Bollywood ର ଏହି 5 ଟି ଭାଇ-ଭଉଣୀ ଯୋଡି ଲାଗନ୍ତି ଜଣେ ଅନ୍ୟ ଜଣଙ୍କ କାର୍ବନ କପି, ନମ୍ବର 4 ଯୋଡି ଙ୍କୁ ଦେଖିଲେ ତ ଆପଣ ବି ଖାଇଯିବେ ଧୋକା

ବନ୍ଧୁଗଣ ଆପଣ ମାନେ ସମସ୍ତେ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଏହି କଳାକାର ମାନେ ଅଧିକାଂଶ ସମୟ ନିଜ ପର୍ଶନାଲ ଲାଇଫ ଓ ନିଜ ଲୁକ୍ ପାଇଁ ସୋସିଆଲ ମିଡିଆରେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏପରି କିଛି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ ଯେଉଁମାନେ ସମ୍ପର୍କ ଦ୍ରୁଷ୍ଟିରୁ ଭାଇ ପରସ୍ପରର ଭାଇ କିମ୍ବା ଭଉଣୀ ଅଟନ୍ତି ହେଲେ ସେମାନଙ୍କର ଚେହେରା ପରସ୍ପର ସହ ବହୁତ ମିଶି ଥାଏ । ବନ୍ଧୁଗଣ ଏହି କଳାକାର ମାନଙ୍କୁ ଆପଣ ମାନେ ଦେଖିଲେ ନିଶ୍ଚୟ ଆଶ୍ଚର୍ଯ୍ୟ ହେବେ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଶିଲ୍ପା ସେଟି ଓ ସମିତା ସେଟି- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଶିଲ୍ପା ସେଟି ଓ ତାଙ୍କ ଭଉଣୀ ସମିତା ସେଟି । ବନ୍ଧୁଗଣ ଏହି ଦୁଇଜଣଙ୍କର ମୁହଁ ବହୁତ ଅଧିକ ମିଶି ଥାଏ, କହିବାକୁ ଗଲେ ଏମାନେ ଜୁଡୁବା ଭଉଣୀ ପରି ନଜର ଆସନ୍ତି ।


ବନ୍ଧୁଗଣ ଶିଲ୍ପା ସେଟି ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ଅନ୍ୟ ପକ୍ଷରେ ତାଙ୍କ ଭଉଣୀ ସମିତା ମଧ୍ୟ କିଛି ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି ହେଲେ ସେ ଶିଲ୍ପାଙ୍କ ପରି ସଫଳତା ପାଇ ପାରିଲେ ନାହିଁ ।

ଅମୃତା ରାଓ ଓ ପ୍ରୀତିକା ରାଓ- ବନ୍ଧୁଗଣ ଆମ ଲିଷ୍ଟର ଦୁତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ଅମୃତା ରାଓ ଓ ତାଙ୍କ ଭଉଣୀ ପ୍ରୀତିକା ରାଓ ବନ୍ଧୁଗଣ ଏହି ଦୁଇଜଣ ଭଉଣୀଙ୍କ ମୁହଁ ମଧ୍ୟ ବହୁତ ଅଧିକ ମିଶି ଥାଏ । ଅମୃତା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଓ ବହୁତ କମ ଲୋକ ଜାଣିଛନ୍ତି ଯେ ଅମୃତାଙ୍କର ଏକ ଭଉଣୀ ମଧ୍ୟ ଅଛନ୍ତି । ଅମୃତାଙ୍କ ସାନ ଭଉଣୀ ପ୍ରୀତିକା ବର୍ତ୍ତମାନ ଟିଭି ଇଣ୍ଡଷ୍ଟ୍ରିରେ ଅଭିନୟ କରିବା ପାଇଁ ଚେଷ୍ଟା କରୁଛନ୍ତି ।


ଆୟୁଷ୍ମାନ ଖୁରାନା ଓ ଅପରଶକ୍ତି ଖୁରାନା- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଆୟୁଷ୍ମାନ ଖୁରାନା ଓ ତାଙ୍କ ଭାଇ ଅପରଶକ୍ତି ଖୁରାନା । ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିକୁ ପ୍ରଥମେ ଆୟୁଷ୍ମାନ ଆସିଥିଲେ ଓ ତାଙ୍କ ପରେ ଅପରଶକ୍ତି ଆସିଥିଲେ । ଏହି ଦୁଇଜଣଙ୍କ ମୁହଁ ବହୁତ ମିଶି ଥାଏ । ଏହି ଦୁଇଜଣ ବର୍ତ୍ତମାନ ବଲିଉଡରେ ସଫଳତା ହାସଲ କରିଛନ୍ତି ଓ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ଭୁମି ପେଡନେକର ଓ ସମୀକ୍ଷା ପେଡନେକର

ବଲିଉଡର ଆଉ ଜଣେ ସଫଳ ଅଭିନେତ୍ରୀ ଭୁମି ପେଡନେକର ଖୁବ ଶୀଘ୍ର ବଲିଉଡରେ ଏକ ସ୍ୱତନ୍ତ୍ର ସ୍ଥାନ ହାସଲ କରିଛନ୍ତି । ଯଦି ତାଙ୍କ ଯାଆଁଳା ଭଳି ଦେଖା ଯାଉଥିବା ଭଉଣୀଙ୍କ କଥା କହିବା, ତେବେ ସେ ବର୍ତ୍ତମାନ ତାଙ୍କ ଅଧ୍ୟୟନ ଉପରେ ଧ୍ୟାନ ଦେଉଛନ୍ତି । କିନ୍ତୁ ଷ୍ଟାଇଲ ଓ ଫ୍ୟାସନ ମାମଲାରେ ସେ ନିଜ ଭଉଣୀ ଭୁମି ଙ୍କ ଠାରୁ ବି ବହୁତ ଆଗରେ ।


ଅନିଲ କପୁର ଓ ସଞ୍ଜୟ କପୁର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଅନିଲ କପୁର ଓ ସଞ୍ଜୟ କପୁର । ଏହି ଦୁଇଜଣ ଭାଇ ମଧ୍ୟ ଜୁଡୁବା ନଜର ଆସନ୍ତି । ଏହି ଦୁଇଜଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ବହୁତ ଫିଲ୍ମ କରି ସଫଳତା ପାଇଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *