ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ‘ନାଗିନ’ ସିରିଏଲରୁ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଅଭିନେତ୍ରୀ ସୁରଭି ଜ୍ଯୋତିଙ୍କ ବିଷୟରେ କହିବାକୁ ଯାଉଛୁ, ଯିଏ ବହୁତ କମ ସମୟରେ ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ବନ୍ଧୁଗଣ ଜ୍ଯୋତି ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରିଛନ୍ତି । ନାଗିନ ସିରିଏଲ କରି ସେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।
ହେଲେ ବନ୍ଧୁଗଣ ଗୋଟେ ସମୟ ଏପରି ଥିଲା ଯେବେ ସୁରଭିଙ୍କ କ୍ଯାରିୟର ବରବାଦ ହେବାକୁ ଯାଉଥିଲା । ବନ୍ଧୁଗଣ ସେହି ସମୟରେ ସୁରଭି ଡିପ୍ରେସନର ଶିକାର ମଧ୍ୟ ହୋଇଯାଇଥିଲେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏହାର ରହସ୍ୟ ବିଷୟରେ କହିବାକୁ ଯାଉଛୁ, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ବନ୍ଧୁଗଣ ସୁରଭି ନିଜର ଅଭିନୟ କାରିୟରର ଆରମ୍ଭ ଫେମସ ସିରିଏଲ ‘କୁବୁଲ ହେ’ରୁ କରିଥିଲେ ।
ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ଜୋୟାର ଭୂମିକା ପଦର୍ଶନ କରିଥିଲେ । ଏହି ଗୋଟିଏ ସିରିଏଲରୁ ସେ ପ୍ରସିଦ୍ଧି ହାସଲ କରିଥିଲେ । ଦର୍ଶକ ମାନଙ୍କୁ ତାଙ୍କ ଅଭିନୟ ବହୁତ ଅଧିକ ପସନ୍ଦ ଆସିଥିଲା । ହେଲେ ବନ୍ଧୁଗଣ ଏହି ସିରିଏଲଟି ଶେଷ ହେବା ପରେ ସୁରଭିଙ୍କ କାରିୟର ଧୀରେ ଧୀରେ ବରବାଦ ହେବାକୁ ଲାଗିଥିଲା । କାରଣ ତାଙ୍କୁ ମୁଖ୍ୟ ଅଭିନେତ୍ରୀର ଭୂମିକା ନଦେଇ ଅନ୍ୟ ସାଇଡ ଅଭିନେତ୍ରୀର ଭୂମିକା ଦିଆଯାଇଥିଲା । ହେଲେ ବନ୍ଧୁଗଣ ସେହି ସମୟରେ ସୁରଭି ହାର ମାନି ନଥିଲେ । ସେହି ସମୟରେ ସେ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ଇସ୍କ ବାଜ ଓ ଇସ ପ୍ୟାର କୁ କ୍ଯା ନାମ ଦୁ ଆଦି ଫେମସ ସିରିଏଲରେ କାମ କରିଥିଲେ ।
ଏହା ବ୍ଯତୀତ ସେ ଅନ୍ୟ ଏକ ସିରିଏଲ ମଧ୍ୟ କରିଥିଲେ ଯାହାର ନାମ ହେଉଛି ‘ଲୋଟ ଆଓ ତ୍ରିଶା’ । ବନ୍ଧୁଗଣ ଏହି ସିରିଏଲଟିରେ ସେ ସୋହେବ ଇବ୍ରାହିମଙ୍କ ସହ କାମ କରିଥିଲେ । ହେଲେ ଦର୍ଶକ ମାନେ ଏହି ସୋକୁ ଅଧିକ ପସନ୍ଦ କରିନଥିଲେ । ଯାହାଫଳରେ ସୁରଭିଙ୍କ କାରିୟର ବରବାଦ ହେବାକୁ ଯାଉଥିଲା । ସେହି ସମୟରେ ସୁରଭି ଡିପ୍ରେସନର ଶିକାର ହୋଇଯାଇଥିଲେ । ସେହି ସମୟରେ ସେ ନିଦ ମେଡ଼ିସିନ ଖାଇବାକୁ ଲାଗିଥିଲେ ।
ହେଲେ ଗୋଟେ ବର୍ଷ ପରେ ତାଙ୍କ ଜୀବନରେ ବହୁତ ବଡ ପରିବର୍ତ୍ତନ ହୋଇଥିଲା । ଯାହାଫଳରେ ଏକତା କପୁର ନିଜ ସୋ ‘ନାଗିନ’ରେ ସୁରଭିଙ୍କୁ ମୁଖ୍ୟ ଅଭିନେତ୍ରୀ ନାଗିନର ଭୂମିକା ଦେଇଥିଲେ । ଏହି ସୋକୁ କରିବା ପରେ ସେ ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ପାଇଯାଇଥିଲେ । ଏହା ସହିତ ସେ ବହୁତ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ । ବନ୍ଧୁଗଣ ଆଜି ଜ୍ଯୋତି ଏହି ଇଣ୍ଡଷ୍ଟ୍ରିରେ ସଫଳତା ପାଇବା ସହ ଘରେ ଘରେ ପରିଚିତ ଅଛନ୍ତି ।
ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ସୁରଭି ଜ୍ଯୋତି କେମିତି ଲାଗନ୍ତି ଆମକୁ ନିଶ୍ଚୟ କମେନ୍ଟ କରନ୍ତୁ ଓ ଆଗକୁ ଟିଭି ଦୁନିଆର ସବୁ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ