପରେ ପ୍ରିୟଙ୍କା ବଲିଉଡରେ ବହୁତ ବୋଲ୍ଟ ଓ ଇଣ୍ଟିମେଣ୍ଟ ସିନ୍ସ କରିଥିବାର ନଜର ଆସିଥିଲେ । ହଲିଉଡରେ କିଛି ଫିଲ୍ମ କରିବା ପରେ ପ୍ରିୟଙ୍କା ହଲିଉଡ ଷ୍ଟାର ନିକ ଜୋନସଙ୍କ ସହ ବିବାହ କରିଥିଲେ । ସୋସିଆଲ ମିଡିଆରେ ଅଧିକାଂଶ ପ୍ରିୟଙ୍କା ନିକଙ୍କ ସହ ଇଣ୍ଟିମେଣ୍ଟ ଡ୍ୟାନ୍ସ ବା ଭିଡିଓ କରୁଥିବାର ନଜର ଆସନ୍ତି । ଏଥିପାଇଁ ପ୍ରିୟଙ୍କା ବହୁତ ମାତ୍ରାରେ ଟ୍ରୋଲ ମଧ୍ୟ ହୁଅନ୍ତି ।

ବନ୍ଧୁଗଣ ଏହି କିଛି ଦିନ ହେବ ପ୍ରିୟଙ୍କାଙ୍କର ଏକ ନୂଆ ଫିଲ୍ମ ‘ୱ୍ହାଇଟ ଟାଇଗର’ର ପୋଷ୍ଟର ଲଞ୍ଚ ହୋଇଛି । ଏହି ସିରିଜଟି ବହୁତ ଶୀଘ୍ର ରିଲିଜ ହେବାକୁ ଯାଉଛି । ପ୍ରିୟଙ୍କା ହଲିଉଡକୁ ଯିବା ପରେ ବହୁତ ଅଧିକ ବୋଲ୍ଟ ଫଟୋ  ଶେୟାର କରୁଛନ୍ତି । ଯାହାଫଳରେ ସେ ବହୁତ ଅଧିକ ଲାଇମ ଲାଇଟରେ ରହୁଛନ୍ତି । ପ୍ରିୟାଙ୍କାଙ୍କ ଉପରେ ବହୁତ ପ୍ରଶ୍ନ ଉଠୁଛି ହେଲେ ସେ କୌଣସି ପ୍ରଶ୍ନ ବା ଟ୍ରୋଲର ଶିକାରକୁ ଭୟ କରି ନାହାନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *