ଯେତେବେଳେ Preity Zinta ଙ୍କ ସହିତ ସମସ୍ତଙ୍କ ସାମ୍ନାରେ ରୋମାନ୍ସ କରିବାକୁ ଲାଗିଲେ Riteish Deshmukh, ତ Genelia D’souza ଏମିତି ନେଲେ ତାଙ୍କ କ୍ଳାସ  

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଏହା ବ୍ୟତୀତ ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ବଲିଉଡ କପଲଙ୍କ ବିଷୟରେ କହିବାକୁ ଯାଉଛୁ ସେ ଏହି କିଛି ଦିନ ହେବ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ବନ୍ଧୁଗଣ ଏହି ବଲିଉଡ କପଲ ଆଉ କେହି ନୁହେଁ ଏମାନେ ହେଉଛନ୍ତି ବଲିଉଡ ଅଭିନେତା ରିତେଶ ଦେଶମୁଖ ଓ ତାଙ୍କ ପତ୍ନୀ ଅଭିନେତ୍ରୀ ଜିନେଲିଆ ଡିସୌଜା । ବନ୍ଧୁଗଣ ଏହି ଦୁଇଜଣଙ୍କର କିଛି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ ।

ବନ୍ଧୁଗଣ ଏହି କିଛି ଦିନ ହେବ ରିତେଶ ଓ ଜିନେଲିଆଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଏକ ଇଭେଣ୍ଟରେ ରିତେଶ ଓ ଜିନେଲିଆ ଏକା ସହ ନଜର ଆସିଛନ୍ତି ଯେଉଁଠି ବଲିଉଡ ଅଭିନେତ୍ରୀ ପ୍ରିତୀ ଜିଣ୍ଟା ମଧ୍ୟ ଅଛନ୍ତି ।

ରିତେଶ ପ୍ରିତୀଙ୍କୁ ହଗ୍ କରୁଥିବାର ଓ ତାଙ୍କ ହାତକୁ କିସ୍ କରୁଥିବାର ନଜର ଆସୁଛନ୍ତି । ସେହି ସମୟରେ ଜିନେଲିଆଙ୍କ ଏକ୍ସପ୍ରେସନ ସଂପୂର୍ଣ୍ଣ ବଦଳି ଯାଇଛି । ତାଙ୍କ ମୁହଁ ଦେଖିଲେ ଏହା ସଫା ଜଣା ପଡିଯାଉଛି ଯେ, ଜେନେଲିଆ ଏହାକୁ ଦେଖି ନିଜ ମନରେ ବହୁତ ଜଳିଛନ୍ତି । ବନ୍ଧୁଗଣ ଏହି ଭିଡିଓଟି ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଓ ପ୍ରୀତି ମଧ୍ୟ ଏହି ଭିଡିଓକୁ ସେୟାର କରି ବହୁତ ହସି ଛନ୍ତି ।

ଏହି ଭିଡିଓ ଭାଇରାଲ ହେବାର କିଛି ଦିନ ପରେ ରିତେଶ ଓ ଜିନେଲିଆଙ୍କ ଆଉ ଗୋଟେ ଭିଡିଓ ସାମ୍ନାକୁ ଆସିଛି ଯେଉଁଠି ଜେନେଲିଆ ନିଜ ସ୍ଵାମୀ ରିତେଶଙ୍କର କ୍ଳାସ ଘରେ ନେଉଛନ୍ତି ଓ ରିତେଶ ମଧ୍ୟ ଜେନେଲିଆଙ୍କ ଡରି ନିଜ ଭୁଲ ପାଇଁ କ୍ଷମା ମାଗୁଛନ୍ତି । ବନ୍ଧୁଗଣ ରିତେଶ ଓ ଜେନେଲିଆଙ୍କ ଏହି ଫନ୍ ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ଯାହାକୁ ଦେଖି ସମସ୍ତ ଲୋକ ବହୁତ ଏଞ୍ଜଏ କରୁଛନ୍ତି । ଜେନେଲିଆ ମଧ୍ୟ ଏହି ଭିଡିଓକୁ ସେୟାର କରି କହିଥିଲେ ତାଙ୍କୁ ବହୁତ ଜଲନ ହୋଇଥିଲା ।

ଆସୁଥିବା ଦିନରୁ ଜେନେଲିଆ ଓ ରିତେଶଙ୍କର କେତେକ କମେଡି ଭିଡିଓ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି ହେଲେ ଏହି ଭିଡିଓଟି ବର୍ତ୍ତମାନ ଟ୍ରେଣ୍ଡିଙ୍ଗରେ ଅଛି ଯାହାକୁ ଦେଖି ଫ୍ୟାନ୍ସ ମାନେ ନିଜର ପ୍ରତିକ୍ରିୟା ଦେଉଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *