Bollywood ରେ ସୁପର ହିଟ ଅଟେ ଏହି ୫ ଟି ଶାଳି-ଭିଣେଇ ଯୋଡ଼ି, ନମ୍ବର ୨ ତ ଏକା ସହିତ କରି ସାରିଛନ୍ତି ରୋମାନ୍ସ

ବନ୍ଧୁଗଣ ବଲିଉଡ ଇଣ୍ଡଷ୍ଟ୍ରି ବର୍ତ୍ତମାନ ବହୁତ ବଡ ପରିବାର ହୋଇସାରିଛି । କାରଣ ଏହି ବଲିଉଡରେ ଅଭିନୟ କରୁଥିବା ବିଭିନ୍ନ କଳାକାର ମାନେ ପରସ୍ପର ସହ ପ୍ରେମ ବିବାହ କରିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ବଲିଉଡର କିଛିଟା ଫେମସ ଷ୍ଟାର ଓ ସେମାନଙ୍କ ଶାଳିଙ୍କ ବିଷୟରେ କହିବୁ । ବଲିଉଡର ଏହି ଷ୍ଟାର ମାନେ ତାଙ୍କ ଶାଳି ମାନଙ୍କୁ ବହୁତ ଭଲ ପାନ୍ତି ଓ ସେମାନଙ୍କର ସମ୍ମାନ ମଧ୍ୟ କରିଥାନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି ଷ୍ଟାର ଓ ତାଙ୍କ ଶାଳି ମାନଙ୍କ ବିଷୟରେ ।

ପରିନିତି ଚୋପଡା ଓ ନିକ ଜୋନସ- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ପରିନିତି ଚୋପଡା ଓ ତାଙ୍କ ଭିଣେଇ ନିକ ଜୋନସ । ବନ୍ଧୁଗଣ ପରିନିତି ଓ ହଲିଉଡ ଷ୍ଟାର ପ୍ରିୟଙ୍କା ସମ୍ପର୍କୀୟ ଭଉଣୀ ହୋଇଥିଲେ ମଧ୍ୟ ଏମାନଙ୍କ ମଧ୍ୟରେ ବହୁତ ଭଲ ପାଇବା ରହିଛି ।

 

ପ୍ରିୟଙ୍କାଙ୍କୁ ନିକ ଜୋନସ ବିବାହ କରିଛନ୍ତି । ତା ହେଲେ ଏହି ଦ୍ରୁଷ୍ଟିରୁ ପରିନିତି ନିକଙ୍କର ଶାଳି ହେବେ । ପରିନିତି ପ୍ରାୟ ବହୁତ ସମୟ ନିଜ ଭିଣେଇ ନିକ ଜୋନସ ଓ ତାଙ୍କ ଭଉଣୀ ପ୍ରିୟଙ୍କାଙ୍କ ସହିତ ନଜର ଆସିଛନ୍ତି । ନିକ ମଧ୍ୟ ପରିନିତିଙ୍କୁ ବହୁତ ସ୍ନେହ କରନ୍ତି ।

କରିସ୍ମା କପୁର ଓ ଶେଫ ଅଲି ଖାନ-

ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ କରିନା କପୁର ଓ ଅଭିନେତା ଶେଫ ଅଲି ଖାନ । କରିସ୍ମାଙ୍କର ଭଉଣୀ ହେଉଛନ୍ତି କରିନା କପୁର ଓ କରିନା ବିବାହ କରିଛନ୍ତି ଶେଫ ଅଲି ଖାନଙ୍କ ସହିତ । ବଲିଉଡର ସବୁଠାରୁ ଫେମସ ଭେଣେଇ ଓ ଶାଳି ଯୋଡି ହେଉଛନ୍ତି ଶେଫ ଓ କରିସ୍ମାଙ୍କ ଯୋଡି । ଏମାନେ ଅଧିକାଂଶ ସମୟ ଏକା ସହ ନଜର ଆସିଛନ୍ତି । ଏହି ଦୁଇଜଣ ବହୁତ ମସ୍ତି କରୁଥିବାର ମଧ୍ୟ ନଜର ଆସିଛନ୍ତି । ଏମାନେ ହମ ସାଥ ସାଥ ହେଁ ଫିଲ୍ମ ରେ ଏକା ସହିତ ରୋମାନ୍ସ ମଧ୍ୟ କରି ସାରିଛନ୍ତି ।

ତନିଶା ମୁଖାର୍ଜୀ ଓ ଅଜୟ ଦେବଗନ-

ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ଅଭିନେତ୍ରୀ ତନିଶା ମୁଖାର୍ଜୀ ଓ ଅଭିନେତା ଅଜୟ ଦେବଗନ । ସମ୍ପର୍କରେ ଏହି ଦୁଇଜଣ ଭିଣେଇ ଓ ଶାଳି ଅଟନ୍ତି । କାରଣ ଅଜୟ ତନିଶାଙ୍କ ଭଉଣୀ କାଜୋଲଙ୍କ ସହ ବିବାହ କରିଛନ୍ତି । ଅଜୟ ଓ ତନିସା ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି । ଅଜୟ ତନିଶାଙ୍କୁ ବହୁତ ସ୍ନେହ ଓ ସମ୍ମାନ ମଧ୍ୟ ଦିଅନ୍ତି । ଏହି ଭିଣେଇ ଓ ଶାଳି ଯୋଡିକୁ ମଧ୍ୟ ଲୋକମାନେ ବହୁତ ପସନ୍ଦ କରିଛନ୍ତି ।

ରିଙ୍କି ଖନା ଓ ଅକ୍ଷୟ କୁମାର

ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ରିଙ୍କି ଖନା ଓ ବଲିଉଡ ଅଭିନେତା ଅକ୍ଷୟ କୁମାର । ଅକ୍ଷୟଙ୍କ ସ୍ତ୍ରୀ ଅଭିନେତ୍ରୀ ଟ୍ଵିଙ୍କଲ ଖନାଙ୍କର ସାନ ଭଉଣୀ ହେଉଛନ୍ତି ରିଙ୍କି ଖନା । ରାଜେସ ଖନାଙ୍କ ମୃତ୍ୟୁ ପରେ ଅକ୍ଷୟ ରିଙ୍କିଙ୍କର ବହୁତ ଧ୍ୟାନ ରଖିଥିଲେ ଓ ଭଲ ପାଇବା ଦେଇଥିଲେ । ରିଙ୍କି ଓ ଅକ୍ଷୟ ବହୁତ ଭଲ ସାଙ୍ଗ ମଧ୍ୟ ଅଟନ୍ତି ।

ରାଜ କୁନ୍ଦ୍ରା ଓ ସମିତା ସେଠି

ଶିଳ୍ପା ସେଠିଙ୍କ ବଲିଉଡ କ୍ୟାରିୟର ବହୁତ ଭଲ ଥିଲା , କିନ୍ତୁ ବିବାହ ପରେ ସେ ଫିଲ୍ମରେ କମ ନଜର ଆସିଛନ୍ତି , ଶିଳ୍ପା ବର୍ଷ ୨୦୦୯ ରେ ବିଜନେସ ମ୍ୟାନ ରାଜ କୁନ୍ଦ୍ରାଙ୍କ ସହ ବିବାହ କରିଥିଲେ , ଶିଳ୍ପାଙ୍କ କାରଣରୁ ଏବେ ରାଜ କୁନ୍ଦ୍ରା ମଧ୍ୟ ଜଣେ ଜଣାଶୁଣା ଚେହେରା ହୋଇସାରିଲାଣି , ରାଜଙ୍କର ଶାଳୀ ସମିତା ସେଠି, କିନ୍ତୁ ସେ ବଲିଉଡରେ ଶିଳ୍ପାଙ୍କ ଭଳି ଅଧିକ ନା କରି ପାରି ନଥିଲେ ।

ଏମିତି ହିଁ ବଲିଉଡ ବିଷୟରେ ପ୍ରତିଦିନ ନୂଆ ନୂଆ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ଓ ଆମ ସହ ଯୋଡି ହୁଅନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *