ଏମାନେ ହେଲେ Bollywood ର 5 ଜଣ ସବୁଠୁ ଅଧିକ ଗର୍ବୀ Actor, ଯିଏ ଶୁଟିଙ୍ଗ ସେଟରେ ହିଁ ଦେଖାନ୍ତି ବହୁତ ନଖରା, ନମ୍ବର 2 ଙ୍କ ନାମ ଜାଣିଲେ ବିଶ୍ଵାସ ହେବ ନାହିଁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତା ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଅଭିନୟ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ସାଧାରଣତଃ ବଲିଉଡର ସମସ୍ତ ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ବଲିଉଡରେ ସଫଳତା ହାସଲ କରିଛନ୍ତି ହେଲେ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରିରେ ଏପରି କିଛି ଅଭିନେତା ଅଛନ୍ତି ଯେଉଁ ମାନେ ସଫଳତା ପାଇବା ପରେ ବହୁତ ଗର୍ବି ହୋଯାଇଛନ୍ତି ।

ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ଗର୍ବି ଅଭିନେତା ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନଙ୍କ ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତା ମାନଙ୍କ ବିଷୟରେ ।

ଶାହରୁଖ ଖାନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଶାହରୁଖ ଖାନ । ଶାହରୁଖ ଖାନ ବଲିଉଡରେ କେତେକ ସୁପର ହିଟ ଫିଲ୍ମ କରି ପ୍ରସିଦ୍ଧି ହାସଲ କରିଛନ୍ତି । ତାଙ୍କ ଅଭିନୟ ଓ ଷ୍ଟାଇଲକୁ ଲୋକ ମାନେ ବହୁତ ଅଧିକ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ଶାହରୁଖ ଖାନ ବହୁତ ଗର୍ବି ଅଭିନେତା ଅଟନ୍ତି । ଥରେ ଶାହରୁଖ କଲିକତା ଷ୍ଟାଡିୟମରେ ଏକ ଗାର୍ଡ ସହ ଖରାପ ବ୍ୟବହାର କରିଥିଲେ ଯେଉଁଥି ପାଇଁ ସେହି ଷ୍ଟାଡିୟମରେ ୫ ବର୍ଷ ପାଇଁ ଶାହରୁଖଙ୍କ ଏଣ୍ଟ୍ରି ବନ୍ଦ ହୋଇଯାଇଥିଲା । ଏହା ବ୍ୟତୀତ ନିଜ ଗର୍ବ ପାଇଁ ଶାହରୁଖ ବହୁତ ଥର ଶୁଟିଙ୍ଗ ବନ୍ଦ କରିଛନ୍ତି ।

ଆମିର ଖାନ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତା ଆମିର ଖାନ । ଆମିର ବଲିଉଡ ଇଣ୍ଡଷ୍ଟ୍ରିରେ କେତେକ ସୁପର ହିଟ ଫିଲ୍ମରେ କାମ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ହେଲେ ବନ୍ଧୁଗଣ ଆମିର ମଧ୍ୟ ଜଣେ ଗର୍ବି ଅଭିନେତା ଅଟନ୍ତି ଓ ଏହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ବନ୍ଧୁଗଣ ଆମିର ଖାନ ନିଜ ଇଛା ଅନୁଯାଇ ଫିଲ୍ମକୁ ରିଲିଜ କରାଇଥାନ୍ତି ଯାହାଦ୍ୱାରା ମେକର୍ଷ ମାନଙ୍କୁ କେତେକ ସମସ୍ୟାର ସମ୍ମୁଖୀନ ହେବାକୁ ପଡିଥାଏ । ଏହା ସହିତ ଆମିର ଫିଲ୍ମରୁ ଇନ୍କମ ହୋଇଥିବା ଟଙ୍କାରୁ ଅଧା ପ୍ରତିଶତ ନେଇଥାନ୍ତି ।

ହ୍ରୀତିକ ରୋଷନ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ହ୍ରୀତିକ ରୋଷନ । ହ୍ରୀତିକ ନିଜ ଅଭିନୟ ଓ ନିଜ ଡ୍ୟାନ୍ସ ପାଇଁ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି । ଏହା ବ୍ୟତୀତ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ବନ୍ଧୁଗଣ ହ୍ରୀତିକଙ୍କର ମଧ୍ୟ କିଛି ମାତ୍ରାରେ ଗର୍ବ ଅଛି କାରଣ ସେ କେବଳ ୮ ଘଣ୍ଟା କାମ କରିଥାନ୍ତି ଯଦି ସେ ୮ ଘଣ୍ଟାରୁ ଅଧିକ କାମ କରିବେ ତା ହେଲେ ସେ ଅଧିକ ଟଙ୍କା ଚାର୍ଜ କରନ୍ତି ।

କପିଲ ଶର୍ମା- ବଲିଉଡ ଏବଂ ରିଆଲିଟି ସୋର ନମ୍ବର ୧ କମେଡିଆନ କପିଲଙ୍କୁ ଆପଣ ମାନେ ନିଶ୍ଚୟ ଜାଣିଥିବେ । କପିଲ ୨୦୧୫ରେ ବଲିଉଡରେ ଡେବ୍ୟୁ କରିଥିଲେ । କପିଲଙ୍କୁ ଗର୍ବୀ ଏଥିପାଇଁ କୁହାଯାଏ କାରଣ ସେ ମଧ୍ୟ ବହୁତ ଅଧିକ କ୍ରୋଧ କରନ୍ତି ।

ସଲମାନ ଖାନ-  ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ସଲମାନ ଖାନ । ବଲିଉଡର ସମସ୍ତ ଅଭିନେତା ମାନଙ୍କ ମଧ୍ୟରୁ ସଲମାନଙ୍କ ଲୋକପ୍ରିୟତା ସବୁଠାରୁ ଅଧିକ ରହିଛି ଓ ଲୋକମାନେ ତାଙ୍କ ଫିଲ୍ମ ଦେଖିବାକୁ ବହୁତ ପସନ୍ଦ କରନ୍ତି । ହେଲେ ବନ୍ଧୁଗଣ ସଲମାନଙ୍କର ବହୁତ ଗର୍ବ ଅଛି କାରଣ ସେ ଶୁଟିଙ୍ଗ ସେଟକୁ ନିଜ ଇଛାରେ ଆସିଥାନ୍ତି ଓ ନିଜ ଇଛାରେ ଯାଇଥାନ୍ତି । ଯାହାଫଳରେ ମେକର୍ଷ ମାନଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡିଥାଏ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *