କେବଳ 7 ଦିନରେ ପେଟ, ଜଙ୍ଘ, ଅଣ୍ଟା, ହାତର ଚର୍ବି ସବୁଦିନ ପାଇଁ ଗାୟବ ହୋଇଯିବ, କେବଳ କରନ୍ତୁ ଏହି ଗୋଟିଏ ଉପାୟ- Baba Ramdev Health Tips

ବନ୍ଧୁଗଣ ଆଜିକାଲିର ଦୁନିଆରେ ପ୍ରାୟ ଅଧିକାଂଶ ଲୋକ ମାନଙ୍କର ମୋଟାପଣ ବା ଶରୀରରେ ଚର୍ବି ଆଦି ହେବାର ସମସ୍ଯା ରହିଛି । ଏହାର ମୁଖ୍ୟ କାରଣ ହେଉଛି ମଣିଷର ଭୁଲ ଜୀବନ ଶୈଳୀ ଓ ଭୁଲ ଖାଦ୍ୟ ପେୟ । ବର୍ତ୍ତମାନର ଦୁନିଆରେ କୌଣସି ମଣିଷ ଯୋଗ ବା ଡାଏଟ ଆଦି କରିବା ପାଇଁ ଇଛା କରୁନାହାନ୍ତି । ଯାହାଫଳରେ ସେମାନଙ୍କ ଶରୀରରେ ଚର୍ବି ଆଦି ସମସ୍ଯା ଦେଖାଯାଉଛି । ହେଲେ ବନ୍ଧୁଗଣ ଚିନ୍ତା କରିବାର କୌଣସି ଆବଶ୍ୟକତା ନାହିଁ, କାରଣ ଆଜିଆମେ ଆପଣ ମ୍ନାଙ୍କ ଏପରି ଏକ ଉପାୟ ବିଷୟରେ କହିବାକୁ ଯାଉଛୁ, ଯାହାକୁ କରି ଆପଣ କେବଳ ୭ ଦିନରେ ଫରକ ଜାଣିପାରିବେ ।

ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଆମର ଏହି ଉପାୟ ବିଷୟରେ । ବନ୍ଧୁଗଣ ଆପଣ ନିଜ ପେଟର ଚର୍ବିକୁ ପାଣି ଦ୍ଵାରା ଦୂର କରିପାରିବେ । ଆପଣ ମାନେ ତ ଏହି କଥା ନିଶ୍ଚୟ ଶୁଣିଥିବେ ଯେ, ପାଣି ପଥରକୁ କାଟିଦିଏ । ତା ହେଲେ ଚର୍ବିକୁ କାହିଁକି ନୁହେଁ ।

ବନ୍ଧୁଗଣ ପାଣି ଆମ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ପ୍ରାୟ ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବା ପାଇଁ ଇଛା କରିଥାନ୍ତି । କାରଣ ଥଣ୍ଡା ପାଣି ଆମର ଶୋଷ ମେଣ୍ଟାଇ ଥାଏ । ହେଲେ ବନ୍ଧୁଗଣ ଥଣ୍ଡା ପାଣି ଆମ ଶରୀର ପାଇଁ ହାନିକାରକ ହୋଇଥାଏ । ବନ୍ଧୁଗଣ ଥଣ୍ଡା ପାଣି ଆମ ପେଟର ପାଚନ ପ୍ରକ୍ରିୟାକୁ ଦୁର୍ବଳ କରିଥାଏ ଓ ଏହା ପେଟ ଜନିତ ବହୁତ ସମସ୍ଯାକୁ ସୃଷ୍ଟି କରିଥାଏ ।

କିନ୍ତୁ ବନ୍ଧୁଗଣ ପେଟ ପାଇଁ ଗରମ ପାଣି ବହୁତ ଲାଭଦାୟକ ହୋଇଥାଏ । ବନ୍ଧୁଗଣ ଗରମ ପାଣି ଆମ ମେଟାପୋଲିଯମକୁ ହାଇ ରଖିଥାଏ, ଯାହାଫଳରେ ଆମର ପଚନ ପ୍ରକ୍ରିୟା ମଝବୁତ ହୋଇଥାଏ ।ବନ୍ଧୁଗଣ ଯଦି ଆପଣ ନିଜ ପେଟର ଚର୍ବିକୁ ଦୂର କରିବା ପାଇଁ ଚାହୁଁଛନ୍ତି ତା ହେଲେ ଆପଣ ପ୍ରତ୍ୟକ ଦିନ ସଖାଳ ସମୟରେ ଖାଲି ପେଟରେ ନିଶ୍ଚୟ ଗୋଟେ ଗ୍ଳାସ ଗରମ ପାଣିର ସେବନ କରନ୍ତୁ ।

ଯଦି ଆପଣ ଗୋଟେ ଗ୍ଳାସ ଗରମ ପାଣିରେ ଅଧା ଚାମଚ ଲେମ୍ବୁ ରସ ମିଶାଇ ପିଇବେ ତା ହେଲେ ଏହା ଆପଣଙ୍କ ଚର୍ବିକୁ ବହୁତ ଶୀଘ୍ର ଦୂର କରିବ । ବନ୍ଧୁଗଣ ଯଦି ଆପଣ ମାନଙ୍କୁ ଲେମ୍ବୁ ପସନ୍ଦ ନାହିଁ ତା ହେଲେ ଆପଣ ଲେମ୍ବୁ ବଦଳରେ ଗୋଟେ ଚାମଚ ମହୂ ମିଶାଇ ପାରିବେ ।

ବନ୍ଧୁଗଣ ସବୁଦିନ ଏହି ମିଶ୍ରଣର ସେବନ କରିବା ସହ ଆପଣ କିଛି ସମୟ ଯୋଗ ଓ ବାୟାମ ଆଦି କରନ୍ତୁ । ଦେଖିବେ ଆପଣଙ୍କୁ ଏହାର ଫରକ ଗୋଟେ ସପ୍ତାହରେ ଜଣା ପଡିଯିବ । ବନ୍ଧୁଗଣ ଏହା ହେଉଛି ଏକ ଘରୋଇ ଉପାୟ ଯାହା ଆପଣଙ୍କ ଶରୀର ପାଇଁ ବହୁତ ଅଧିକ ଲାଭଦାୟକ ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ଏହି ଉପାୟକୁ ନିଶ୍ଚୟ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ଦିଅନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି  ନୂଆ ନୂଆ ହେଲ୍ଥ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published.