Bollywood ରୁ ଆସିଲା ବଡ ଦୁଃଖ ଖବର, ଜୀବନ ମରଣ ସହ କରୁଛନ୍ତି ସଂଗ୍ରାମ ଏହି ଅଭିନେତ୍ରୀ

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଅଭିନେତ୍ରୀ ଗହନା ବଶିଷ୍ଟ ଙ୍କ ଅବସ୍ଥା ଗୁରୁତର । ଗତ କିଛି ଦିନ ତଳେ ତାଙ୍କର ହୃଦଘାତ ହୋଇଥିଲା ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କୁ କାର୍ଡିଓ ପୁଲମୋନାରୀ ବାଇପାସ ପମ୍ପ ରେ ରଖାଯାଇଛି ।

ଅଭିନେତ୍ରୀ ଙ୍କ ମୁଖପାତ୍ର ଫ୍ଲିନି ରେମିଡିୟୋସ ଗେହନା ଙ୍କ ହୃଦଘାତ ସ-ମ୍ବ-ନ୍ଧ-ରେ ସୂଚନା ଦେଇଥିଲେ । ବର୍ତ୍ତମାନ ଏହି ଅଭିନେତ୍ରୀ ଜୀବନ ମ-ର-ଣ ସହିତ ସଂଗ୍ରହ କରୁଛନ୍ତି । କୁହାଯାଉଛି ଯେ, ତାଙ୍କ ଫୁସଫୁସ କାମ କରିବା ବନ୍ଦ ହୋଇଯାଇଛି । ଯେଉଁ କାରଣରୁ ତାଙ୍କୁ ସିପିବି ପମ୍ପ ଟେକ୍ନିକ ରେ ରଖାଯାଇଛି ।

ଗହନା ଙ୍କ ମୁଖପାତ୍ର କହିଛନ୍ତି ଯେ, ମଧୁମେହ ବିଶେଷଜ୍ଞ ତଥା କାର୍ଡିଆନ୍ ଇଣ୍ଟେନସିଭିଷ୍ଟ ଡାକ୍ତର ପ୍ରଣବ କାବରା ଙ୍କ ଅନୁଯାୟୀ ଅଭିନେତ୍ରୀ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହୋଇଛି । ସୋମବାର ସକାଳେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ରେ ସୁଧାର ଆସିଥିଲା । କିନ୍ତୁ ମଧ୍ୟାହ୍ନ ରେ ପୁଣି ତାଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଗଲା ।

ଫ୍ଲିନି ରେମିଡିୟୋସ କହିଥିଲେ ଯେ, ଗତ ଶନିବାର ଦିନ ଗହନା ଙ୍କ ହୃଦଘାତ ହୋଇଥିଲା ଏବଂ ତାଙ୍କୁ ତୁରନ୍ତ ପଶ୍ଚିମ ମୁମ୍ବାଇ ର ଏକ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ କହିଥିଲେ ତାଙ୍କୁ ଜଣାଯାଇଥିଲା ଯେ, ଗହନା ଚେତାଶୂନ୍ୟ ଏବଂ କାହା ସହିତ କଥା ହେବାର ପରିସ୍ଥିତି ରେ ନାହାନ୍ତି ।

ଏହି ଅଭିନେତ୍ରୀ ଙ୍କ ମଧୁମେହ ରୋଗ ଅଛି । ଯଦି ସେ ଠିକ ସମୟ ରେ ଇନ୍ସୁଲୀନ ନ ପାଆନ୍ତି ତେବେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହୋଇଥାଏ । ଏହା ପୂର୍ବରୁ ମଧ୍ୟ ଗେହନା ଥରେ ହଠାତ ସୁ-ଟିଂ ସେ-ଟ ରେ ଅଚେତ ହୋଇଯାଇଥିଲେ । ଏହାର କାରଣ ଥିଲା କିଛି ନ ଖାଇ ଅଧିକ ସମୟ ସୁ-ଟିଂ କରିବା । ସେ ଚେତାଶୂନ୍ୟ ହୋଇ ଯାଇଥିଲେ ଏବଂ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

ଅଭିନେତ୍ରୀ ଗହନା ବଶିଷ୍ଟ ନିକଟରେ ଏକ ପ-ର୍ନ ଚଳଚ୍ଚିତ୍ର ନିର୍ମାଣ ଅ-ଭି-ଯୋ-ଗ ରେ ଜେ-ଲ ଯାଇଥିଲେ ଏବଂ ସେ କିଛି ଦିନ ତଳେ ବାହାରକୁ ଆସିଛନ୍ତି । ତେବେ ଏହି ଅଭିନେତ୍ରୀ ଜେ-ଲ ରୁ ଆସିବା ପରେ ଧୀରେ ଧୀରେ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବି ଗି ଡ଼ି ବାରେ ଲାଗିଥିଲା ।

Leave a Reply

Your email address will not be published. Required fields are marked *