ଫେମସ ହେବା ମାତ୍ରେ TV ର ଏହି ୫ ଜଣ Actress ବଦଳେଇ ଦେଲେ ନିଜର ଅସଲ ନାମ, ନମ୍ବର ୩ ତ ବାରମ୍ବାର ବଦଳେଇ ଥିଲେ ନାମ

ଫେମସ ହେବା ପାଇଁ କିଛି ଲୋକ ନିଜର ନାଁରେ ପରିବର୍ତ୍ତନ କରିଥାନ୍ତି । ସେମାନେ ଜ୍ୟୋତିଷଙ୍କ କହିବା ଅନୁସାରେ ହେଉ କିମ୍ବା ନିଜେ ଫେମସ ହେବା ପାଇଁ ହେଉ ସେମାନେ ସେମାନଙ୍କର ନାମରେ ପରିବର୍ତ୍ତନ କରିଥାନ୍ତି । ସେହିପରି ଏମିତି କିଛି ଅଭିନେତ୍ରୀ ମାନେ ଅଛନ୍ତି ଯାହାକି ଆପଣ ତାଙ୍କୁ ତାଙ୍କ ଅସଲି ନାମରେ ଜାଣି ନାହାନ୍ତି । ସେମାନେ କେବେ ବି ସେମାନଙ୍କର ଆସଲି ନାଁ ପ୍ରକାଶ କରନ୍ତି ନାହିଁ ।

ସେମାନେ ବହୁତ ଫେମସ ହେବାପାଇଁ ନିଜର ନାମରେ ପରିବର୍ତ୍ତନ ଆଣିଥାନ୍ତି । ତେବେ ଆସନ୍ତୁ ଜାଣିବା ସେମିତି କିଛି ଆଭିନେତ୍ରୀ ମାନଙ୍କ ବିଷୟରେ , ଯିଏକି ସେମାନଙ୍କର ନାମରେ ପରିବର୍ତ୍ତନ କରିଛନ୍ତି ।

ଅନିତା ହସନନ୍ଦାନି

ଛୋଟ ପରଦାରେ କାମ କରୁଥିବା ଅଭିନେତ୍ରୀ ଅନିତା ହସମନ୍ଦାନିଙ୍କ ନାମ ନତାସା ହସନନ୍ଦାନି । ସେ ତାଙ୍କର ଅଭିନୟ କ୍ୟାରିଅରର ଆରମ୍ଭ ଏକତା କପୁରଙ୍କ ସିରିଏଲ କଭି ସୌତନ କଭୀ ସହେଲି ରୁ କରିଥିଲେ । ତାଙ୍କର ଏହି ନାଁ ଲୋକମାନଙ୍କୁ ମନେ ରଖିବା ପାଇଁ  ବହୁତ ସୁବିଧା ହେଉଥିବା କଥା ସେ କହିଛନ୍ତି ।

ନିୟା ଶର୍ମା

ଟିଭି ଇଣ୍ଡଷ୍ଟ୍ରି ର ସବୁଠାରୁ ଲୋକପ୍ରିୟ ଓ ସବୁଠାରୁ ସେକ୍ସି ହିରୋଇନ ନିୟା ଶର୍ମାଙ୍କ ଅସଲି ନାଁ ନେହା ଶର୍ମା ଅଟେ । ସେ ଏହି ନାମକୁ ବଦଳେଇବାରେ କୌଣସି ସେମିତି ଖାସ କଥା ନାହିଁ ବୋଲି ସେ କହିଛନ୍ତି । ନେହା ଏକ ସାଧାରଣ ନାମ ହୋଇଥିବାରୁ  ,ଏହା ସମସ୍ତଙ୍କ ସହିତ ମିଶି ଯାଉଛି ଏବଂ ମୁଁ ସମସ୍ତଙ୍କ ଠାରୁ ଅଲଗା ଅଟେ । ସେଥିପାଇଁ ସେ ତାଙ୍କ ନାଁ ବଦଳେଇଥିବା କଥା କହିଛନ୍ତି ।

ରଶ୍ମି ଦେଶାଇ

ରଶ୍ମି ଦେଶାଇ ତାଙ୍କର ନାମକୁ ୯ବର୍ଷ ପୂର୍ବରୁ ବଦଳେଇ ଦେଇଥିଲେ । ତାଙ୍କର ଅସଲି ନାମ ସିବାନି ଦେସାଇ ଥିଲା । ସେ ପୁଣି ତାଙ୍କର ନାମ ବଦଳାଇ ଦିବ୍ୟା ଦେଶାଇ ରଖିଥିଲେ । ଏହା ପରେ ସେ ପୁଣି ନାଁ ବଦଳାଇ ରଶ୍ମି ଦେଶାଇ ରଖିଥିଲେ । ସେ କହିଥିଲେ କି , ତାଙ୍କ ମାଆଙ୍କର ଜ୍ୟୋତିଷ ଏମିତି କରିବା ପାଇଁ କହିଥିଲେ । ସେ ଆହୁରି ମଧ୍ୟ କହିଥିଲେ କି ନାଁ ବଦଳେଇବା ପରେ ତାଙ୍କର ଜୀବନରେ ବହୁତ ପରିବର୍ତ୍ତନ ଆସିଥିଲା । ଏହା ପରେ ସେ ବହୁତ ସିରିଏଲରେ ଓ ଟିଭି ସୋରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ।

ଦଲଜିତ କୌର

ଦଲଜିତ କୌର ଏହି କିଛି ଦିନ ହେବ ତାଙ୍କର ନାମ ବଦଳାଇ ଦୀପା ଚେତନ କରିଦେଇଛନ୍ତି । ସେ କହିଥିଲେ କି ତାଙ୍କ ମାଆଙ୍କ କହିବା ଅନୁସାରେ ଏହି ନାମଟି ବହୁତ କଷ୍ଟ ଥିଲା , ଯାହାକି ଲୋକମାନଙ୍କ ପାଇଁ ଏହା କଷ୍ଟ ଥିଲା । ସେ ଆହୁରୀ ମଧ୍ୟ କହିଥିଲେ କି ତାଙ୍କର ଜନ୍ମ ଦୀପାବଳୀରେ ହୋଇଥିବାରୁ ସେ ଏହି ନାଁ ରଖିଥିଲେ ।

ଟିଆ ବାଜପେୟୀ

ଟିଆ ବାଜପେୟୀ ଟିଭିସିରିଏ ଘର କି ଲକ୍ଷ୍ମୀ ବେଟିଆ ରେ ତାଙ୍କର ଅଭିନୟ କରିଥିଲେ । ସେ ଟିଭିରେ ଆସିବା ପୂର୍ବରୁ ବିକ୍ରମ ଭଟ୍ଟଙ୍କ ଫିଲ୍ମ ହଂଟେଡ଼ ରେ କାମ କରି ସାରିଥିଲେ । ସେ ବିକ୍ରମ ଭଟ୍ଟଙ୍କ କହିବା ଅନୁସାରେ ତାଙ୍କର ନାମ ଟ୍ଵିଙ୍କିଲ ବାଜପେୟୀରୁ ଟିଆ ବଜପେୟୀ କରିଦେଇଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ଟିଭି ଦୁନିଆର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *