ବିବାହ ବନ୍ଧନରେ ବାନ୍ଧି ହେଲେ Bollywood ର ଏହି ଓଡିଆ ଅଭିନେତ୍ରୀ 

ବନ୍ଧୁଗଣ ଆପଣ ମାନେ ସମସ୍ତେ ଆମ ଅଲିଉଡ ଓ ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ଏହି ଅଭିନେତ୍ରୀ ମାନେ କୌଣସି ନା କୌଣସି କାରଣକୁ ନେଇ ସୋସିଆଲ ମିଡିଆରେ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଏପରି ଏକ ଅଲିଉଡ ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ଯିଏ କେବଳ ଅଲିଉଡରେ ନୁହେଁ ସେ ବଲିଉଡରେ ମଧ୍ୟ ନିଜ ଅଭିନୟ ଦ୍ଵାରା ପ୍ରସିଦ୍ଧି ହାସଲ କରିଛନ୍ତି ।

ବନ୍ଧୁଗଣ ସେହି ଅଭିନେତ୍ରୀ ଜଣକ ଆଉ କେହି ନୁହନ୍ତି ସେ ହେଉଛନ୍ତି ଅଲିଉଡ ଓ ବଲିଉଡ ଅଭିନେତ୍ରୀ ସୁଲଘ୍ନା ପାଣିଗ୍ରାହୀ । ବନ୍ଧୁଗଣ ଆପଣ ମାନେ ସମସ୍ତେ ଅଭିନେତ୍ରୀ ସୁଲଘ୍ନାଙ୍କୁ କେତେକ ବଲିଉଡ ଫିଲ୍ମ ଓ ଟିଭି ସିରିଏଲରେ ନିଶ୍ଚୟ ଦେଖିଥିବେ ।

ବନ୍ଧୁଗଣ ସୁଲଘ୍ନା ଏହି କିଛି ଦିନ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଅଛନ୍ତି । ଏହାର କାରଣ ହେଉଛି ସୁଲଘ୍ନା କିଛି ସମୟ ପୂର୍ବରୁ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ମଣିଷ ଜଣକଙ୍କ ବିଷୟରେ ଯିଏ ସୁଲଘ୍ନାଙ୍କ ସହ ବିବାହ କରିଛନ୍ତି । ବନ୍ଧୁଗଣ ସୁଲଘ୍ନା ବ୍ରମହାପୁର ଓଡିଶାରେ ଜନ୍ମ ଗ୍ରହଣ କରିଥିଲେ ।

ସେ ଜଣେ ସୁନ୍ଦର ଅଭିନେତ୍ରୀ ହେବା ସହ ଜଣେ ଫିଲ୍ମ ନିର୍ମାତା ମଧ୍ୟ ଅଟନ୍ତି । ସେ ପ୍ରଥମେ ହିନ୍ଦୀ ଟେଲିଭିଜନ ସିରିଏଲ ‘ଅମ୍ବର ଧରା’ରୁ ନିଜ ଅଭିନୟ କାରିୟରର ଆରମ୍ଭ କରିଥିଲେ । ଏହି ସିରିଏଲରେ ସେ ମୁଖ୍ୟ ଅଭିନେତ୍ରୀ ଧରାର ଭୂମିକା ପଦର୍ଶନ କରି ବହୁତ ଲୋକପ୍ରିୟତା ହାସଲ କରିଥିଲେ । ଏହାପରେ ସେ ୨୦୧୧ରେ ବଲିଉଡ ସୁପର ହିଟ ଫିଲ୍ମ ‘ମର୍ଡର ୨’ରେ ନଜର ଆସିଥିଲେ । ଏହି ଫିଲ୍ମଟି ବହୁତ ଲୋକପ୍ରିୟତା ହାସଲ କରିଥିଲା । ବନ୍ଧୁଗଣ ଏହି ଫିଲ୍ମ ପରେ ସେ ରେଡ, ଇସାଇ ଓ ଗୁରୁ ଦକ୍ଷିଣା ଆଦି ଫିଲ୍ମରେ ଅଭିନୟ କରି ବଲିଉଡରେ ସଫଳତା ପାଇଛନ୍ତି ।

ହେଲେ ବନ୍ଧୁଗଣ ଏହି ଗତ ଶନିବାର ଦିନ ସେ ହାସ୍ୟ ଅଭିନେତା ବିଶ୍ଵ କଲ୍ୟାଣ ରଥଙ୍କ ହାତ ଧରି ଗୁପ୍ତ ବିବାହ କରିଛନ୍ତି, ନିଜ ଗୁପ୍ତ ବିବାହର ଫଟୋକୁ ସେ ଶନିବାର ଦିନ ସୋସିଆଲ ମିଡିଆରେ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଜିତ କରିଦେଇଛନ୍ତି । ଏହି ବିବାହରେ ସେମାନଙ୍କର ପରିବାର ଲୋକ ଓ ଅଳ୍ପ କିଛି ବନ୍ଧୁବାଧବ ଉପସ୍ଥିତ ଥିଲେ । କିନ୍ତୁ ବନ୍ଧୁଗଣ ସୁଲଘ୍ନା ଏହି ଗୁପ୍ତ ବିବାହ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ ମଧ୍ୟ କରାଇଛନ୍ତି । ଯାହାଫଳରେ ସେ ସୋସିଆଲ ମିଡିଆରେ ବହୁତ ଅଧିକ ଚର୍ଚାରେ ଅଛନ୍ତି ।


ସୁଲଘ୍ନାଙ୍କର ବିବାହ ଫଟୋ ସୋସିଆଲ ମିଡିଆରେ ବହୁତ ଅଧିକ ଭାଇରାଲ ହେଉଛି । ସେ ଏହି ଫଟୋରେ ଓଡିଆ ବୋହୁର ରୂପ ନେଇ ବହୁତ ଅଧିକ ସୁନ୍ଦର ନଜର ଆସୁଛନ୍ତି । ସୁଲଘ୍ନାଙ୍କୁ ବଡ ବଡ କଳାକାର ଓ ତାଙ୍କ ଫ୍ୟାନ୍ସ ମାନେ ସୋସିଆଲ ମିଡିଆ ଜରିଆରେ ସୁବେଚା ଜଣାଇଛନ୍ତି । ବନ୍ଧୁଗଣ ସୁଲଘ୍ନା ଓ ବିଶ୍ଵଙ୍କ ଜନ୍ମ ଓଡିଶାରେ ହୋଇଥିଲେ ମଧ୍ୟ ଏହି ଦୁଇଜଣ ନିଜ କଷ୍ଟ ଓ ସଂଘର୍ଷ ଦ୍ଵାରା ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି । ବର୍ତ୍ତମାନ ସେ ନିଜ ବିବାହ ଜୀବନକୁ ବହୁତ ଖୁସିରେ ଅତିବାହିତ କରୁଛନ୍ତି ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ର ଅଧିକ ଖବର ପଢିବା ପାଇଁ ଆମ ପେଜକୁ ଲାଇକ କରିବେ । ଧନ୍ୟବାଦ

Leave a Reply

Your email address will not be published. Required fields are marked *