‘3 ବର୍ଷର ରେକର୍ଡ ଦେଖନ୍ତୁ ଆପଣ, ଖେଳ କରୁଛି ସେ ଖେଳ, ଯେଉଁମାନେ ତାକୁ ଖରାପ କହୁଛନ୍ତି ନା ସେମାନେ ପ୍ରଥମେ ନିଜକୁ…’

ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କର ମୁଁ ଜଣେ ବହୁତ ବଡ ଫ୍ୟାନ । ତେବେ ଏପରି କିଛି ମତ ଅଭିନେତ୍ରୀ ପ୍ରିୟଙ୍କା ପାଣିଗ୍ରାହୀଙ୍କର ସ୍ଵାମୀ ସ୍ମାରକ ଦାସ କହିଛନ୍ତି । ତେବେ ସ୍ମାରକଙ୍କ କହିବା ଅନୁସାରେ ମୋତେ ରାଣୀ ପଣ୍ଡା ବହୁତ ହିଁ ଭଲ ଲାଗନ୍ତି । ରାଣୀ ପଣ୍ଡାଙ୍କର ଅଭିନୟ ପାଇଁ ଓ ଡାନ୍ସ ପାଇଁ ତ ସେ ବହୁତ ପ୍ରସିଦ୍ଧ ଅଟନ୍ତି । ହେଲେ ମୋତେ ତାଙ୍କ ଅଭିନୟ ସହିତ ତାଙ୍କ ବ୍ୟକ୍ତିତ୍ଵ ମଧ୍ୟ ବହୁତ ଭଲ ଲାଗିଥାଏ ।

ତେବେ ରାଣୀ ପଣ୍ଡାଙ୍କର ବହୁତ ଗୁଡିଏ ସ୍ଟେଜ କାର୍ଯ୍ୟକ୍ରମ ମୁଁ ଦେଖିଛି । ତେବେ ଏବେ ଯେଉଁ ଯାତ୍ରାଟି ରିସେଣ୍ଟ ପଡିଥିଲା । ତାକୁ ଦେଖିବା ପାଇଁ ମୁଁ ଘରେ ନଥିଲି । ନଚେତ ରାଣୀଙ୍କ ସବୁ ଯାତ୍ରା ଦେଖିବାକୁ ମୋତେ ବହୁତ ଭଲ ଲାଗେ । ତେବେ ରାଣୀ ପଣ୍ଡା ଜଣେ ଏମିତି ବ୍ୟକ୍ତିତ୍ଵ ଅଟନ୍ତି । ତାଙ୍କ ମନରେ ଯାହା ଥାଏ ସେ ଅନ୍ୟ ଆଗରେ ନଲୁଚାଇ ସବୁ କିଛି କହି ଦିଅନ୍ତି । ବହୁତ ସଫା ହୃଦୟର ଝିଅଟି ସେ ଅଟନ୍ତି । ହେଲେ ତାଙ୍କ ମନ ଭିତରେ କୌଣସି ପ୍ରକାର ଛନ୍ଦ କପଟ ନଥାଏ ।

ଯଦି ସେ ନିଜ କଥାକୁ କେବଳ ଟିକେ ସଂଯମ ରଖି କଥାବାର୍ତ୍ତା ହୋଇବେ । ତେବେ ରାଣୀଙ୍କ ବିରୁଦ୍ଧରେ କେହି କିଛି କହିବାକୁ ଯିବେ ନାହିଁ । ତେବେ ରାଣୀ ମଧ୍ୟ ଜଣେ ପରୋପକାରୀ ବ୍ୟକ୍ତିତ୍ଵ ଅଟନ୍ତି । ଅନ୍ୟକୁ ସାହାଜ୍ଯ କରିବାକୁ ସବୁବେଳେ ଆଗ୍ରହ ପ୍ରକାଶ କରିଥାନ୍ତି । ତେବେ ରାଣୀ ପଣ୍ଡା ହୁଏତ କିଛି କାରଣ ପାଇଁ ବହୁ ସମୟରେ ବିବାଦର ପରିସରକୁ ଆସିଯାଇଥିଲେ ।

ହେଲେ ଆଗ କଥା ରାଣୀଙ୍କର ଛାଡି ଦେଲେ ବର୍ତ୍ତମାନ ରାଣୀକୁ ଦେଖିବେ ସେ ନିଜକୁ ବହୁତ ପରିବର୍ତ୍ତନ କରିଦେଉଇଛି । ଖାସ୍ କରି ସେ ନିଜେ ନଖାଇକି ମଧ୍ୟ ଲୋକଙ୍କୁ ସାହାଜ୍ଯ କରିବାର ମନୋବୃତ୍ତି ରଖିଥାଏ । ହେଲେ ପବ୍ଲିସିଟି ପାଇବ ସେପରି କିଛି ମଧ୍ୟ ରାଣୀ ପଣ୍ଡା ଆଶା ରଖିନଥାଏ । ତେବେ ଏପରି କିଛି ସ୍ମାରକଙ୍କ ମୁହଁରୁ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡାଙ୍କ ବିଷୟରେ ଗଣ ମାଧ୍ୟମ ଆଗରେ କହିବାର ଶୁଣିବାକୁ ମିଳିଥିଲା ।

ତେବେ ସର୍ବଶେଷରେ ସେ କହିଥିଲେ ରାଣୀ ନିଜ କ୍ଯାରିଅରରେ ବହୁତ ଆଗକୁ ଯାଇ ସଫଳ ବ୍ୟକ୍ତିତ୍ଵଟିଏ ହେଉ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *