ବିବାହର ମାତ୍ର ୯ ଦିନ ପରେ ଫସିଲେ କମେଡିଆନ୍‌ ସୁଗନ୍ଧା ମିଶ୍ରା, ଥାନାରେ ହେଲା ମାମଲା ରୁଜୁ

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ହିନ୍ଦୀ ଟେଲିଭିଜନ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି କଳାକାର ମାନେ ନିଜ ଅଭିନୟ ଓ ନିଜ ପର୍ଶନାଲ ଲାଇଫ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଟିଭିର ଫେମସ କମେଡିଆନ ସୁଗନ୍ଧା ମିଶ୍ରଙ୍କ ବିଷୟରେ କହିବାକୁ ଯାଉଛୁ । ଆପଣ ମାନେ ସମସ୍ତେ ସୁଗନ୍ଧାଙ୍କୁ ଟିଭିର ଫେମସ ରିଆଲିଟି ସୋ ‘ଦ କପିଲ ଶର୍ମା ସୋ ‘ରେ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ସୁଗନ୍ଧା ନିଜ କମେଡି ଦ୍ଵାରା ବହୁତ ଲୋକପ୍ରିୟତା ହାସଲ କରିଛନ୍ତି ଓ ସେ ଏହି କିଛି ଦିନ ତଳେ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି ।

ଆପଣ ମାନେ ତ ଏହା ନିଶ୍ଚୟ ଜାଣିଥିବେ ଯେ, ଗତ ୯ ଦିନ ତଳେ ସୁଗନ୍ଧା ମିଶ୍ର ଓ ସଙ୍କେତ ଭୋସଲେଙ୍କର ବିବାହ ହୋଇଥିଲା । ଏହି ଦୁଇଜଣ ହେଉଛନ୍ତି ଟିଭି କଳାକାର ଓ ଏହି ଦୁଇଜଣ ପରସ୍ପରକୁ ପ୍ରେମ କରି ବିବାହ କରିଛନ୍ତି । ହେଲେ ବନ୍ଧୁଗଣ ବର୍ତ୍ତମାନ ଏହା ଖବର ମିଳିଛି ଯେ ସୁଗନ୍ଧାଙ୍କ ବି-ରୋ-ଧ-ରେ ବର୍ତ୍ତମାନ ମା-ମ-ଲା ରୁଜୁ ହୋଇଛି ଯାହା ବିଷୟରେ ଆଜି ଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

ବନ୍ଧୁଗଣ ଗତ ଗୁରୁବାର ଦିନ ପଗୱାଡା ଥା-ନା-ରେ ସୁଗନ୍ଧାଙ୍କ ବି-ରୋ-ଧରେ ମା-ମ-ଲା ରୁଜୁ ହୋଇଛି । କରୋନା କାଳରେ ହୋଇଥିବା ବାହା ଘର ଭୋଜିରେ କରୋନା ନିୟମ ଉଲ୍ଲଂଘନ ନେଇ ଅ-ଭି-ଯୋ-ଗ ହେବା ପରେ ପୋ-ଲି-ସ ମା-ମ-ଲା ରୁଜୁ କରିଥିବା କୁହାଯାଉଛି ।


ଅନ୍ୟ ପକ୍ଷରେ କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି ବୋଲି ସୁଗନ୍ଧା ଓ ସଙ୍କେତ କହିଛନ୍ତି । ହେଲେ ବନ୍ଧୁଗଣ ତାଙ୍କ ବିବାହ ଭୋଜିରେ ଅଧିକ ଲୋକ ଉପସ୍ଥିତ ଥିବା ହେତୁ ମା-ମ-ଲା ରୁଜୁ ହୋଇଛି । କେବଳ ଏତିକି ନୁହେଁ ହୋଟେଲ କର୍ତ୍ତୃପକ୍ଷଙ୍କ ବି-ରୋ-ଧ-ରେ ପୋ-ଲି-ସ ମା-ମ-ଲା ରୁଜୁ କରିଛି । ହେଲେ ବନ୍ଧୁଗଣ ପୋ-ଲି-ସ ବର୍ତ୍ତମାନ ପର୍ଯ୍ୟନ୍ତ କାହାକୁ ଗି-ର-ଫ କରିନାହିଁ ।

ସୋସିଆଲ ମିଡିଆରେ ସୁଗନ୍ଧାଙ୍କ ବିବାହ ଫୁଟେଜ ଭାଇରାଲ ହେବା ପରେ ପୋଲିସ ତାଙ୍କ ବି-ରୋ-ଧ-ରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଜଳନ୍ଧରରେ ଯେଉଁ ହୋଟେଲରେ ସୁଗନ୍ଧାଙ୍କ ବିବାହ ହୋଇଥିଲା ସେଠାକର ମ୍ୟାନେଜମେଣ୍ଟ ବି-ରୋ-ଧ-ରେ ଏଫ-ଆଇ-ଆର ମଧ୍ୟ ରୁଜୁ ହୋଇଛି । ୯ ଦିନ ପୂର୍ବରୁ ୨୬ ଏପ୍ରିଲ୍‌ରେ କ୍ଲବ କଓ୍ବାନା ରିଜୋର୍ଟରେ ସୁଗନ୍ଧା ଓ ସଙ୍କେତ ବିବାହ ବନ୍ଧନରେ ବା-ନ୍ଧି ହୋଇଥିଲେ ।

ମିଡିଆ ରିପୋର୍ଟ ଅନୁସାରେ ଏହା ଖବର ମିଳିଛି ଯେ ଏହି ବିବାହରେ ସାମିଲ ହୋଇଥିବା ସମସ୍ତ ଅତିଥି ମାନଙ୍କୁ ୨୪ ଘଣ୍ଟା ପର୍ଯ୍ୟନ୍ତ କ୍ଵାରେଣ୍ଟାଇନରେ ରଖାଯାଇଥିଲା । ବିବାହ ପୂର୍ବରୁ ଏକ ଇଣ୍ଟରଭ୍ୟୁ ଦ୍ଵାରା ସୁଗନ୍ଧା କହିଥିଲେ ଯେ, ସେ ତାଙ୍କ ବିବାହ ଧୁମଧାମରେ କରିବାକୁ ଚାହୁଁଥିଲେ କିନ୍ତୁ କରୋନା ଯୋଗୁ ଏହା ସମ୍ଭବ ନୁହେଁ । ନିଜ ବିବାହ ପାଇଁ ସମସ୍ତ ସପିଂ ସୁଗନ୍ଧା ଅନଲାଇନ୍‌ରୁ କରିଥିଲେ ।

ହେଲେ ବନ୍ଧୁଗଣ ବର୍ତ୍ତମାନ ସୁଗନ୍ଧା ବହୁତ ବଡ ସମସ୍ୟାରେ ପଡିଯାଇଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସୁଗନ୍ଧାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ କରି ନିଶ୍ଚୟ ଜଣେଇବେ । ଓ ଟିଭି ଦୁନିଆ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *