ଏହାକୁ ମାତ୍ର ୧୦ ଦିନ ଲଗାନ୍ତୁ, ଚୁଟି ଏତେ ଶୀଘ୍ର ବଢିବ କି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ- Baba Ramdev Health Tips

ବନ୍ଧୁଗଣ ସାଧାରଣତଃ ବର୍ତ୍ତମାନର ସମୟରେ ଅଧିକାଂଶ ଲୋକ ମାନଙ୍କର କେଶ ଜନିତ ସମସ୍ଯା ଦେଖିବାକୁ ମିଳୁଛି । ହେଲେ ବନ୍ଧୁଗଣ ପୁରାତନ କାଳରୁ କେଶରେ ତେଲ ଲଗାଇବାର ବିଶେଷ ମହତ୍ଵ ରହି ଆସିଛି । ହେଲେ ବନ୍ଧୁଗଣ ବର୍ତ୍ତମାନର ସମୟରେ ଆମେ ମାନେ ମାର୍କେଟରେ ମିଳୁଥିବା ତେଲର ବ୍ୟବହାର କରିଥାଉ, କିନ୍ତୁ ବନ୍ଧୁଗଣ ଏହି ତେଲରେ ପ୍ରଚୁର ପରିମାଣରେ କେମିକାଲ ମିଶି ରହିଥାଏ । ଯାହା ଆମ କେଶକୁ ବହୁତ ଅଧିକ ଡ୍ୟାମେଜ କରିଥାଏ । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ ।

କାରଣ ଆଜିଆମେ ଆପଣ ମାନଙ୍କ ପାଇଁ ଏପରି ଏକ ତେଲ ନେଇ ଆସିଛୁ ଯାହାକୁ ବ୍ୟବହାର କରି ଆପଣ ନିଜର କେଶ ଜନିତ ସମସ୍ତ ସମସ୍ଯା ତଥା କେଶ ଝଡିବା, କେଶ ରୁଖା ହେବା ଓ କେଶ ଧଳା ହେବା ଆଡିକୁ ଦୂର କରିପାରିବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ତେଲକୁ କିପରି ଆମେ ଘରେ ତିଆରି କରିବା ।


ବନ୍ଧୁଗଣ ତେଲ ପାଇଁ ଆମକୁ ପ୍ରଥମ ସାମଗ୍ରୀର ଆବଶ୍ୟକତା ରହିଛି କଳାଜୀରା ର । ବନ୍ଧୁଗଣ କଳାଜୀରା ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଆମ କେଶକୁ ଲମ୍ବା ଓ ମଝବୁତ କରିବାରେ ସହାୟକ ହୋଇଥାଏ । ବନ୍ଧୁଗଣ ଏହି ତେଲକୁ ବନେଇବା ପାଇଁ ପ୍ରଥମେ ଆପଣ ଗୋଟିଏ କପ ନଡିଆ ତେଲ ନିଅନ୍ତୁ ଓ ସେଥିରେ ଗୋଟେ ଚାମଚ କଳାଜୀରା ପକାନ୍ତୁ ।

ଏହାପରେ ଆପଣ ଏଥିରେ ଏକ ଚାମଚ ମେଥିର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ମେଥି ଆମ କେଶ ପାଇଁ ବହୁତ ଅଧିକ ଲାଭଦୟାକ ହୋଇଥାଏ । ଏହା ଆମ କେଶ ଜନିତ ବହୁତ ସମସ୍ଯାକୁ ଦୂର କରିବାରେ ସହାୟକ ହୋଇଥାଏ । ତେଣୁ ଆପଣ ଏହି ମିଶ୍ରଣରେ ଏକ ଚାମଚ ମେଥିଦାନାର ପ୍ରୟୋଗ କରନ୍ତୁ । ବନ୍ଧୁଗଣ ଏହାପରେ ଆପଣ ଏକ ଚାମଚ ଜଡା ତେଲ ଏହି ମିଶ୍ରଣରେ ପକାନ୍ତୁ ।


ବନ୍ଧୁଗଣ ଜଡା ତେଲ ଆମ କେଶ ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ଏହା ଆମର କେଶକୁ ମଝବୁତ କରିବା ସହିତ ଆମ କେଶକୁ ଲମ୍ବା ଓ କଳା କାରାଇଥାଏ । ଏହାପରେ ଆପଣ ଗ୍ଯାସ ଚୁଲାରେ ଏହି ମିଶ୍ରଣକୁ କମ ସେ କମ ୫ ମିନିଟ ପର୍ଯ୍ୟନ୍ତ ଗରମ କରନ୍ତୁ । ବନ୍ଧୁଗଣ ୫ ମିନିଟ ହେବା ପରେ ଆପଣ ଏହି ତେଲକୁ ସଂପୂର୍ଣ୍ଣ ଥଣ୍ଡା ହେବା ପାଇଁ କିଛି ସମୟ ଛାଡି ଦେବେ ।

ଏହାପରେ ବନ୍ଧୁଗଣ ଆପଣ ମାନେ ଏହି ମିଶ୍ରଣକୁ ଏକ ଛଣା ସାହାର୍ଯ୍ୟରେ ଛାଣି ତେଲକୁ ଅଲଗା କରିଦିଅନ୍ତୁ । ବନ୍ଧୁଗଣ ଆପଣ ଏହି ତେଲକୁ ଏକ କାଚ ଜାରରେ ରଖି ବ୍ୟବହାର କରିପାରିବେ । ଆପଣ ଏହି ତେଲକୁ ନେଇ ନିଜ କେଶରେ ଲଗାନ୍ତୁ ଓ ଏହାକୁ ଭଲ ଭାବରେ ମାଲିସ କରନ୍ତୁ । ବନ୍ଧୁଗଣ ଏହି ତେଲକୁ କେଶର ଯଦି ପର୍ଯ୍ୟନ୍ତ ମାଲିସ କରନ୍ତୁ । ଏହାପରେ ଆପଣ ୨ ଘଣ୍ଟା ପର୍ଯ୍ୟନ୍ତ କେଶକୁ ଛାଡି ଦିଅନ୍ତୁ ଓ ୨ ଘଣ୍ଟା ପରେ କେଶକୁ ଧୋଇ ଦିଅନ୍ତୁ । ବନ୍ଧୁଗଣ ଏହି ଉପାୟକୁ ଆପଣ ଗୋଟେ ସପ୍ତାହରେ ୨ ଥର ନିଶ୍ଚୟ କରନ୍ତୁ, ଆପଣଙ୍କୁ ପ୍ରଥମ ସପ୍ତାହରୁ ଏହାର ଫରକ ଜଣା ପଡିଯିବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *