ନମସ୍କାର ବନ୍ଧୁଗଣ । ସୂଚନା ଅନୁସାରେ ୨୪ ବର୍ଷ ମୋତେ ହେଇଯାଇଥିଲା ହେଲେ ପିରିଅଡ୍ କଣ ମୁଁ ଜାଣିନଥିଲି । ତେବେ ବହୁ ଚର୍ଚିତ ସୋସିଆଲ ମିଡିଆର ୨ ପରିଚିତ ଚେହେରା ବନ୍ଦନା ଓ ତାଙ୍କ ସ୍ଵାମୀ ରାଜୀବଙ୍କ କପୁଲ୍ ଲାଇଫ ବିଷୟରେ ଉଭୟଙ୍କର କିଛି ପ୍ରତିକ୍ରିୟା ଶୁଣିବାକୁ ମିଳିଯାଇଥିଲା । ତେବେ ସେଠାରେ ରାଜୀବ ଗଣ ମାଧ୍ୟମ ନିକଟରେ ବିନା କୌଣସି ଦ୍ଵିଧା ନରଖି କହିଥିଲେ । ଯେ ମୋତେ ଯେତେବେଳେ ୨୪ ବର୍ଷ ହେଇଥିଲା ।
ସେତେବେଳେ ମୋର ବନ୍ଦନାଙ୍କ ସହ ବାହାଘର ହୋଇଯାଇଥିଲା । ହେଲେ ସେତେବେଳକୁ ମୁଁ ପିରିଅଡ୍ କଣ ତା’ ବିଷୟରେ କିଛି ଜାଣିନଥିଲି । ନାରୀ ମାନଙ୍କର ଏପରି ମଧ୍ୟ ଏକ ସ୍ଥିତି ମାସକୁ ମାସ ଆସିଥାଏ । ତାହା ମୁଁ ଆଗରୁ ଜାଣିନଥିଲି ଯଦିଓ ଯେତେବେଳେ ଜାଣିବାକୁ ପାଇଲି । ସେତେବେଳେ ମୋତେ ବହୁତ ଅକ୍ୱର୍ଡ ଫିଲ୍ ହୋଇଥିଲା । ସେଥିରେ ପୁଣି ମୋର ନୂଆ ନୂଆ ବାହାଘର ହୋଇଥିଲା । ବନ୍ଦନାଙ୍କ ପ୍ରତି ତାଙ୍କ ପିରିଅଡ୍ ସମୟରେ ବହୁତ ରେଷ୍ଟ୍ରିକସନ ଲଗାଇ ଦିଆଯାଇଥିଲା ।
ଏଥିକି ଯିବୁନି ଏଇଟା କରିବୁନି । ତେବେ ଓଡିଶାରେ ପିରିଅଡ୍ କୁ ନେଇ ଲୋକେ ଟିକେ ଅଧିକ ସିରିଏସ ରହିଥାନ୍ତି । ପିରିଅଡ୍ହେଲେ ମାନେ ଲୋକେ ତାକୁ ବହୁତ ନୀତିନିୟମରେ ପାଳନ କରିଥାନ୍ତି । ଖାଲି ଏତିକି ନୁହେଁ । ଓଡିଶା ବାହାରେ ଝିଅ, ବୋହୁ ମାନେ ରହିଥାନ୍ତି । ଓଡିଶାରେ ତ ସେପରି କିଛି ମଧ୍ୟ ହୁଏନି । ଝିଅ ମାନେ ଆମ ଓଡିଶାର ପରମ୍ପରା ଅନୁସାରେ ସବୁବେଳେ ଓଢଣା ମଧ୍ୟରେ ଢାଙ୍କି ହୋଇ ରହିଥାନ୍ତି ।
ତେବେ ବନ୍ଦନାଙ୍କ କହିବା ଅନୁସାରେ ମୋର ନୂଆ ବାହାଘର ସମୟରେ ଶାଶୁ ଘର ଲୋକେ ଯେତେବେଳେ ଯାହା ଉପରେ ନୀତି ନିୟମ ଲଗାଉଥିଲେ । ମୋତେ ସେସବୁ ମଧ୍ୟରୁ କିଛି କିଛି ଭଲ ଲାଗୁଥିଲା । ଆଉ ଯେଉଁଗୁଡିକ ଭଲ ମଧ୍ୟ ଲଗୁନଥିଲା । ସମୟ ସହ ଧୀରେ ଧୀରେ ମୁଁ ଜାଣିପାରିଲି ଶାଶୁ ଘର ପ୍ରତି ଜଣେ ବୋହୁର କଣ ସବୁ କର୍ତ୍ତବ୍ୟ ରଖିବା ଉଚିତ ।
ତେବେ ରିଲ୍ ରେ କେବଳ ନୁହେଁ ରିଅଲରେ ମଧ୍ୟ ସବୁଦିନ ପାଇଁ ରାଜୀବ ଭାଇ ଓ ବନ୍ଦନା ଭାଉଜଙ୍କର ଏହି ସୁନ୍ଦର ଯୋଡି ଖୁସିରେ ରହିଥାନ୍ତୁ । ଏହା ସହିତ ନିଜର ଏକ ସୁନ୍ଦର ଦାମ୍ପତ୍ୟ ଜୀବନକୁ ବଜାୟ ରଖିଥାନ୍ତୁ । ଯଦି ଏହି ପୋଷ୍ଟଟି ଭଲ ଲାଗିଥାଏ । ତେବେ ଆମ ସହ ଯୋଡି ହୋଇ ନୂଆ ନୂଆ ପୋଷ୍ଟ ପଢିବାକୁ ଚାହୁଁଥିଲେ । ଆମ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର କରନ୍ତୁ । ଧନ୍ୟବାଦ