ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ବେସ ଭଲ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ମାନେ ତାଙ୍କ ପର୍ଶନାଲ ଲାଇଫ ଓ ତାଙ୍କ ସୁନ୍ଦରତାକୁ ନେଇ ସୋ-ସି-ଆ-ଲ ମି-ଡି-ଆ-ରେ ସବୁବେଳେ ଚର୍ଚାରେ ରୁହନ୍ତି । ଆଜି ଆମେ ଆପଣ ମାନଙ୍କୁ ଯେଉଁ ଓଡିଆ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ସେ ଆମ ଓଡିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।
ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆଉ କେହି ନୁହେଁ ଏ ହେଉଛନ୍ତି ଏଲିନା ସାମନ୍ତରାୟ । ଆପଣ ମାନେ ଓଲିଉଡ ଇଣ୍ଡଷ୍ଟ୍ରୀ ର ଲୋକପ୍ରିୟ ଅଭିନେତ୍ରୀ ଏଲିନା ସାମନ୍ତରାୟ ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ । ଏହି ଅଭିନେତ୍ରୀ ଓଲିଉଡ ର କୁଇନ ଭାବରେ ପରିଚିତ । ଆପଣ ମାନେ ସମସ୍ତେ ଏଲିନାଙ୍କୁ ଅନେକ ସୁପର ହିଟ ଫିଲ୍ମରେ ନିଶ୍ଚୟ ଦେଖିଥିବେ । ଏଲିନା ଓଡିଆ ଇଣ୍ଡଷ୍ଟ୍ରିରେ କାମ କରି ସୁନାମ ଅର୍ଜନ କରିଛନ୍ତି ଓ ତାଙ୍କ ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି ।
ନିଜ ସୁନ୍ଦରତା ପାଇଁ ସବୁବେଳେ ଚର୍ଚାରେ ରୁହନ୍ତି ଏଲିନା । ଗତ କିଛି ସମୟ ହେବ ଏଲିନା ନିଜର ନୂଆ ଲୁକ୍ ପାଇଁ ସୋ-ସି-ଆ-ଲ ମି-ଡି-ଆ-ରେ ବହୁତ ଚର୍ଚାରେ ଅଛନ୍ତି । ତେବେ ତାଙ୍କର ନୂଆ ଲୁକ୍ କୁ ଦେଖିଲେ ଆପଣ ମାନେ ବି ବହୁତ ଖୁସି ହୋଇଯିବେ । ଆଜି ଆମେ ଆପଣ ମାନଙ୍କୁ ଏଲିନାଙ୍କ ନୂଆ ଲୁକ୍ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।
ଆସିବା ଦିନରୁ ଏଲିନା ତାଙ୍କ ସୋ-ସି-ଆ-ଲ ମି-ଡି-ଆ ଆ-କା-ଉ-ଣ୍ଟ-ରେ ନୂଆ ନୂଆ ଫଟୋ ଓ ଭିଡିଓ ଅ-ପ-ଲୋ-ଡ କରନ୍ତି । ଗତ କିଛି ସମୟ ହେବ ଏଲିନା ତାଙ୍କ ସୋ-ସି-ଆ-ଲ ମିଡିଆ ଆକାଉଣ୍ଟରେ ଏକ ନୂଆ ଭିଡିଓ ଅପଲୋଡ କରିଛନ୍ତି । ଏହି ଭିଡିଓରେ ଏଲିନାଙ୍କ ଲୁକ୍ ସଂପୂର୍ଣ୍ଣ ବଦଳିଯାଇଛି । ଏଲିନା ଏହି ଭିଡିଓରେ ଏକ ଧଳା ଶାଢୀରେ ନଜର ଆସୁଛନ୍ତି ଓ ନ୍ୟୁଡ ମେକ ଅପ୍ ନେଇଛନ୍ତି ।
ଭିଡିଓରେ ଏଲିନା ହଟ୍ ଡ୍ୟାନ୍ସ କରୁଥିବାର ନଜର ଆସୁଛନ୍ତି । ତେବେ ସୋ-ସି-ଆ-ଲ ମି-ଡି-ଆରେ ଏଲିନାଙ୍କ ଏହି ଲୁକ୍ ର ଚର୍ଚା ବହୁତ ହେଉଛି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଏଲିନାଙ୍କ ଏହି ଲୁକ୍ କେମିତି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ