ଯେତେବେଳେ ପବନରେ ଉଡିଗଲା Hansika Motwani ଙ୍କ ଟପ, Airport ରେ ସମସ୍ତଙ୍କ ସାମ୍ନାରେ ହେଲେ ଲଜ୍ଜିତ, ଭାଇରାଲ ହେଉଛି ଭିଡିଓ

ବନ୍ଧୁଗଣ ଆପଣ ମାନେ ସମସ୍ତେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ସାଧାରଣତଃ ସୋସିଆଲ ମିଡିଆରେ ନିଜ ପର୍ଶନାଲ ଲାଇଫକୁ ନେଇ ବହୁତ ଚର୍ଚାରେ ରହିଥାନ୍ତି ।  ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଯେଉଁ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି । ସେହି ଅଭିନେତ୍ରୀ ଜଣକ ହେଉଛନ୍ତି ହଂସିକା ମୋଟ୍ୱାନୀ ।

ବନ୍ଧୁଗଣ ଆପଣ ମାନେ ବହୁତ ସାଉଥ ଫିଲ୍ମରେ ହଂସିକାଙ୍କୁ ମୁଖ୍ୟ ଅଭିନେତ୍ରୀର ଭୂମିକାରେ ଦେଖିଥିବେ । ଶିଶୁ କଳାକାର ରୂପେ ନିଜ ଅଭିନୟ କାରିୟରକୁ ଆରମ୍ଭ କରିଥିବା ହଂସିକା ବର୍ତ୍ତମାନ ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ନାମ ଅର୍ଜନ କରିସାରିଛନ୍ତି ।

ବନ୍ଧୁଗଣ ସାଧାରଣତଃ ହଂସିକା ନିଜ ବୋଲ୍ଟ ଲୁକ୍ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ଏହି ବୋଲ୍ଟ ଲୁକ୍ ପାଇଁ ତାଙ୍କୁ ବହୁତ ମାତ୍ରାରେ ଟ୍ରୋଲିଙ୍ଗର ଶିକାର ମଧ୍ୟ ହେବାକୁ ପଡିଥାଏ । ବନ୍ଧୁଗଣ ହଂସିକାଙ୍କର ବହୁତ ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହୁଏ ।

ବନ୍ଧୁଗଣ ଏହି କିଛି ଦିନ ହେବ ହଂସିକାଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି, ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ହଂସିକାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ମଧ୍ୟ ରହିଛି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଭିଡିଓ ବିଷୟରେ । ବନ୍ଧୁଗଣ ଏହି କିଛି ଦିନ ହେବ ହଂସିକାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଏହି ଭିଡିଓରେ ହଂସିକା ଏୟାର ପୋର୍ଟରେ ଏକ ଜିନ୍ସ ପ୍ଯାଣ୍ଟ ଓ ଏକ ପିଙ୍କ କଲରର ଲୁଫରେ ନଜର ଆସିଥିଲେ  ।

ଏହି ଲୁକ୍ ରେ ହଂସିକା ବହୁତ ଅଧିକ ସେକସି ଓ ଷ୍ଟାଇଲିସ ନଜର ଆସୁଥିଲେ ହେଲେ ଅଧିକ ପବନ ହେବା ହେତୁ ହଂସିକାଙ୍କର ଡ୍ରେସ ଉଡି ଯାଇଥିଲା ଯାହାଫଳରେ ତାଙ୍କ କ୍ଲିଭେଜ କ୍ଲିୟର ନଜର ଆସୁଥିଲା । ଯାହା ପାଇଁ ସେ ଉପ୍ସ ମୁମେଣ୍ଟ ର ଶିକାର ହୋଇଥିଲେ । ସେହି ସମୟରେ ହଂସିକା ନିଜ ଡ୍ରେସକୁ ଠିକ କରିଥିଲେ ହେଲେ ସମସ୍ତଙ୍କ ସାମ୍ନାରେ ତାଙ୍କୁ ଲଜ୍ଜିତ ହେବାକୁ ପଡିଥିଲା । ବନ୍ଧୁଗଣ ହଂସିକାଙ୍କର ଏହି ଭିଡିଓ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି । ଲୋକମାନେ ଏହି ଭିଡିଓକୁ ଦେଖି ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଉଛନ୍ତି ।

ବନ୍ଧୁଗଣ ହଂସିକା ତେଲୁଗୁ ଫିଲ୍ମ ବ୍ଯତୀତ ମାଲାୟଲମ, ହିନ୍ଦୀ, ତାମିଲ ଓ କାନ୍ନଡା ଫିଲ୍ମରେ ମଧ୍ୟ ଅଭିନୟ କରିଛନ୍ତି । ସେ ନିଜର ସୁନ୍ଦର ଅଭିନୟ ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିସାରିଛନ୍ତି । ବନ୍ଧୁଗଣ ହଂସିକା ବହୁତ କମ ବର୍ଷ ବୟସରେ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରିଥିଲେ । ସେ ନିଜ ଫିଲ୍ମ କାରିୟରର ବହୁତ କମ ସମୟ ମଧ୍ୟରେ ସଫଳତା ହାସଲ କରିଛନ୍ତି । ନିଜର ସୁନ୍ଦର ଅଭିନୟ ପଦର୍ଶନ ପାଇଁ ହଂସିକା ଭାରତ ବର୍ଷରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *