ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ସାର୍ଥକ ଟିଭି ରେ ପ୍ରସାରିତ ଧାରାବାହିକ ‘ଜୀବନସାଥୀ’ ତ ନିଶ୍ଚିତ ଭାବରେ ଦେଖିଥିବେ । ଏହି ଧାରାବାହିକ ସାର୍ଥକ ଟିଭି ର ଲୋକପ୍ରିୟ ଧାରାବାହିକ ଅଟେ ।
ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ ଅଭିନେତା ଓ ଅଭିନେତ୍ରୀ ମାନଙ୍କୁ ମଧ୍ୟ ଆପଣ ମାନେ ନିଶ୍ଚିତ ଭାବରେ ଦେଖିଥିବେ । ତେବେ ଆପଣ ମାନେ ଏହି ଧାରାବାହିକ ର କଳାକାର ଙ୍କୁ ପରଦା ରେ ଅଭିନୟ କରୁଥିବାର ଦେଖିଛନ୍ତି । କିନ୍ତୁ କଣ ଆପଣ ମାନେ ଜୀବନସାଥୀ ଧାରାବାହିକ ର କଳାକାର ମାନଙ୍କୁ ରିଅଲ ଲାଇଫ ରେ କେବେ ଦେଖିଛନ୍ତି ?

ତେବେ ଆଜି ଆମେ ଆପଣ ମାନଙ୍କୁ କହିବୁ ଏହି ଧାରାବାହିକ ରେ ଅଭିନୟ କରୁଥିବା ସମସ୍ତ କଳାକାର ରିଅଲ ଲାଇଫ ରେ କିପରି ଦେଖା ଯାଆନ୍ତି । ତେବେ ଆସନ୍ତୁ ଏହି ସମ୍ବନ୍ଧରେ ବିସ୍ତାର ରୂପରେ ଜାଣିବା ।
୧. ବନ୍ଧୁଗଣ ଏହି ଲିଷ୍ଟ ର ପ୍ରଥମ ସ୍ଥାନରେ ଅଛନ୍ତି ଛାୟା । ଛାୟା ଙ୍କୁ ଆପଣ ମାନେ ପରଦା ରେ ଶାଢ଼ୀ ପିନ୍ଧି ଓଡ଼ିଆ ଘର ର ବୋହୁ ରୂପରେ ଦେଖିଥିବେ । ରିଅଲ ଲାଇଫ ରେ ଏହି ଅଭିନେତ୍ରୀ ବହୁତ ଷ୍ଟାଇଲିସ ଅଟନ୍ତି ।

୨. ଏହି ଲିଷ୍ଟ ର ଦ୍ଵିତୀୟ ସ୍ଥାନରେ ଅଛନ୍ତି ମାୟା । ସେ ଏହି ଧାରାବାହିକ ରେ ଖଳନାୟିକା ଭୂମିକା ରେ ଅଭିନୟ କରିଛନ୍ତି । ରିଅଲ ଲାଇଫ ରେ ମାୟା ବହୁତ ଷ୍ଟାଇଲିସ ଓ ମର୍ଡନ ଅଟନ୍ତି ।

୩. ଏହି ଲିଷ୍ଟ ର ତୃତୀୟ ସ୍ଥାନରେ ଅଛନ୍ତି ରୂପା । ସେ ଏହି ଧାରାବାହିକ ରେ ଜଣେ ଗାଉଁଲି ଝିଅ ଭୂମିକା ରେ ଅଭିନୟ କରିଛନ୍ତି । କିନ୍ତୁ ରିଅଲ ଲାଇଫ ରେ ସେ ବହୁତ ମର୍ଡନ ଅଟନ୍ତି ।

୪. ଏହି ଲିଷ୍ଟ ର ଚତୁର୍ଥ ସ୍ଥାନରେ ଅଛନ୍ତି ଭୈରବୀ । ଭୈରବୀ ଏହି ଧାରାବାହିକ ରେ ନାୟିକା ଭକ୍ତି ଙ୍କ ଖୁଡ଼ି ଭୂମିକା ରେ ଅଭିନୟ କରିଛନ୍ତି । ପରଦା ରେ ତାଙ୍କୁ ଯେଉଁ ରୂପରେ ଦେଖିବାକୁ ମିଳିଥାଏ ରିଅଲ ଲାଇଫ ରେ ମଧ୍ୟ ସେ ସେହିପରି ରୁହନ୍ତି ।

୫. ଏହି ଲିଷ୍ଟ ର ପଞ୍ଚମ ସ୍ଥାନରେ ଅଛନ୍ତି ଭକ୍ତି । ଭକ୍ତି ଏହି ଧାରାବାହିକ ର ନାୟିକା ଅଟନ୍ତି । ତାଙ୍କର ପ୍ରକୃତ ନାମ ଜେସି ଅଟେ । ଜେସି ଙ୍କୁ ପରଦା ରେ ସଂସ୍କାରୀ ବୋହୁ ରୂପରେ ଦେଖିବାକୁ ମିଳିଥାଏ । କିନ୍ତୁ ରିଅଲ ଲାଇଫ ରେ ସେ ବହୁତ ଷ୍ଟାଇଲିସ ଓ ମର୍ଡନ ଦେଖା ଯାଆନ୍ତି ।

୬. ଏହି ଲିଷ୍ଟ ର ଷଷ୍ଠ ସ୍ଥାନରେ ଅଛନ୍ତି ଆଦି । ଆଦି ଏହି ଧାରାବାହିକ ର ନାୟକ ଅଟନ୍ତି । ତାଙ୍କର ପ୍ରକୃତ ନାମ ଅମର ଅଟେ । ସେ ରିଅଲ ଲାଇଫ ରେ ବହୁତ ହ୍ୟାଣ୍ଡସମ ଓ ଷ୍ଟାଇଲିସ ଦେଖା ଯାଆନ୍ତି ।

୭. ଏହି ଲିଷ୍ଟ ର ସପ୍ତମ ସ୍ଥାନରେ ଅଛନ୍ତି ଅମୁ । ଅମୁ ଆଦି ଙ୍କ ଦାଦା ଭୂମିକା ରେ ଅଭିନୟ କରିଛନ୍ତି । ସେ ଅନସ୍କ୍ରିନ ଯେପରି ରୁହନ୍ତି ଅଫସ୍କ୍ରିନ ମଧ୍ୟ ସେହିପରି ରୁହନ୍ତି ।

୮. ଏହି ଲିଷ୍ଟ ର ଅଷ୍ଟମ ସ୍ଥାନରେ ଅଛନ୍ତି ସତୀଶ । ତାଙ୍କୁ ଏହି ଧାରାବାହିକ ରେ ଖଳନାୟକ ରୂପରେ ଦେଖିବାକୁ ମିଳୁଛି । ସେ ରିଅଲ ଲାଇଫ ରେ ବହୁତ ହାଣ୍ଡସମ ଓ ମର୍ଡନ ଅଟନ୍ତି । ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

