ପପୁଲାର ହେବା ପାଇଁ ସବୁ ସୀମା ଟପିଗଲେ Bollywood ର ଏହି 6 ଜଣ Actress, ଖୋଲି ଦେଖେଇ ଦେଲେ ସବୁ କିଛି

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ତ ଜାଣିଛନ୍ତି ଯେ, ବଲିଉଡ ଇଣ୍ଡଷ୍ଟ୍ରୀ ର ଅଭିନେତ୍ରୀ ମାନେ ନିଜର ଅଭିନୟ କ୍ଷେତ୍ରକୁ ଯେତେ ମାତ୍ରା ରେ ଗୁରୁତ୍ୱ ଦେଇଥାନ୍ତି ତା ଠାରୁ ଅଧିକ ନିଜର ଫ୍ୟାସନ ଉପରେ ଗୁରୁତ୍ୱ ଦେଇଥାନ୍ତି ଏବଂ ନିଜର ଫ୍ୟାସନ ପାଇଁ ମଧ୍ୟ ଏହି ଅଭିନେତ୍ରୀ ମାନେ ନିଜ ଫାନ ମାନଙ୍କ ମନକୁ କିଣି ନେଇଛନ୍ତି। କିନ୍ତୁ ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରୀ ର କିଛି ଅଭିନେତ୍ରୀ ନିଜର ଵୋଲଡ଼ ଡ୍ରେସ ପାଇଁ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାନ୍ତି ଏବଂ ତାଙ୍କର ଏହି ଗେଟଅପ କୁ ତାଙ୍କର କିଛି ଫାନ ବହୁତ ପସନ୍ଦ କରିଥାନ୍ତି ତ କିଛି ଫାନ ପସନ୍ଦ କରି ନଥାନ୍ତି।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ଅଭିନେତ୍ରୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ନିଜର ଵୋଲଡ଼ ଡ୍ରେସ ପାଇଁ ପ୍ରାୟ ସମୟ ଚର୍ଚ୍ଚା ରେ ଆସିଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ପ୍ରଥମ ଅଭିନେତ୍ରୀ ଜଣକ ହେଉଛନ୍ତି, କଂଟ୍ରୋଭରସି କୁଇନ ‘କଂଗନା ରାନାଵତ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ନିଜର କ୍ୟାରିଆର ର ଆରମ୍ଭ ରେ ହିଁ ଅନେକ ଫ୍ୟାସନ ସୋ ରେ ଭାଗ ନେଇଥିଲେ ଏବଂ ଏହି ଫ୍ୟାସନ ସୋ ଜରିଆ ରେ ସେ ଚର୍ଚ୍ଚା ରେ ଆସିଥିଲେ। ସେହି ଫ୍ୟାସନ ସୋ ରେ ସେ ପିନ୍ଧିଥିବା ଏକ ହ୍ଵାଇଟ ଗାଉନ ବହୁତ ମାତ୍ରା ରେ ରିଭିଲିଂ ଥିଲା ଯାହା ଫଳରେ କଂଗନାଙ୍କୁ ଅନେକ ପ୍ରକାର ଚର୍ଚ୍ଚା ର ଶିକାର ହେବାକୁ ପଡ଼ିଥିଲା।

୨. ବନ୍ଧୁଗଣ ଦ୍ଵିତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି, ‘ଦିଶା ପଟାନୀ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଫିଲ୍ମ ଫେୟାର ଆୱାର୍ଡ଼ ରେ ପିନ୍ଧିଥିବା ଡ୍ରେସ ପାଇଁ ଅନେକ ଚର୍ଚ୍ଚା ର ଶିକାର ହୋଇଥିଲେ ଏବଂ ତାଙ୍କର ଫାନସ ମାନେ ମଧ୍ୟ ତାଙ୍କୁ ବହୁତ ମାତ୍ରା ରେ ଚର୍ଚ୍ଚା କରିଥିଲେ। ଦିଶା ସେହି ଡ୍ରେସ ରେ ବହୁତ ମାତ୍ରାରେ ଗ୍ଲାମର ଦେଖା ଯାଉଥିଲେ ସତ କିନ୍ତୁ ସେହି ଡ୍ରେସ ରେ ଥିବା ନେକଲାଇନ ଡିଜାଇନ ପାଇଁ ସେ ଅନେକ ଚର୍ଚ୍ଚା ର ଶିକାର ହୋଇଥିଲେ। ତାଙ୍କର ସେହି ଵୋଲଡ଼ ଡ୍ରେସ ର ଫଟୋ କୁ ତାଙ୍କର ପ୍ରାୟତଃ ଫାନସ ମାନେ ପସନ୍ଦ କରିଥିଲେ କିନ୍ତୁ ଏହା ସହିତ ତାଙ୍କୁ ବିଭିନ୍ନ ପ୍ରକାର ଚର୍ଚ୍ଚା ଏବଂ ଆଲୋଚନା ର ଶିକାର ହେବାକୁ ପଡ଼ିଥିଲା।

୩. ବନ୍ଧୁଗଣ ତୃତୀୟ ଅଭିନେତ୍ରୀ ଜଣକ ହେଉଛନ୍ତି ବଲିଉଡ ଠାରୁ ଆରମ୍ଭ କରି ହଲିଉଡ଼ ପର୍ଯ୍ୟନ୍ତ ନିଜର କାୟା ବିସ୍ତାର କରିଥିବା ଅଭିନେତ୍ରୀ ‘ପ୍ରିୟଙ୍କା ଚୋପ୍ରା’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଆୱାର୍ଡ଼ ଫଁକ୍ସନ ରେ ପିନ୍ଧିଥିବା ଏକ ହ୍ଵାଇଟ ଡ୍ରେସ ପାଇଁ ସେ ଅନେକ ପ୍ରକାର ଚର୍ଚ୍ଚା ର ଶିକାର ହୋଇଥିଲେ। ତାଙ୍କର ସେହି ଡ୍ରେସର ନେକଲାଇନ ତାଙ୍କ ନାଭି ଠାରୁ ମଧ୍ୟ ତଳକୁ ଥିଲା, ତାଙ୍କର ଏହି ଡ୍ରେସ କୁ ତାଙ୍କର କୌଣସି ଫାନ ପସନ୍ଦ କରି ନଥିଲେ। ହଲିଉଡ଼ ରେ ଏହି ଡ୍ରେସ କୁ ସ୍ୱୀକାର କରା ଯାଇଥିଲା କିନ୍ତୁ ବଲିଉଡ ରେ ତାଙ୍କର ଏହି ଵୋଲଡ଼ ଡ୍ରେସ କାହାକୁ ପସନ୍ଦ ଆସି ନଥିଲା ଏବଂ ଯାହା ଫଳ ରେ ସେ ଅନେକ ପ୍ରକାର ଚର୍ଚ୍ଚା ର ଶିକାର ହୋଇଥିଲେ।

୪. ବନ୍ଧୁଗଣ ଚତୁର୍ଥ ଅଭିନେତ୍ରୀ ଜଣକ ହେଉଛନ୍ତି ‘ଦୀପିକା ପାଦୁକୋନ’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣକ ଏକ ଆୱାର୍ଡ଼ ଫଁକ୍ସନ ରେ ପିନ୍ଧିଥିବା ଏକ ଗୋଲଡେନ ଡ୍ରେସ ପାଇଁ ଚର୍ଚ୍ଚା ରେ ଆସିଥିଲେ। ସେହି ଡ୍ରେସ ର ନେକ ଲାଇନ ଡିଜାଇନ ତାଙ୍କ ପେଟ ପର୍ଯ୍ୟନ୍ତ ଦେଖାଯାଉଥିଲା ଏବଂ ତାଙ୍କ ଚେଷ୍ଟ ର ଭାଗ ଅଧିକ ମାତ୍ରାରେ ଦେଖା ଯାଉଥିଲା ଏବଂ ଏହା ମଧ୍ୟ ଦେଖିବାକୁ ମିଳିଥିଲା ଯେ, ଦୀପିକା ତାଙ୍କର ସେହି ଵୋଲଡ଼ ଡ୍ରେସ କୁ ବାରମ୍ବାର ଆଡ଼ଜଷ୍ଟ କରୁଥିଲେ। ତାଙ୍କର ଏହି ଡ୍ରେସକୁ ତାଙ୍କ ଫାନ ମାନେ କିଛି ଖାସ ପସନ୍ଦ କରି ନଥିଲେ ଏବଂ ଏହି ଵୋଲଡ଼ ଡ୍ରେସ ପାଇଁ ଦୀପିକା ଅନେକ ପ୍ରକାର ଚର୍ଚ୍ଚା ର ଶିକାର ହୋଇଥିଲେ।

୫. ବନ୍ଧୁଗଣ ପଞ୍ଚମ ଅଭିନେତ୍ରୀ ଜଣକ ହେଉଛନ୍ତି ‘ମଲାଇକା ଆରୋରା’। ବନ୍ଧୁଗଣ ମଲାଇକା ଙ୍କୁ ପ୍ରାୟ ସମୟ ରିଭିଲିଂ ଡ୍ରେସ ରେ ହିଁ ଦେଖିବାକୁ ମିଳିଥାଏ।ସେ କୌଣସି ରିଆଲିଟି ସୋ ରେ ଜଜ ହିସାବରେ ହେଉ ଅଥବା କୌଣସି ଆୱାର୍ଡ ଫଁକ୍ସନ ରେ ହେଉ। ଏହି ଅଭିନେତ୍ରୀ ଜଣକ ନିଜର ଵୋଲଡ଼ ଡ୍ରେସ ପାଇଁ ପ୍ରାୟତଃ ଅନେକ ପ୍ରକାର ଆଲୋଚନା ର ଶିକାର ହୋଇଥାନ୍ତି।

୬. ବନ୍ଧୁଗଣ ଷଷ୍ଠ ଅଭିନେତ୍ରୀ ଜଣକ ହେଉଛନ୍ତି ‘ସୋନମ କପୁର’। ବନ୍ଧୁଗଣ ଏହି ଅଭିନେତ୍ରୀ ଜଣଙ୍କୁ ନିଜର ଡ୍ରେସ ଉପରେ ସର୍ବଦା ଏକ୍ସପେରିମେଂଟ କରିବାର ଦେଖିବାକୁ ମିଳିଥାଏ ଏବଂ ଏହି ଏକ୍ସପେରିମେଂଟ ତାଙ୍କୁ ଅନେକ ପ୍ରକାର ଚର୍ଚ୍ଚା ର ଶିକାର ମଧ୍ୟ କରିଥାଏ। ପ୍ରାୟତଃ ଆୱାର୍ଡ ଫଁକ୍ସନ ରେ ସୋନମ ଙ୍କ ଡ୍ରେସ ଅଧିକ ମାତ୍ରାରେ ରିଭିଲିଂ ଥାଏ ଯାହା ଫଳରେ ସେ ଅନେକ ଆଲୋଚନା ର ଶିକାର ହୁଅନ୍ତି।

ତେବେ ଫ୍ରେଣ୍ଡ୍ସ ଆପଣ ମାନଙ୍କୁ ଏହା କେମିତି ଲାଗିଲା ଆମକୁ କମେନ୍ଟ କରନ୍ତୁ ଓ ଆଗକୁ ବଲିଉଡ ର ସମସ୍ତ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *