ସମସ୍ତଙ୍କ ସାମ୍ନାରେ Bollywood ର ଏହି 4 ଜଣ ଷ୍ଟାରଙ୍କୁ Salman Khan ମାରି ସାରିଛନ୍ତି ଚାପୁଡା, ନମ୍ବର 2 ତ ବୁଲିପଡି Salman ଙ୍କୁ ଭଲ କି ଦେଇଥିଲେ ଚାପୁଡା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ସୁପର ଷ୍ଟାର ଭାଇଜାନ ସଲମାନ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡରେ ସଲମାନ ବହୁତ ଫିଲ୍ମରେ ଅଭିନୟ କରିଛନ୍ତି ଓ ତାଙ୍କର ଅଧିକାଂଶ ଫିଲ୍ମ ସୁପର ହିଟ ମଧ୍ୟ ହୋଇଛି । ବଲିଉଡରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ଅଛି । ଦର୍ଶକ ମାନେ ମଧ୍ୟ ସଲମାନ ଖାନଙ୍କ ଷ୍ଟାଇଲ ଓ ଅଭିନୟକୁ ଦେଖିବା ପାଇଁ ବହୁତ ପସନ୍ଦ କରନ୍ତି । ହେଲେ ସଲମାନ ଖାନ ନିଜ ରାଗ ପାଇଁ ବଲିଉଡର କେତେ ଜଣ ଷ୍ଟାର ମାନଙ୍କ ଉପରେ ହାତ ଉଠାଇଛନ୍ତି । ଏଥିପାଇଁ ସେ କେତେ ଥର ସମସ୍ୟାରେ ମଧ୍ୟ ପଡିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ସେହି ସବୁ ଷ୍ଟାର ମାନଙ୍କ ବିଷୟରେ କହିବୁ ଯେଉଁ ମାନଙ୍କ ଉପରେ ସଲମାନ ଖାନ ହାତ ଉଠାଇଛନ୍ତି । ତେବେ ଆସନ୍ତୁ ଜାଣିବା ସେହି ଷ୍ଟାର ମାନଙ୍କ ବିଷୟରେ ।

କାଟ୍ରିନା କୈଫ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର ଲୋକପ୍ରିୟ ଅଭିନେତ୍ରୀ କାଟ୍ରିନା କୈଫଙ୍କୁ ନିଶ୍ଚୟ ଜାଣିଥିବେ । ବଲିଉଡକୁ କାଟ୍ରିନା ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ହେଲେ ଗୋଟେ ସମୟରେ ସଲମାନ ଓ କାଟ୍ରିନା ପରସ୍ପରକୁ ପ୍ରେମ କରୁଥିଲେ ।

ସେହି ସମୟରେ ଖବର ଆସିଥିଲା ଯେ, ଫେବୃୟାରି ୨୦୦୮ ମସିହାରେ ଏକ କଫିସପରେ ସଲମାନ ଖାନ ସମସ୍ତଙ୍କ ସାମ୍ନାରେ କାଟ୍ରିନାଙ୍କୁ ଚାପୁଡା ମାରିଥିଲେ । ଏହା ଛଡା ‘ଏକ ଥା ଟାଇଗର’ ଫିଲ୍ମର ସୁଟିଙ୍ଗ ସମୟରେ ଥରେ କାଟ୍ରିନା ବହୁତ ଛୋଟ ଡ୍ରେସ ପିନ୍ଧି ଆସିଥିଲେ ଯାହାକୁ ଦେଖି ସଲମାନ ବହୁତ ରାଗି ଯାଇଥିଲେ, ସେହି ସମୟରେ ସେମାନଙ୍କ ମଧ୍ୟରେ ବହୁତ ଯୁକ୍ତି ହୋଇଥିଲା । ଯାହା ଫଳରେ ସଲମାନ ରାଗରେ ଆସି ସମସ୍ତଙ୍କ ସାମ୍ନାରେ କାଟ୍ରିନାଙ୍କୁ ଚାପୁଡା ମାରି ଦେଇଥିଲେ ।

ଜନ ଅବ୍ରାହମ- ଜନ ଅବ୍ରାହମ ଓ ସଲମାନ ଖାନ ମଧ୍ୟରେ କୈଟରୀନା କୈଫଙ୍କୁ ନେଇ ବିବାଦ ହୋଇ ଥିଲା । କହିବାକୁ ଗଲେ ଗୋଟିଏ ଆୱର୍ଡ ଫଂକ୍ଶନରେ ସଲମାନ ଖାନ କୈଟରୀନା କୈଫଙ୍କ ମୋବାଇଲ ଚେକ କରୁଥିଲେ ଓ ଏହା ମଧ୍ୟରେ ତାଙ୍କ ଫୋନରେ ଜନ ଅବ୍ରାହମଙ୍କ ଫୋନ ନମ୍ବର ମିଳିଲା ତ ରାଗରେ ଆସି ସଲମାନ ଖାନ ଜନ ଅବ୍ରାହମଙ୍କ ଉପରେ ହାତ ଉଠାଇ ଦେଇ ଥିଲେ । ଏହା ପରେ ଜନ ଅବ୍ରାହମ ବି ସଲମାନ ଖାନଙ୍କୁ ଏକ ଚାପୁଡା ମାରି ଦେଇଥିଲେ । ଏହା ପର ଦୁଇ ଜଣ ପରସ୍ପରକୁ ଦେଖିବାକୁ ବି ପସନ୍ଦ କରନ୍ତି ନାହିଁ ।

ଐଶ୍ଵର୍ଯ୍ୟ ରାୟ ବଚନ- ବନ୍ଧୁଗଣ ଆପଣ ମାନେ ସମସ୍ତେ ଐଶ୍ଵର୍ଯ୍ୟ ରାୟ ବଚନଙ୍କୁ ନିଶ୍ଚୟ ଜାଣିଥିବେ । ଗୋଟେ ସମୟରେ ଐଶ୍ଵର୍ଯ୍ୟ ଏବଂ ସଲମାନ ଖାନ ଲଭ ରିଲେସନ ସିପରେ ରହିଥିଲେ । ସଲମାନ ଖାନଙ୍କ କ୍ରୋଧ ପାଇଁ ଏହି ଦୁଇଜଣଙ୍କର ବ୍ରେକଅପ୍ ହୋଇଥିଲା, ନିଜ କ୍ରୋଧ ପାଇଁ ସଲମାନ ଖାନ ଥରେ ‘କୁଛ ନା କହୋ’ ର ସେଟରେ ସମସ୍ତଙ୍କ ସାମ୍ନାରେ ଐଶ୍ଵର୍ଯ୍ୟଙ୍କୁ ଚାପୁଡା ମାରିଦେଇଥିଲେ । କିଛି ଇଣ୍ଟର୍ବ୍ୟୁରେ ମଧ୍ୟ ଐଶ୍ଵର୍ଯ୍ୟ ସଲମାନ ଖାନଙ୍କ ବିଷୟରେ ଏହା ସବୁ କହିଥିଲେ ।


ସାହାରୁଖ ଖାନ- ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡର କିଙ୍ଗ ଖାନ ସାହାରୁଖ ଖାନଙ୍କୁ ନିଶ୍ଚୟ ଜାଣିଥିବେ । ଫିଲ୍ମ ‘ଚଲ୍ତେ ଚଲ୍ତେ’ର ସୁଟିଙ୍ଗ ସମୟରେ ସଲମାନ ଖାନଙ୍କ କ୍ରୋଧରୁ ଶାହରୁଖ ଖାନ ଐଶ୍ଵର୍ଯ୍ୟ ରାୟ ବଚନଙ୍କୁ ବଞ୍ଚାଇ ଥିଲେ । ସେହି ସମୟରୁ ବଲିଉଡର ଏହି ଦୁଇଜଣ ଦିଗଜ ଅଭିନେତା ପରସ୍ପରକୁ ଘୃଣା କରୁଛନ୍ତି । ଏହା ପରେ କାଟ୍ରିନାଙ୍କ ଜନ୍ମ ଦିନରେ ଉଭୟ ସାହାରୁଖ ଓ ସଲମାନ ଆସିଥିଲେ । ସେହି ସମୟରେ ଶାହରୁଖ ଐଶ୍ଵର୍ଯ୍ୟଙ୍କ ବିରୋଧରେ ଅପଶବ୍ଦ କହିଥିଲେ ଯାହା ଫଳରେ ସଲମାନ ସାହାରୁଖ ଖାନଙ୍କ ଉପରେ ହାତ ଉଠାଇ ଥିଲେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଏହାକୁ ଲାଇକ ଓ ଶେୟାର କରନ୍ତୁ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *