ଦୁଇ-ଦୁଇଟି ପିଲାର ମା’ ହେବା ପରେ ମଧ୍ୟ ବହୁତ ସୁନ୍ଦର ଆଉ ବୋଲ୍ଡ ନଜର ଆସନ୍ତି Bollywood ର ଏହି 4 ଜଣ Actress, ନମ୍ବର 2 ଙ୍କ ଆଗରେ Deepika ଓ Katrina ବି ହେଇଯିବେ ଫେଲ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଏପରି କିଛି ଅଭିନେତ୍ରୀ ଅଛନ୍ତି ଯେଉଁମାନେ ବର୍ତ୍ତମାନ ବଲିଉଡର ବହୁତ କମ ଫିଲ୍ମରେ ନଜର ଆସୁଛନ୍ତି, ଏହାର କାରଣ ହେଉଛି ସେମାନେ ନିଜର ବୈବାହିକ ଜୀବନକୁ ଅଧିକ ଧ୍ୟାନ ଦେଉଛନ୍ତି । ହେଲେ ବନ୍ଧୁଗଣ ଏହି ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

କାରଣ ଏମାନେ ଦୁଇଟି ଛୁଆର ମା ହୋଇ ମଧ୍ୟ ବହୁତ ସୁନ୍ଦର ଓ ହଟ୍ ନଜର ଆସୁଛନ୍ତି । ଏହି ଅଭିନେତ୍ରୀ ମାନଙ୍କୁ ଦେଖିଲେ ଆପଣ ମାନେ ମଧ୍ୟ ବିଶ୍ଵାସ କରିବେ ନାହିଁ ଯେ, ଏମାନେ ଦୁଇଟି ଛୁଆର ମା ଅଛନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ବଲିଉଡର ଏହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଅଭିନେତ୍ରୀ ମାନଙ୍କ ବିଷୟରେ ।


ରବିନା ଟଣ୍ଡନ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ରବିନା ଟଣ୍ଡନ । ରବିନା ୯୦ଦଶକରେ ବଲିଉଡର ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କର ଲୋକପ୍ରିୟତା ମଧ୍ୟ ବହୁତ ଅଧିକ ରହିଛି । ରବିନା ବର୍ତ୍ତମାନ ମଧ୍ୟ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ହେଲେ ବନ୍ଧୁଗଣ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ରବିନାଙ୍କର ଦୁଇଟି ଛୁଆ ଅଛନ୍ତି ଯାହାଙ୍କର ନାମ ହେଉଛି ରକ୍ଷା ଥଡାନୀ ଓ ରଣବିର ଥଡାନୀ ।

ଭାଗ୍ୟଶ୍ରୀ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ବଲିଉଡର ସୁନ୍ଦର ଅଭିନେତ୍ରୀ ଭାଗ୍ୟଶ୍ରୀ । କେବଳ ଗୋଟିଏ ଫିଲ୍ମ ‘ମେନେ ପ୍ୟାର କିଆ’ରେ ଅଭିନୟ କରି ଭାଗ୍ୟଶ୍ରୀ ବଲିଉଡରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । ସେ ବର୍ତ୍ତମାନ ବଲିଉଡକୁ ତ୍ୟାଗ କରିସାରିଛନ୍ତି ହେଲେ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । କାରଣ ୪୯ ବର୍ଷ ବୟସରେ ମଧ୍ୟ ଭାଗ୍ୟଶ୍ରୀ ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସୁଛନ୍ତି । ଏହା ବ୍ଯତୀତ ତାଙ୍କର ଦୁଇଟି ଛୁଆ ମଧ୍ୟ ଅଛନ୍ତି ଯାହାଙ୍କର ନାମ ହେଉଛି ଅଭିମନ୍ୟୁ ଓ ଅବନ୍ତିକା ।

 

କାଜୋଲ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଜୋଲ । ବନ୍ଧୁଗଣ କାଜୋଲଙ୍କୁ ବର୍ତ୍ତମାନ ୪୪ ବର୍ଷ ବୟସ ହୋଇସାରିଛି ଓ ସେ ଦୁଇଟି ଛୁଆଙ୍କ ମା ମଧ୍ୟ ଅଟନ୍ତି । ହେଲେ ଆପଣ ତାଙ୍କ ସୁନ୍ଦରତାକୁ ଦେଖିଲେ ଆଶ୍ଚର୍ଯ୍ୟ ହେବେ । କାରଣ ଦୁଇଟି ଛୁଆଙ୍କ ମା ହୋଇ ମଧ୍ୟ କାଜୋଲ ବହୁତ ସୁନ୍ଦର ନଜର ଆସୁଛନ୍ତି ।


ମାଧୁରୀ ଦୀକ୍ଷିତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ହଟ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ । ମାଧୁରୀଙ୍କ ସୁନ୍ଦରତାକୁ ଦେଖିବା ପାଇଁ ଦର୍ଶକ ମାନେ ପାଗଳ ହୁଅନ୍ତି । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକପ୍ରିୟା ବହୁତ ଅଧିକ ରହିଛି । ଆଜିକୁ ତାଙ୍କୁ ୫୧ ବର୍ଷ ବୟସ ହୋଇସାରିଛି ହେଲେ ମଧ୍ୟ ସେ ବହୁତ ସୁନ୍ଦର ନଜର ଆସୁଛନ୍ତି । ଏହା ବ୍ଯତୀତ ମାଧୁରୀଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏମାନଙ୍କ ମଧ୍ୟରୁ କେଉଁ ଏକ୍ଟ୍ରେସ ସବୁଠୁ ଅଧିକ ପସନ୍ଦ ଆମକୁ କମେନ୍ଟ କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *