Bollywood ର ଏହି 6 ଜଣ ହିରୋଇନ ଯିଏ ନାମିଦାମି ହିରୋଙ୍କୁ ଛାଡି ଭି-ଲି-ଆନଙ୍କୁ ବାଛିନେଲେ ନିଜର ଜୀବନ ସାଥି, 6 ନମ୍ବର ଯୋଡି ତ ସମସ୍ତଙ୍କ ଫେବ୍ରେଟ

ବନ୍ଧୁଗଣ ଆପଣ ମାନେ ସାମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ସାଧାରଣତଃ ବଲିଉଡ ଅଭିନେତ୍ରୀ ମାନେ ବଲିଉଡ ଅଭିନେତାଙ୍କ ଉପରେ ଅଧିକ ଆକର୍ଷିତ ହୋଇଥାନ୍ତି । ହେଲେ ବନ୍ଧୁଗଣ ଏପରି ମଧ୍ୟ କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ବଲିଉଡ ଫିଲ୍ମରେ ଖଳନାୟକର ଭୂମିକା କରୁଥିବା କଳାକାର ମାନଙ୍କୁ ପ୍ରେମ କରିଛନ୍ତି ଓ ଏହି ଖଳନାୟକ ମାନଙ୍କ ସହ ବିବାହ ମଧ୍ୟ କରିଛନ୍ତି ।

ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏହି ସମସ୍ତ ଅଭିନେତ୍ରୀ ଓ ତାଙ୍କ ଖଳନାୟକ ସ୍ଵାମୀ ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ଗୁଲସନ ଗ୍ରୋବର ଓ କସିସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ଗୁଲସନ ଓ ତାଙ୍କ କସିସ । ବନ୍ଧୁଗଣ ଗୁଲସନ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ବହୁତ ଫିଲ୍ମରେ ଖଳନାୟକର ଭୂମିକାରେ ନଜର ଆସିଛନ୍ତି । ସେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ‘ବ୍ୟାଡ ମ୍ୟାନ’ ନାମରେ ମଧ୍ୟ ପରିଚିତ ଅଛନ୍ତି । ଗୁଲସନ ପ୍ରଥମେ ୧୯୮୮ ମସିହାରେ ଫିଲୋମିନାଙ୍କ ସହ ବିବାହ କରିଥିଲେ ହେଲେ ଏହି ବିବାହ ୨୦୦୧ ମସିହାରେ ଭାଙ୍ଗି ଯାଇଥିଲା । ଏହାପରେ ସେ ୨୦୦୧ ମସିହାରେ କସିସଙ୍କ ସହ ଦୁତୀୟ ବିବାହ କରିଥିଲେ । ହେଲେ ବନ୍ଧୁଗଣ ଦୁର୍ଭାଗ୍ୟ ହେତୁ ଏମାନେ ସେହି ବର୍ଷ ଅର୍ଥାତ ବିବାହର କିଛି ମାସ ମଧ୍ୟରେ ଅଲଗା ହୋଇଯାଇଥିଲେ ।

ଶକ୍ତି କପୁର ଓ ଶିବାଙ୍ଗୀ କପୁର- ବନ୍ଧୁଗଣ ଶକ୍ତି କପୁର ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ବହୁତ ସୁପର ହିଟ ଫିଲ୍ମ ଦେଇଛନ୍ତି । ସେ ଉଭୟ ଖଳନାୟକ ଓ କମେଡିଆନ ଭୂମିକାରେ ନଜର ଆସନ୍ତି । ତାଙ୍କ ଅଭିନୟକୁ ଦେଖିବା ପାଇଁ ମଧ୍ୟ ଲୋକମାନେ ବହୁତ ଅଧିକ ପସନ୍ଦ କରନ୍ତି । ଶକ୍ତି ୧୯୮୨ ମସିହାରେ ଅଭିନେତ୍ରୀ ଶିବାଙ୍ଗୀଙ୍କ ସହ ବିବାହ କରିଥିଲେ । ଏହି ଦୁଇଜଣଙ୍କ ସାକ୍ଷାତ ପ୍ରଥମ ଠାରେ ଫିଲ୍ମ ;କିସ୍ମତ’ରେ ହୋଇଥିଲା । ସାକ୍ଷାତ ପରେ ଏମାନେ ପରସ୍ପର ସହ ପ୍ରେମ କରି ବିବାହ କରିଥିଲେ ।

ଆଶୁତୋଷ ରାଣା ଓ ରେଣୁକା ସାହାନେ- ବନ୍ଧୁଗଣ ଆପଣ ମାନେ ସାମସ୍ତେ ଆଶୁତୋଷ ରାଣାଙ୍କର ବହୁତ ଫିଲ୍ମ ଦେଖିଥିବେ । ଆଶୁତୋଷ ଖଳନାୟକର ଭୂମିକା କରିବା ସହ କେତେକ ଫିଲ୍ମରେ ପଜେଟିଭ ରୋଲ ମଧ୍ୟ କରିଛନ୍ତି । ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ତାଙ୍କର ଲୋକପ୍ରିୟତା ବହୁତ ଅଧିକ ରହିଛି । ଆଶୁତୋଷ ୨୦୦୧ ମସିହାରେ ଅଭିନେତ୍ରୀ ରେଣୁକା ସାହାନେଙ୍କ ସହ ପ୍ରେମ ବିବାହ କରିଥିଲେ ଓ ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ପରେଶ ରାବଲ ଓ ସ୍ୱରୂପ ସମ୍ପତ- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ କମେଡିଆନ ପରେଶ ରାବଲ । ବନ୍ଧୁଗଣ ପରେଶ ନିଜ ବଲିଉଡ କାରିୟର ଏକ ଖଳନାୟକ ଭୂମିକାରେ କରିଥିଲେ । ସେ ସମସ୍ତ ଫିଲ୍ମରେ ଉଭୟ କମେଡିଆନ ଓ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ବନ୍ଧୁଗଣ ପରେଶ ଅଭିନେତ୍ରୀ ସ୍ୱରୂପ ସମ୍ପତଙ୍କ ସହ ପ୍ରେମ ବିବାହ କରିଥିଲେ । ସ୍ୱରୂପ ପୂର୍ବତ୍ତମ ମିସ ଇଣ୍ଡିଆର ଟାଇଟେଲ ମଧ୍ୟ ଜିତିଛନ୍ତି । ବର୍ତ୍ତମାନ ଏହି ଦୁଇଜଣ ବହୁତ ଖୁସିରେ ନିଜର ଜୀବନ ଅତିବାହିତ କରୁଛନ୍ତି ।

ପୂଜା ବତରା- ସୁନ୍ଦରୀ ଅଭିନେତ୍ରୀ ପୂଜା ବତରା ନବାଵ ସାହା ଙ୍କ ସହିତ ବହୁତ ଦିନ ପ୍ରେମ ସମ୍ପର୍କ ରେ ରହିବା ପରେ ତାଙ୍କୁ ବିବାହ କରିଥିଲେ । ନବାଵ ସାହା ଟାଇଗର ଜ଼ୀନ୍ଦା ହେ ଏବଂ ଡ଼ନ ୨ ଛଡା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ସାଉଥ ଚଳଚିତ୍ରରେ ମଧ୍ୟ କାମ କରିଛନ୍ତି ।

କ୍ରିତିକା ସେହଗଲ କସମ , ରାଣୀ ଲଷ୍ମୀ ବାଇ ଆଦି ଧାରାବାହିକ ରେ କାମ କରିବା ପରେ ପଙ୍କଜ ଧିରାଜ ଙ୍କ ପୁତ୍ର ନିତିନ ଧିରାଜ ଙ୍କ ସହ ବିବାହ କରିଥିଲେ । ସେ ୨୦୧୪ ମସିହାରେ ବିବାହ କରିଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *