ନାମିଦାମି ହିରୋଙ୍କୁ ଛାଡି ଭିଲିଆନ ଙ୍କୁ ନିଜର ଜୀବନ ସାଥି ବାଛିନେଲେ Bollywood ର ଏହି 6 ଜଣ ହିରୋଇନ, 4 ନମ୍ବର ଯୋଡି ତ ସମସ୍ତଙ୍କ ଫେବ୍ରେଟ

ନମସ୍କାର ବନ୍ଧଗଣ , ବନ୍ଧୁଗଣ ଚଳଚିତ୍ର ସବୁ ରେ ନାୟକ ହେଉ ବା ଖଳ ନାୟକ ସମସ୍ତେ ନିଜ ନିଜର ଭୂମିକା କୁ ବହୁତ ଭଲ ଭାବରେ କରିଥାନ୍ତି । ବହୁତ ଜାଗା ରେ ତ ନାୟକ ଙ୍କ ସ୍ଥାନ ରେ ଖଳନାୟକ ଙ୍କ ଅଭିନୟ ଲୋକମାନଙ୍କୁ ବହୁତ ପସନ୍ଦ ଆସିଯାଇଥାଏ । ଆଉ ଏବେ ତ ଗୋଟେ ନୂଆ ଟ୍ରେଣ୍ଡ ହୋଇସାରିଲାଣି ସମସ୍ତେ ପ୍ରାୟ ଖଳନାୟକ ଙ୍କ ଅଭିନୟ କୁ ପସନ୍ଦ କରୁଛନ୍ତି । ବର୍ତ୍ତମାନ ପ୍ରାୟ ନାୟକ ମଧ୍ୟ ଖଳନାୟକ ର ଭୂମିକା କରିବାକୁ ଲାଗିଲେଣି ।

ବଲିଉଡ଼ ରେ ଏମିତି ମଧ୍ୟ ପ୍ରାୟ ଅଭିନେତ୍ରୀ ଅଛନ୍ତି ଯେଉଁମାନେ କି ବଡ଼ ବଡ଼ ନାୟକ ଙ୍କୁ ଛାଡି ଖଳନାୟକ ମାନଙ୍କୁ ବିବାହ କରୁଛନ୍ତି । ଆଉ ଆଜି ଆମେ ଆପଣଙ୍କୁ ସେମିତି କିଛି ନାୟିକା ଙ୍କ ବିଷୟରେ ଜଣାଇବାକୁ ଚାହୁଁଛୁ ।

ପ୍ରଥମେ କଥା ହେବା ସୋନୁ ସୁଡ଼ ଙ୍କ ବିଷୟରେ ଯିଏ ବଲିଉଡ ରୁ ନେଇ ଟଲିଉଡ଼ ଯାଏ ବହୁତ ଚଳଚିତ୍ର ରେ ଖଳନାୟକ ର ଭୂମିକା ବହୁତ ଭଲ ଭାବରେ କରିଛନ୍ତି । ଯଦି ସୋନୁ ଙ୍କର ପତ୍ନୀ ଙ୍କ କଥା ହେବା ତେବେ ତାଙ୍କ ପତ୍ନୀ ଙ୍କର ନାମ ସୋନାଲି । ଯିଏ କି ଜଣେ ମଡେଲ । ବହୁତ ଚଳଚିତ୍ର ରେ ମଧ୍ୟ ସେ ଦେଖିବାକୁ ମିଳିଛନ୍ତି । ସେ ଜଣେ ଚଳଚିତ୍ର ନିର୍ଦେଶକ ମଧ୍ୟ ଅଟନ୍ତି।

ଯଦି ଶକ୍ତି କପୁର ଙ୍କ ବିଷୟରେ କଥା ହେବା ସେ ତାଙ୍କ ଖଳନାୟକ ଭୂମିକା ମାଧ୍ୟମରେ ଅନେକ ପୁରସ୍କାର ପାଇଛନ୍ତି । ସେ ତାଙ୍କ ଅଭିନୟ ମାଧ୍ୟମରେ ସମସ୍ତଙ୍କୁ ନିଜର କରିନେଇଛନ୍ତି । ସେ ବିଶ୍ୱ ସୁନ୍ଦରୀ ଅଭିନେତ୍ରୀ ପଦ୍ମିନୀ କୋଲହାପୁରୀ ଙ୍କୁ ବିବାହ କରିଛନ୍ତି । ଯାହାକୁ ସିଏ ବହୁତ ଭଲ ପାଆନ୍ତି ।

ଏବେ ଜାଣନ୍ତୁ ପୂଜା ବତରା ଙ୍କ ବିଷୟରେ । ସୁନ୍ଦରୀ ଅଭିନେତ୍ରୀ ପୂଜା ବତରା ନବାଵ ସାହା ଙ୍କ ସହିତ ବହୁତ ଦିନ ପ୍ରେମ ସମ୍ପର୍କ ରେ ରହିବା ପରେ ତାଙ୍କୁ ବିବାହ କରିଥିଲେ । ନବାଵ ସାହା ଟାଇଗର ଜ଼ୀନ୍ଦା ହେ ଏବଂ ଡ଼ନ ୨ ଛଡା ଅନେକ ଚଳଚ୍ଚିତ୍ରରେ ଅଭିନୟ କରିବା ସହ ସାଉଥ ଚଳଚିତ୍ରରେ ମଧ୍ୟ କାମ କରିଛନ୍ତି ।

କ୍ରିତିକା ସେହଗଲ କସମ , ରାଣୀ ଲଷ୍ମୀ ବାଇ ଆଦି ଧାରାବାହିକ ରେ କାମ କରିବା ପରେ ପଙ୍କଜ ଧିରାଜ ଙ୍କ ପୁତ୍ର ନିତିନ ଧିରାଜ ଙ୍କ ସହ ବିବାହ କରିଥିଲେ । ସେ ୨୦୧୪ ମସିହାରେ ବିବାହ କରିଥିଲେ ।

ଗୁଲସନ ଗ୍ରୋଭର ତାଙ୍କ ପ୍ରଥମ ପତ୍ନୀ ଙ୍କୁ ଛାଡପତ୍ର ଦେବା ପରେ କସିସ ଗ୍ରୋଭର ଙ୍କ ସହ ବିବାହ କରିଥିଲେ । ଆପଣଙ୍କୁ ଜଣାଇଦେଉଛୁ ଯେ ଗୁଲସନ ଗ୍ରୋଭର ଙ୍କ ପତ୍ନୀ ଖୁବ ସୁନ୍ଦରୀ ଏବଂ ସେ ଜଣେ ଘରୋଇ ମହିଳା ଅଟନ୍ତି ।

ରେଣୁକା ସାହାଣେ ବହୁତ ଚଳଚ୍ଚିତ୍ରରେ ବହୁତ ଭଲ ଅଭିନୟ କରିଆସିଛନ୍ତି। ରେଣୁକା ସାହାଣ ଆଶୁତୋଷ ରାଣା ଙ୍କ ସହିତ ୨୦୦୧ ରେ ବିବାହ କରିଥିଲେ । ଆଶୁତୋଷ ଅନେକ ଚଳଚ୍ଚିତ୍ର ଦ୍ବାରା ପରିଚିତ କିନ୍ତୁ ତାଙ୍କ ଚଳଚ୍ଚିତ୍ର ସଂଘର୍ଷ ଦ୍ବାରା ସେ ଆହୁରି ପରିଚିତ ହୋଇଯାଇଥିଲେ ।

ପୁନି ବର୍ମା ପ୍ରକାଶ ରାଜ ଙ୍କ ସହ ୨୦୧୦ ରେ ବିବାହ କରିଥିଲେ । ପ୍ରକାଶ ରାଜ ଜଣେ ନାମିଦାମୀ ଖଳନାୟକ ।

ଡାନି ଡେନ ଜୋମ୍ବା ୧୯୦୦ ମସିହାର ନାମିଦାମୀ ନାୟକ । ସେ ସିକିମ ର ରାଜକୁମାରି ଗମା ଡମା ଜୋମ୍ବା ଙ୍କ ସହିତ ବିବାହ କରିଥିଲେ ।

କେ କେ ମେନନ ଅଭିନେତ୍ରୀ ନିବେଦିତା ଭଟାଚାର୍ଯ୍ୟ ଙ୍କ ସହ ବିବାହ କରିଥିଲେ ।

ସ୍ୱରୂପ ସମ୍ପଦ ଅଭିନେତା ପରେସ ଙ୍କ ସହିତ ବିବାହ କରିଥିଲେ । ଆଉ ଏବେ ତାଙ୍କର ଦୁଇଟି ପୁଅ ମଧ୍ୟ ଅଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *