ବିବାହ କରିବା ପାଇଁ ହିନ୍ଦୁ ଧର୍ମ ଛାଡି ମୁସ୍ଲିମ ଧର୍ମ ଗ୍ରହଣ କରିଥିଲେ ଏହି 5 ଜଣ Bollywood ଷ୍ଟାର, ୩ ନମ୍ବର ଙ୍କ ନାଁ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ !

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କୁ ନିଶ୍ଚୟ ଦେଖିଥିବେ । ବଲିଉଡ ଇଣ୍ଡଷ୍ଟ୍ରିରେ ଥିବା ଏହି କଳାକାର ମାନେ ନିଜ ଲଭ ଅଫେୟାର ଓ ନିଜ ବିବାହ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ବଲିଉଡରେ ଏପରି କିଛି କଳାକାର ଅଛନ୍ତି ଯେଉଁ ମାନେ ନିଜ ପାର୍ଟନରଙ୍କୁ ବିବାହ କରିବା ପାଇଁ ନିଜର ଧର୍ମ ପରିବର୍ତ୍ତନ କରିଛନ୍ତି ।

ଆଜି ଆମେ ଆପଣ ମାନଙ୍କୁ ବଲିଉଡର ଏହି କଳାକାର ମାନଙ୍କ ବିଷୟରେ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହି କଳାକାର ମାନଙ୍କ ବିଷୟରେ ।

ଶର୍ମୀଲା ଟାଗୋର- ବନ୍ଧୁଗଣ ଆମ ଲିଷ୍ଟର ପ୍ରଥମ ସ୍ଥାନରେ ଅଛନ୍ତି ବଲିଉଡର ଦିଗଜ ଅଭିନେତ୍ରୀ ଶର୍ମୀଲା ଟାଗୋର । ଆପଣ ମାନେ ସମସ୍ତେ ଅନେକ ଫିଲ୍ମରେ ଶର୍ମୀଲାଙ୍କୁ ନିଶ୍ଚୟ ଦେଖିଥିବେ । ହେଲେ ବନ୍ଧୁଗଣ ଶର୍ମୀଲା ବିବାହ କରିବା ପାଇଁ ନିଜ ଧର୍ମକୁ ପରିବର୍ତ୍ତନ କରି ମୁସ୍ଲିମ ଧର୍ମ ଗ୍ରହଣ କରିଥିଲେ । ସେ ୨୭ ଡିସେମ୍ବର ୧୯୬୯ ମସିହାରେ ଏକ ବିବାହ ସମାରୋହରେ ପଟୋଦୀର ନବାବ ଓ ଭାରତୀୟ କ୍ରିକେଟ ଟିମର ପୂର୍ବ କ୍ୟାପଟେନ ଅଲି ଖାନ ପଟୋଦୀଙ୍କ ସହ ବିବାହ କରିଥିଲେ । ବିବାହ ପରେ ଶର୍ମୀଲା ନିଜ ନାମ ବେଗମ ଆୟଶା ସୁଲ୍ତାନା ଖାନ ରଖିଥିଲେ ।

ଦିବ୍ୟା ଭାରତୀ- ବନ୍ଧୁଗଣ ଆମ ଲିଷ୍ଟର ଦ୍ଵିତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ଦିବ୍ୟା ଭାରତୀ । ଦିବ୍ୟା ବଲିଉଡରେ ଅନେଲ ସୁପର ହିତ ଫିଲ୍ମରେ କାମ କରିଛନ୍ତି ହେଲେ ଆଜି ସେ ଏହି ଦୁନିଆରେ ନାହାନ୍ତି । ଦିବ୍ୟା ମଧ୍ୟ ବିବାହ କରିବା ପାଇଁ ନିଜ ଧର୍ମ ବଦଳାଇ ଥିଲେ ଓ ଇସଲାମ ଧର୍ମ ଗ୍ରହଣ କରିଥିଲେ । ସେ ସାଜିଦ ନାଡିଆଡବାଲାଙ୍କ ସହ ବିବାହ କରିଥିଲେ ।

ନରଗିସ ଦତ୍ତ- ବନ୍ଧୁଗଣ ଆମ ଲିଷ୍ଟର ତୃତୀୟ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତ୍ରୀ ନରଗିସ ଦତ୍ତ । ନରଗିସ ହେଉଛନ୍ତି ବଲିଉଡର ଜଣେ ଦିଗଜ ଅଭିନେତ୍ରୀ ଯିଏ ବଲିଉଡକୁ ଅନେକ ସୁପର ହିତ ଫିଲ୍ମ ଦେଇଛନ୍ତି । ନରଗିସ ପ୍ରଥମେ ମୁସ୍ଲିମ ଥିଲେ ହେଲେ ସେ ନିଜ ପ୍ରେମକୁ ପାଇବା ପାଇଁ ସୁନୀଲ ଦତ୍ତଙ୍କ ସହ ବିବାହ କରିଥିଲେ ।

ଏ ଆର ରେହେମାନ- ବନ୍ଧୁଗଣ ଆମ ଲିଷ୍ଟର ଚତୁର୍ଥ ସ୍ଥାନରେ ଅଛନ୍ତି ଭରତର ଦିଗଜ ଗାୟକ ଏ ଆର ରେହେମାନ । ସେ ଏକ ଗାୟକ ହେବା ସହିତ ଜଣେ ସଙ୍ଗୀତ ନିର୍ମାତା ମଧ୍ୟ ଅଟନ୍ତି । ଏ ଆର ରେହେମାନଙ୍କ ପ୍ରକୃତ ନାମ ହେଉଛି ଏଏସ ଦିଲୀପ କୁମାର । ସେ ଅଲାହଙ୍କ ଉପରେ ବହୁତ ବିଶ୍ଵାସ ରଖିଥିଲେ । ଅଲାହଙ୍କ ଉପରେ ଥିବା ବିଶ୍ଵାସ ପାଇଁ ସେ ନିଜ ଧର୍ମ ପରିବର୍ତ୍ତନ କରିଥିଲେ ।

ଧର୍ମେନ୍ଦ୍ର- ବନ୍ଧୁଗଣ ଆମ ଲିଷ୍ଟର ଶେଷ ସ୍ଥାନରେ ଅଛନ୍ତି ବଲିଉଡ ଅଭିନେତା ଧର୍ମେନ୍ଦ୍ର । ଧର୍ମେନ୍ଦ୍ର ପ୍ରଥମରୁ ପ୍ରକାଶ କୌର ନାମକ ଏକ ମହିଳାଙ୍କ ସହ ବିବାହ କରିଥିଲେ । ହେଲେ ବଲିଉଡକୁ ଆସିବା ପରେ ସେ ବଲିଉଡର ଦିଗଜ ଅଭିନେତ୍ରୀ ହେମା ମାଲିନୀଙ୍କୁ ପ୍ରେମ କରି ବସିଥିଲେ  । ହିନ୍ଦୁଧର୍ମ ଅନୁସାରେ କୌଣସି ଲୋକ ବିନା ତଲାକରେ ଦ୍ଵିତୀୟ ବିବାହ କରିପାରିବ ନାହିଁ । ତେଣୁ ଧର୍ମେନ୍ଦ୍ର ନିଜର ଧର୍ମ ପରିବର୍ତ୍ତନ କରି ଇସଲାମ ଧର୍ମ ଗ୍ରହଣ କରିଥିଲେ ଓ ହେମାଙ୍କୁ ବିବାହ କରିଥିଲେ ।

ଆପଣଙ୍କୁ ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥିଲେ ଲାଇକ ଆଉ ସେୟାର କରନ୍ତୁ । ଏହିପରି ବଲୀଉଡର କିଛି ଚଟପଟା ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରି ଆମ ସହିତ ଯୋଡି ହୁଅନ୍ତୁ ।

Leave a Reply

Your email address will not be published. Required fields are marked *