ସୁଟିଙ୍ଗ ସାରି ଘରକୁ ଫେରିବା ସମୟରେ ସିରିଏଲ ‘କୁଆଁରୀ ବୋହୁ’ ର ଜେଜେମା’ଙ୍କ ଉପରକୁ ରାତି ଅଧରେ ହେଲା ଆକ୍ରମଣ, ଦେଖନ୍ତୁ Video, ସେ କଣ କହୁଛନ୍ତି ?

ନମସ୍କାର ବନ୍ଧୁଗଣ ତେବେ ବର୍ତ୍ତମାନ ଏବେ ଦୁନିଆ ରେ ଏତେ ଅ-ଘ-ଟ-ଣ ଏବଂ ଏତେ ମାମଲା ସାମ୍ନା କୁ ଆସିଛି ଯାହା ଶୁଣିବା ପରେ ଦେଖିବା ପରେ କାହା ଉପରେ ବିଶ୍ୱାସ ଭରସା କରି ହେଉ ନାହିଁ । ତେବେ ବର୍ତ୍ତମାନ ଓଡ଼ିଆ ଧାରାବାହିକ ଏବଂ ସିନେମା ଆଦି ରେ କାର୍ଯ୍ୟ କରୁଥିବା ଅଭିନେତ୍ରୀ ଶ୍ରୀଲା ଙ୍କ ସହ ଏଭଳି ଏକ ଅ-ଘ-ଟ-ଣ ଘଟିଛି ଯାହାକୁ ସିଏ ନିଜ ଲା-ଇ-ଭ ଭି-ଡି-ଓ ରେ କହିଥିଲେ ।

ସେ ଭିଡିଓ ରେ ସେ ବହୁତ ଡ-ରି ମଧ୍ୟ ଯାଇଥିଲେ ଯାହା ତାଙ୍କ କଥା କହିବା ଦ୍ୱାରା ଜଣା ପଡ଼ିଥାଏ । ତେବେ ଆସନ୍ତୁ ସମ୍ପୂର୍ଣ୍ଣ ଘଟଣା ବିଷୟରେ ଆଲୋଚନା କରି ନେବା । ତେବେ ଘ-ଟ-ଣା ଟି ହେଉଛି ଓଡ଼ିଆ ଅଭିନେତ୍ରୀ ଶ୍ରୀଲା ନିଜ ଲା-ଇ-ଭ ଭି-ଡି-ଓ ରେ ନିଜ ସହିତ ହୋଇଥିବା ଏକ ଅ-ଘ-ଟ-ଣ ବିଷୟରେ କହିଥିଲେ । ତେବେ ସେ କହିଥିଲେ କି ବର୍ତ୍ତମାନ ସେ ଓଡ଼ିଆ ଧାରାବାହିକ କୁଆଁରୀ ବୋହୁ ଯାହା ତରଙ୍ଗ ଚ୍ୟାନେଲ ରେ ପ୍ରସାରିତ ହେଉଛି ତେବେ ତାଙ୍କ କହିବା ଅନୁସାରେ ତାଙ୍କର ସୁ-ଟିଂ ସବୁ ୯ ଟା ରାତି ଭିତରେ ସରି ଯାଇଥାଏ ।

କିନ୍ତୁ କାଲି କିଛି କାମ ପାଇଁ ତାଙ୍କ ସୁ-ଟିଂ ରେ ବିଳମ୍ବ ହୋଇ ଯାଇଥିଲା ଏବଂ ସେ ଘରକୁ ଫେରିବା ସମୟରେ ରାତି ୧୨:୩୦ ରୁ ୧ ରାତି ହୋଇ ଯାଇଥିଲା ତେବେ ସେ ପୋଖରୀ ପୁଟ ରେ ଆସିବା ବେଳେ କିଛି ଅସାମାଜିକ ଯୁବକ ମ-ଦ ପିଇ ତାଙ୍କ ଗାଡ଼ି କୁ ଅ-ଟ-କା-ଇ ବା ସହିତ ଗାଡିର କାଚ କୁ ଗୋ-ଇ-ଠା ମା-ଡ଼ ବି-ଧା ମା-ରି-ବା ସହ ଅ-ଭ-ଦ୍ର ଭା-ଷା- ରେ ଗା-ଳି ଗୁ-ଲ-ଜ ମଧ୍ୟ କରିଥିଲେ ।

ତେବେ ସେ ଡ-ରି କି ଯେତେବେଳେ ତାଙ୍କ ହାତ ରୁ ଫୋନ ଟି ଖସିଗଲା ଏବଂ ଫୋନ କୁ ଉଠାଇବା ପାଇଁ ସେ ନଇ ପ-ଡ଼ି-ଥି-ଲେ ସେତେବେଳେ ଗୋଟିଏ ବଡ଼ ଇଟା ଆସି ତାଙ୍କ ଗାଡ଼ି କାଚ କୁ ଭା-ଙ୍ଗି ତଳେ ପ-ଡ଼ି-ଥି-ଲା ଏବଂ ସେ ଅଳ୍ପକେ ବଂଚି ଯାଇଥିଲେ । ତେବେ ସେ ଏହା ପରେ ଗାଡି କୁ ନ ଅଟକାଇ ସିଧା ଆଗକୁ ଚାଲି ଯିବା ପାଇଁ ଡ୍ରାଇଭର କୁ କହିଥିଲେ । ତେବେ ସେ ନିଜ ଘରେ ପହଁଚି ଯାଇଥିଲେ ତେବେ ଏହା ପରେ ସେ ଦୁଇ ଦିନ ହେବ କିଛି ଖାଇ ନାହାନ୍ତି କିମ୍ବା ପିଇ ନାହାନ୍ତି ।

ଏହା ସହ ସେ କହିଛନ୍ତି କି ବର୍ତ୍ତମାନ ସେ ପୋଲିସ ଥାନା ର ଚ-କ-ର ମଧ୍ୟ କା-ଟୁ-ଛ-ନ୍ତି ତେବେ କିଏ ଏ ଏରିଆ ଆମର ନୁହେଁ ଆମେ ରଖିବୁନି ଏଭଳି ବାହାନା କରିଛନ୍ତି । ତେବେ ସେ କହିବାକୁ ଚାହୁଁଛନ୍ତି କି ଆଜି ବି କେହି ସୁରକ୍ଷିତ ନାହାନ୍ତି ଏବଂ ପୋଲିସ ମଧ୍ୟ କିଛି ବି କରୁ ନାହାନ୍ତି ତେବେ ସେ ଏହି ଘ-ଟ-ଣା ପରେ ବହୁତ ଭ-ୟ-ବି-ତ ହୋଇ ଯାଇଛନ୍ତି ।

Leave a Reply

Your email address will not be published. Required fields are marked *