ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରୀ ବର୍ତ୍ତମାନ ସମୟ ରେ ସମଗ୍ର ପୃଥିବୀ ରେ ନିଜର ଏକ ସ୍ୱତନ୍ତ୍ର ନାମ କରି ସାରିଲାଣି । ଯାହାର ଶ୍ରେୟ କେବଳ ବଲିଉଡ ର ଦକ୍ଷ ଅଭିନେତା ଓ ଅଭିନେତ୍ରୀ ଙ୍କୁ ଦିଆଯିବ । ବଲିଉଡ ଇଣ୍ଡଷ୍ଟ୍ରୀ ରେ ସମସ୍ତ ଅଭିନେତା ଓ ଅଭିନେତ୍ରୀ କୌଣସି ନା କୌଣସି କାରଣ ରୁ ଚର୍ଚ୍ଚା ର ଘେର ରେ ରହିଥାନ୍ତି । ଯେମିତି କି ଆମେ ମଧ୍ୟ ଜାଣିଛୁ କି ଅନେକ ଅଭିନେତ୍ରୀ ମାନେ ଗତ କିଛି ଦିନ ହେବ ବହୁତ ଚର୍ଚ୍ଚା ର କେନ୍ଦ୍ର ବିନ୍ଦୁ ସାଜିଛନ୍ତି ।
ବଲିଉଡ ଇଣ୍ଡଷ୍ଟ୍ରୀ ରେ ଜଣଙ୍କ ଠାରୁ ବଢି କରି ଜଣେ ବହୁତ ସୁନ୍ଦର ଅଭିନେତ୍ରୀ ଅଛନ୍ତି । କିଛି ଅଭିନେତ୍ରୀ ଅଛନ୍ତି ଯେଉଁ ମାନେ ନିଜର ବେଶ ଭୁଷା ପାଇଁ ବହୁତ ଚର୍ଚ୍ଚା ରେ ରହିଥାନ୍ତି । କିନ୍ତୁ ଆଜି ଆମେ ଆପଣଂକୁ ଏପରି କିଛି ଜଣେଇବାକୁ ଯାଉଛୁ ଯାହାକୁ ଜାଣିବା ପରେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ବନ୍ଧୁଗଣ ବଲିଉଡର ଅନେକ ପ୍ରସିଦ୍ଧ ଅଭିନେତ୍ରୀ ଯାହାକୁ ଆପଣ ହିନ୍ଦୁ ବୋଲି ଭାବିଥାନ୍ତି କିନ୍ତୁ ଅସଲ ରେ ସେମାନେ ମୁସଲିମ ଅଟନ୍ତି । ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ।
ମଧୁବାଲା-ବନ୍ଧୁଗଣ ମଧୁବାଲା ଙ୍କୁ କିଏ ବା ନ ଜାଣେ । ନିଜର ଉଚ୍ଚକୋଟୀର ଅଭିନୟ ପାଇଁ ସେ ଭାରତ ର ସମସ୍ତ ଦର୍ଶକ ମାନଙ୍କ ର ହୃଦୟ ରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି । ସେ ସମୟ ରେ ସେ ଅନେକ ସୁପର ହିଟ ଫିଲ୍ମ ବଲିଉଡ କୁ ଦେଇଛନ୍ତି । କିନ୍ତୁ ବହୁତ କମ ଲୋକଙ୍କୁ ଜଣା ଅଛି ଯେ ଏହି ୬୦ ଦଶକ ର ସୁପର ହିଟ ଅଭିନେତ୍ରୀ ବାସ୍ତବ ରେ ଜଣେ ମୁସଲମାନ ଅଟନ୍ତି ।
ରୀନା ରାୟ-ବଲିଉଡର ପ୍ରସିଦ୍ଧ ଅଭିନେତ୍ରୀ ଅଟନ୍ତି ରୀନା ରାୟ । ରୀନା ନିଜର ଉଚ୍ଚକୋଟୀର ଅଭିନୟ ଜରିଆ ରେ ତାଙ୍କ ସମୟ ରେ ଅନେକ ଲୋକଙ୍କ ହୃଦୟ କୁ କିଣି ପାରିଥିଲେ । କିନ୍ତୁ ଅସଲ ରେ ସେ ଜଣେ ମୁସଲିମ ଅଟନ୍ତି । ତାଙ୍କର ଅସଲ ନାମ ସାହିରା ଅଲ୍ଲୀ ଅଟେ । ବଲିଉଡ଼ ରେ ପାଦ ରଖିବା ପରେ ସେ ନିଜର ନାମ ପରିବର୍ତ୍ତନ କରିଦେଇଥିଲେ ।
ମାନା ସେଠୀ- ବଲିଉଡର ସବୁଠାରୁ ଲୋକ ପ୍ରିୟ ଅଭିନେତା ସୁନୀଲ ସେଠୀଙ୍କ ପତ୍ନୀଙ୍କ ନାଁ ମାନା ସେଠୀ ଅଟେ । ସେ ୨୦୦୨ ମସିହାରେ ଆସିଥିବା ଫିଲ୍ମ ଚଲଚଲା ଚଲ ରେ କାମ କରିଥିଲେ । ମାନା ସେଠୀଙ୍କ ଜନ୍ମ ଏକ ମୁସଲମାନ କାଦରୀ ପରିବାରରେ ହୋଇଥିଲା । ଏବଂ ତାଙ୍କର ଅସଲି ନାମ ମାନା କାଦରୀ ଅଟେ । ସେ ଏହି ଫିଲ୍ମରେ ଅଭିନୟ କରି ବହୁତ ପ୍ରଶଂସା ପାତ୍ର ହୋଇ ପାରିଛନ୍ତି । ସୁନୀଲ ସେଠୀ ମାନାଙ୍କୁ ବହୁତ ଭଲପାଆନ୍ତି । ତାଙ୍କର ଭଲପାଇବା , ସେ ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଫଟୋରୁ ଜଣାପଡ଼ିଥାଏ ।
ତବୁ-ବଲିଉଡର ବର୍ତ୍ତମାନ ସମୟ ର ଜଣେ ପ୍ରସିଦ୍ଧ ଅଭିନେତ୍ରୀ ହେଉଛନ୍ତି ତବୁ । ତବୁ ବର୍ତ୍ତମାନ ୪୭ ବର୍ଷ ର ହୋଇ ସାରିଲେଣି । ଏତେ ବର୍ଷ ହେବା ସତ୍ତ୍ଵେ ମଧ୍ୟ ସେ ଦର୍ଶକ ମାନଙ୍କ ର ମନୋରଞ୍ଜନ କରି ଆସୁଛନ୍ତି । ତବୁ ଙ୍କ ର ଲୋକପ୍ରିୟତା ବହୁତ ଅଧିକ ଅଟେ । ତାଙ୍କର ଅନେକ ପ୍ରସଂଶକ ରହିଛନ୍ତି । ଏହି କଥା ବହୁତ କମ ଲୋକଙ୍କୁ ଜଣା ଅଛି ଯେ ତବୁ ହିନ୍ଦୁ ନୁହଁନ୍ତି ବରଂ ମୁସଲିମ ଅଟନ୍ତି । ତବୁ ଙ୍କ ର ଅସଲ ନାମ ହେଉଛି ତପସୁମ ଫତିମା ହାସମୀ ଅଟେ ।
ମାନ୍ୟତା ଦତ୍ତ-ବନ୍ଧୁଗଣ ବଲିଉଡର ଖଳନାୟକ ସଂଜୟ ଦତ୍ତ ଙ୍କ ର ତୃତୀୟ ପତ୍ନୀ ହେଉଛନ୍ତି ମାନ୍ୟତା ଦତ୍ତ । କିନ୍ତୁ ବହୁତ କମ ଲୋକଙ୍କୁ ଜଣା ଅଛି ସେ ସେ ବାସ୍ତବ ରେ ଜଣେ ମୁସଲିମ ଅଟନ୍ତି । ତାଙ୍କର ଅସଲ ନାମ ଦିଲ ନବାଵ ଶେଖ ଅଟେ । ମାନ୍ୟତା ଫିଲ୍ମ କୁ ଆସିବା ପାଇଁ ନିଜର ନାମ ପରିବର୍ତ୍ତନ କରିଥିଲେ ।
ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ