Bollywood ହିରୋଇନ Deepika ଙ୍କ ଠାରୁ ସୁନ୍ଦରତାରେ କିଛି କମ ନୁହଁନ୍ତି ତାଙ୍କ ଶାଶୁ, ଫଟୋ ଦେଖିଲେ ହେବେ ଆଶ୍ଚର୍ଯ୍ୟ

ଦୀପିକା ପାଦୁକୋନ ଜଣେ ବଲିଉଡରେ ବହୁତ ଲୋକପ୍ରିୟ ଅଭିନେତ୍ରୀ ଅଟନ୍ତି । ସେ ଭାରତରେ ସବୁଠାରୁ ଚର୍ଚ୍ଚିତ ଓ ଆକର୍ଷକ ସେଲିବ୍ରେଟି ଅଟନ୍ତି । ସେ ଏପର୍ଯ୍ୟନ୍ତ ବହୁତ ସୁପର ହିଟ ଫିଲ୍ମ ଦର୍ଶକମାନଙ୍କୁ ଦେଇଛନ୍ତି । ଯେପରିକି ରେସ 2 , ଚେନ୍ନାଇ ଏକ୍ସପ୍ରେସ , ଗୋଲିଓ କି ରାସ ଲୀଲା ଆଦି ବହୁତ ଫିଲ୍ମରେ କାମ କରି ସାରିଛନ୍ତି । ରଣବିର ସିଂହ ଗୋଟିଏ ଇଣ୍ଟରଭ୍ୟୁରେ କହିଥିଲେ କି ସେ ଦୀପିକାଙ୍କୁ ମକାଉ ରେ ହେଉଥିବା ଜି ସିନେ ଆୱାର୍ଡରେ ଏକ ଗ୍ରାଉନ ପିନ୍ଧିଥିବାର ଦେଖିଥିଲେ । ସେ ସେଠାରେ ତାଙ୍କୁ ଦେଖି ତାଙ୍କ ପ୍ରେମରେ ପଡି ଯାଇଥିଲେ । ସେହି ବର୍ଷ ସେ ଦୀପିକାଙ୍କ ସହିତ ରାମଲୀଲା ରେ କାମ କରିଥିଲେ ।

ସେହି ଫିଲ୍ମରେ ଦୁହିଁଙ୍କୁ ବହୁତ ଜବରଦସ୍ତ ଅଭିନୟ କରିଥିବାର ଦେଖିବାକୁ ମିଳିଥିଲା । ଏହା ପରଠାରୁ ସେମାନେ ଉଭୟେ ଉଭୟଙ୍କୁ ଡେଟ କରିଥିଲେ । ସେମାନେ ଏହାକୁ ତାଙ୍କ ଫ୍ୟାନ୍ସ ମାନଙ୍କ ଠାରୁ ଲୁଚେଇବାକୁ ଚାହିଁଥିଲେ ମଧ୍ୟ ତାହା ଜଣା ପଡିଯାଇଥିଲା ।

କୁହାଯାଉଛି କି , ସେମାନଙ୍କ ମଧ୍ୟରେ ହୋଇଥିବା ଥିବା ଏକ କିସିଂ ସିନରେ , ଡିରେକ୍ଟର ସେମାନଙ୍କୁ କଟ କହିଲା ପରେ ମଧ୍ୟ ସେମାନେ କିଛି ସମୟ ପାଇଁ କିସ କରିଥିଲେ । ଏହା ପର ଠାରୁ ଜଣାପଡିଥିଲା କି ସେମାନେ ଉଭୟେ ଉଭୟଙ୍କୁ ଡେଟ କରୁଛନ୍ତି । ଏହା ପରେ ଯେତେବେଳେ ୨୦୧୫ ମସିହାରେ ଦୀପିକା ଫିଲ୍ମ ଫେୟାର ଆୱାର୍ଡ ନେବାକୁ ଷ୍ଟେଜ ଉପରକୁ ଆସିଥିଲେ ,ରଣବିର ଦୀପିକାଙ୍କ ସାମ୍ନାରେ ଆଣ୍ଠେଇ ଗୀତ ଗାଇଥିଲେ ।

ଏଥିରୁ ସେମାନଙ୍କ ଭିତରେ ଭଲପାଇବା ସଫା ନଜର ଆସିଥିଲା । ଏହା ପରେ ସେମାନେ ଫିଲ୍ମ ପଦ୍ମାବତ ରେ ମଧ୍ୟ ଏକା ସହିତ ନଜର ଆସିଥିଲେ । ଏହା ପରଠାରୁ ସେମାନେ ଆହୁରି ନିକଟତର ହୋଇଥିଲେ । ସେମାନଙ୍କୁ ସବୁ ଜାଗାରେ ଏକାଠି ଦେଖା ଯାଇଥିଲେ । ଏହାର କିଛି ଦିନ ପରେ ସେମାନେ ସୋସିଆଲ ମିଡ଼ିଆ ଜରିଆରେ ସେମାନଙ୍କ ବାହାଘର କଥା ସେୟାର କରିଥିଲେ ।

ସେମାନେ ୨୦୧୮ମସିହା ନଭେମ୍ବର ୧୪ ତାରିଖରେ ଇଟାଲୀରେ ବିବାହ କରିଥିଲେ । ସେମାନେ ସେମାନଙ୍କର ଫଟୋକୁ ସୋସିଆଲ ମିଡିଆରେ ସେୟାର କରିଥିଲେ । ରଣବିର ସବୁବେଳେ ଦୀପିକାଙ୍କ ଫଟୋ ପୋଷ୍ଟ କରି ତାଙ୍କ ଫଟୋରେ ପ୍ରେମ ଭରା କମେଣ୍ଟ ଦେଇଥାନ୍ତି । ଦୀପିକା ପାଦୂକୋନଙ୍କ ଶାଶୁଙ୍କ ନାଁ ଅଞ୍ଜୁ ଭଵନାନୀ ।

ଅଞ୍ଜୁ ଭବନାନୀ ନିଜ ବୋହୂ ଠାରୁ ସୁନ୍ଦରତରେ କୌଣସି ଗୁଣରେ କମ ନୁହଁନ୍ତି । ଆଞ୍ଜୁ ଭମନାନୀ ଦୀପିକାଙ୍କୁ ବହୁତ ଆଗରୁ ଜାଣିଥିଲେ ଓ ସେ ଏ ଦୁହିଁଙ୍କ ବାହାଘରରେ ବହୁତ ଖୁସି ଥିଲେ । କିନ୍ତୁ ଲୋକମାନେ ଆଞ୍ଜୁ ଭମନାନୀଙ୍କ ସୁନ୍ଦରତାକୁ ଦେଖି ଦୀପିକାଙ୍କ ସହ ତୁଳନା କରିଥାନ୍ତି । ଆପଣାକୁ ଦୀପିକାଙ୍କ ଅଭିନୟ କିପରି ଲାଗେ ଆମକୁ କମେନ୍ଟ କରନ୍ତୁ ଭଲା ଲାଗିଲେ ଲାଇକ ଓ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *