ସୁନ୍ଦରତାରେ କେହି କାହାଠୁ କମ ନୁହଁନ୍ତି ଏହି 4 ଜଣ ଭାରତୀୟ Cricketer ଙ୍କ ପତ୍ନୀ, Gautam Gambhir ଙ୍କ ପତ୍ନୀ ତ ଲାଗନ୍ତି ପୁରା ସ୍ଵର୍ଗର ଅପ୍ସରା

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ସମସ୍ତ ଖେଳାଳି ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଖେଳାଳି ମାନେ ନିଜ ପର୍ଶନାଲ ଲାଇଫ ଓ ନିଜ ଲଭ ଅଫେୟାରକୁ ନେଇ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ହେଲେ ବନ୍ଧୁଗଣ ଆପଣ ମାନେ କଣ ଆମ ଭାରତୀୟ କ୍ରିକେଟ ଟିମରେ ଖେଳୁଥିବା ଖେଳାଳି ମାନଙ୍କର ପତ୍ନୀ ମାନଙ୍କ ବିଷୟରେ ଜାଣିଛନ୍ତି । ଯଦି ଜାଣି ନାହାଁନ୍ତି ଶେଷ ପର୍ଯ୍ୟନ୍ତ ନିଶ୍ଚୟ ପଢନ୍ତୁ ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ଖେଳାଳି ମାନଙ୍କ ପତ୍ନୀଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁ ମାନେ ସୁନ୍ଦରତା ମାମଲାରେ କୌଣସି ବଲିଉଡ ଅଭିନେତ୍ରୀଙ୍କ ଠାରୁ କମ ନୁହନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଖେଳାଳି ମାନଙ୍କ ପତ୍ନୀଙ୍କ ବିଷୟରେ ।

ରୋହିତ ଶର୍ମା- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ରୋହିତ ଶର୍ମା । ରୋହିତ ଶର୍ମାଙ୍କର ବହୁତ ଲୋକପ୍ରିୟତା ରହିଛି ସେ ନିଜ ଦମଦାର ଖେଳ ପାଇଁ ବହୁତ ଚର୍ଚାରେ ମଧ୍ୟ ରୁହନ୍ତି । ବନ୍ଧୁଗଣ ରୋହିତ ୨୦୧୫ ମସିହାରେ ରୀତିକା ସଚଦେବଙ୍କୁ ବିବାହ କରିଥିଲେ । ରୀତିକା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି । ସେ ନିଜ ସୁନ୍ଦରତା ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି ।

ବିରେନ୍ଦ୍ର ସେବାକ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦିଗଜ ଖେଳାଳି ବିରେନ୍ଦ୍ର ସେବାକ । ବିରେନ୍ଦ୍ର ନିଜ ବ୍ୟାଟିଙ୍ଗ ଦ୍ଵାରା କେତେକ ବଡ ବଡ ମ୍ଯାଚ ଜିତେଇ ଛନ୍ତି । ବର୍ତ୍ତମାନ ସେ ଭାରତୀୟ କ୍ରେକେଟ ଟିମରେ ନଖେଳୁଥିଲେ ମଧ୍ୟ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବିରେନ୍ଦ୍ର ୨୦୦୪ ମସିହାରେ ଆରତୀ ଏଲ୍ହାବତଙ୍କ ସହ ବିବାହ କରିଥିଲେ । ଆରତୀ ବହୁତ ସୁନ୍ଦର ଓ ଆକର୍ଷିତ ଅଟନ୍ତି ।

ହର୍ବଜନ ସିଂହ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଭାରତୀୟ ଟିମର ଦିଗଜ ବୋଲର ହର୍ବଜନ ସିଂହ । ହର୍ବଜନ ନିଜ ବୋଲିଂ ଦ୍ଵାରା କେତେକ ବଡ ବଡ ମ୍ଯାଚ ଜିତାଇଛନ୍ତି । ହର୍ବଜନ ବଲିଉଡ ଅଭିନେତ୍ରୀ ଗୀତା ବଶ୍ରାଙ୍କୁ ବିବାହ କରିଛନ୍ତି । ଯେତେବେଳେ ହର୍ବଜନ ଖେଳିବା ପାଇଁ ଲଣ୍ଡନ ଯାଇଥିଲେ ସେତେବେଳେ ସେ ଗୀତାଙ୍କୁ ଦେଖି ତାଙ୍କ ପ୍ରେମରେ ପଡିଯାଇଥିଲେ ।

ଗୌତମ ଗମ୍ଭୀର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ଭାରତୀୟ କ୍ରିକେଟ ଟିମର ଦମଦାର ଖେଳାଳି ଗୌତମ ଗମ୍ଭୀର । ଗୌତମ ନିଜ ପିଲା ଦିନର ସାଙ୍ଗ ନତାସା ଜେନଙ୍କ ସହ ବିବାହ କରିଛନ୍ତି । ଏହି ଦୁଇଜଣ ୨୮ ଅକ୍ଟୋବର ୨୦୧୧ ମସିହାରେ ବିବାହ କରିଥିଲେ । ନତାସା ବହୁତ ସୁନ୍ଦର ଓ ଆକର୍ଷିତ ନଜର ଆସନ୍ତି ।

ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ଆମ ଭାରତୀୟ କ୍ରିକେଟ ଟିମରେ ଖେଳିଥିବା ଖେଳାଳି ମାନଙ୍କ ସ୍ତ୍ରୀ ମାନେ କିପରି ଲାଗିଲେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଭଲ ଲାଗିଥିଲେ ଲାଇକ ଓ ଶେୟାର କରିବେ ଓ ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *