ନମସ୍କାର ବନ୍ଧୁଗଣ, ବନ୍ଧୁଗଣ ବର୍ତ୍ତମାନ ସମୟ ରେ ଭାରତ ରେ କରୋନା ର ଦ୍ଵିତୀୟ ଲହର ବହୁତ ପ୍ରଭାବଶାଳୀ ରହିଛି । ଏଥିରେ ଅନେକ ଲୋକ ନିଜର ପ୍ରାଣ ହରାଇ ସାରିଛନ୍ତି ।
ଅନେକ ସେଲିବ୍ରିଟି,ରାଜନେତା, ଅଭିନେତା ଓ ଅଭିନେତ୍ରୀ ମାନେ ମଧ୍ୟ ଏଥିରେ ମୃ-ତ୍ୟୁ ବରଣ କରିଛନ୍ତି । ଆମେ ଶୁଣିବାକୁ ପାଇଛୁ ଯେ ବଲିଉଡ ର ଅନେକ କଳାକାର ଏହି କରୋନା ଭୁତାଣୁ ରେ ନିଜ ପ୍ରାଣ ହରାଇ ସାରିଛନ୍ତି । ସେହି ପରି ବର୍ତ୍ତମାନ ଓଲିଉଡ ରେ ମଧ୍ୟ ଏହି ପରି ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ବନ୍ଧୁଗଣ ଆପଣ ମାନେ ଓଲିଉଡ ର ବହୁତ ପରିଚିତ ଗାୟକ ହ୍ୟୁମାନ ସାଗର ଙ୍କୁ ତ ନିହାତି ଭାବରେ ଜାଣିଥିବେ ।
ତେବେ ବନ୍ଧୁଗଣ ଏହି ମହାମାରୀ ରେ ତାଙ୍କର ମଧ୍ୟ ବହୁତ ବଡ଼ କ୍ଷତି ହୋଇଛି । ଏହି କରୋନା ଭୁତାଣୁ ତାଙ୍କ ଠାରୁ ମଧ୍ୟ ବହୁତ କିଛି ଛଡାଇ ନେଇଛି । ତେବେ ବନ୍ଧୁଗଣ ଏହି ଭୁତାଣୁ ଦ୍ଵାରା ହ୍ୟୁମାନ ସାଗର ଙ୍କ ର କଣ କ୍ଷତି ହୋଇଛି ଆସନ୍ତୁ ଜାଣିବା । ବନ୍ଧୁଗଣ ଓଲିଉଡ ର ବେଶ ପରିଚିତ ହ୍ୟୁମାନ ସାଗର ଙ୍କ ର ଏହି କରୋନା ମହାମାରୀ ବହୁତ ବଡ଼ କ୍ଷତି ଘଟାଇଛି । ଏହି ସମୟ ରେ ହ୍ୟୁମାନ ସାଗର ଙ୍କ ଫ୍ୟାନ ମାନଙ୍କ ପାଇଁ ଏକ ଦୁଃଖଦ ଖବର ଆସି ପହଁଚିଛି ।
ଏହି କରୋନା ଭୁତାଣୁ ହ୍ୟୁମାନ ସାଗର ଙ୍କ ଠାରୁ ତାଙ୍କ ବାପା ଙ୍କୁ ଛଡାଇ ନେଇଛି । ତାଙ୍କର ପିତା ରବିଚନ୍ଦ୍ର ସାଗର ଙ୍କ ର ଏହି ମହାମାରୀ ସମୟ ରେ ନି-ଧ-ନ ହୋଇଯାଇଛି । କିଛିଦିନ ପୂର୍ବେ ହ୍ୟୁମାନ ସାଗର ଙ୍କ ବାପା ଙ୍କ ର ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ଥିବା ହେତୁ ତାଙ୍କୁ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେ ସେହି ଘରୋଇ ହସ୍ପିଟାଲରେ ନିଜର ଶେଷ ନି-ଶ୍ୱା-ସ ତ୍ୟା-ଗ କରିଛନ୍ତି । ମୃ-ତ୍ୟୁ ବେଳକୁ ତାଙ୍କୁ ୬୧ ବର୍ଷ ହୋଇଥିଲା ବୋଲି ସୂଚନା ମିଳିଛି । ସେ ଜଣେ ବହୁତ ଭଲ ଲୋକ ଥିଲେ । ହ୍ୟୁମାନ ସାଗର ମଧ୍ୟ ତାଙ୍କ ପିତା ଙ୍କୁ ବହୁତ ଭଲ ପାଉଥିଲେ ।
ବନ୍ଧୁଗଣ ହ୍ୟୁମାନ ସାଗର ଙ୍କ ପିତା ରବି ଚନ୍ଦ୍ର ସାଗର ଙ୍କ ର ୧୫ ଦିନ ହେବ ସ୍ୱାସ୍ଥ୍ୟବସ୍ଥା ବହୁତ ଖରାପ ଥିବା ହେତୁ ସେ ଭୁବନେଶ୍ୱର ର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଏହା ମଧ୍ୟରେ ହଟାତ ତାଙ୍କର ସ୍ୱାସ୍ଥ୍ୟବସ୍ଥା ବିଗିଡି ଯାଇଥିଲା । ସେ ବହୁତ ଗୁରୁତର ହୋଇଯାଇଥିଲେ । ଏହା ପରେ ଗୁରୁବାର ଦିନ ସକାଳେ ତାଙ୍କର ଦେ-ହା-ନ୍ତ ହୋଇଯାଇଥିଲା ବୋଲି ସୂଚନା ମିଳିଛି । ରବି ଚନ୍ଦ୍ର ସାଗର ପେଶା ରେ ଜଣେ ଶିକ୍ଷକ ଥିଲେ ।
ସେ ନିଜର ଉତ୍ତମ କର୍ମ ପାଇଁ ସମସ୍ତଙ୍କ ସମ୍ମୁଖରେ ବେଶ ପରିଚିତ ମଧ୍ୟ ଥିଲେ । ଏହା ସହିତ ସେ ଜଣେ ସମାଜ ସେବୀ ଭାବରେ ମଧ୍ୟ ବହୁତ ପରିଚିତ ଅଟନ୍ତି । ସେ ଗରିବ ଅସହାୟ ଲୋକ ମାନଙ୍କ ସେବାରେ ନିଜର ଜୀବନ ଉତ୍ସର୍ଗ କରିଦେଇଥିଲେ । ତାଙ୍କର ଏହି ପରି ହଟାତ ଦେ-ହା-ନ୍ତ ହୋଇଯିବାରୁ ହ୍ୟୁମାନ ସାଗର ମଧ୍ୟ ବହୁତ ଭାଙ୍ଗି ପଡିଛନ୍ତି । ତାଙ୍କ ବିୟୋଗ ରେ ଓଲିଉଡ ର ବହୁତ କଳାକାର ମଧ୍ୟ ଶୋକ ପ୍ରକାଶ କରିଛନ୍ତି । ଏହି ପରି ଏକ ଦୁଃଖଦ ସମୟରେ ଭଗବାନ ତାଙ୍କୁ ଶାହା ହୁଅନ୍ତୁ ଏତିକି ଆମେ ଭଗବାନ ଙ୍କ ନିକଟ ରେ ପାର୍ଥନା କରୁଛୁ ।
ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ