ବିବାହ ପୂର୍ବରୁ ହିଁ ପ୍ରେଗନେଣ୍ଟ ଥିଲେ Bollywood ର ଏହି 5 ଜଣ ଅଭିନେତ୍ରୀ, ବିବାହର ମାତ୍ର କେଇଟା ଦିନ ପରେ ହିଁ ଦେଲେ ପିଲାକୁ ଜନ୍ମ, ନମ୍ବର 1 ତ ବିବାହର ମାତ୍ର 1 ମାସ ପରେ ହେଇଥିଲେ ମା’

ବଲିଉଡରେ ଏପରି ଅନେକ ଅଭିନେତ୍ରୀ ଏପରି ଅଛନ୍ତି ଯେଉଁମାନେ ନିଜ ବିବାହ ସମୟରେ ହିଁ ଗ-ର୍ଭ-ବ-ତୀ ଥିଲେ ଓ ବିବାହର ଅଳ୍ପ ଦିନ ମଧ୍ୟରେ ହିଁ ହୋଇଥିଲେ ମା । ଆଜି ଆମେ ଏହିପରି ୫ଟି ଅଭିନେତ୍ରୀଙ୍କ ବିଷୟରେ କହିବାକୁ ଯାଉଛୁ ।

ଏହି ଅଭିନେତ୍ରୀ ମାନେ ବିବାହ କରିବାର କିଛି ଦିନ ମଧ୍ୟରେ ହିଁ ମା ହେବାର ଖବର ଦେଇଥିଲେ । ଯେଉଁଥିରୁ ସ୍ପଷ୍ଟ ଭାବେ ଜଣା ପଡେ ଯେ ସେମାନେ ବିବାହ ପୂର୍ବରୁ ହିଁ ଗ-ର୍ଭ-ବ-ତୀ ଥିଲେ । ବଲିଉଡର କିଛି ନାମୀ ଅଭିନେତ୍ରୀ ମଧ୍ୟ ଏହି ତାଲିକାରେ ସାମିଲ ଅଛନ୍ତି ।

ନଂ-୧ : ନତାଶା ଷ୍ଟାଙ୍କୋଭିଚ

ନତାଶା ଅନେକ ବଲିଉଡ ଫିଲ୍ମରେ ଅଭିନୟ କରିଛନ୍ତି । ନିଜ ଡାନ୍ସ ପାଇଁ ଫେମସ ନତାଶା ଭାରତୀୟ କ୍ରିକେଟ ଖେଳାଳି ହାର୍ଦିକ ପାଣ୍ଡ୍ୟାଙ୍କ ସହ ଜାନୁୟାରୀ ମାସ ୨୦୨୦ ମସିହାରେ ନିର୍ବନ୍ଧ କରିଥିଲେ ଓ ତା ପରେ ସେହି ବର୍ଷ ଜୁନ ମାସରେ ଏକ ବିବାହ ସମାରୋହରେ ବିବାହ କରି ନେଇଥିଲେ । ବ୍ଯ୍ବହାର ମାତ୍ର ଏକ ମାସ ପରେ ହିଁ ତଥା ୨୦୨୦ ମସିହା ଜୁଲାଇ ମାସରେ ନତାଶା ତାଙ୍କ ପୁତ୍ର ସନ୍ତାନ ଅଗସ୍ତ୍ୟାଙ୍କୁ ଜନ୍ମ ଦେଇଥିଲେ ।

ନଂ-୨ : ନେହା ଧୂପିଆ

ବଲିଉଡର ଆଉ ଜଣେ ଅତି ପରିଚିତ ଅଭିନେତ୍ରୀ ନେହା ଧୂପିଆଙ୍କ ନାମ ମଧ୍ୟ ଏହି ତାଲିକାରେ ସାମିଲ ରହିଛି । ନେହା ଧୂପିଆ ୨୦୧୮ ମସିହାରେ ନିଜ ବୟଫ୍ରେଣ୍ଡ ଅଙ୍ଗଦ ବେଦୀଙ୍କୁ ବିବାହ କରିଥିଲେ । ଶୁଣିବାକୁ ମିଳିଥିଲା କି ଗ-ର୍ଭ-ବ-ତୀ ଥିବା ହେତୁ ନେହା ଶୀଘ୍ର ବିବାହ କରି ନେଇଥିଲେ । ବିବାହର ୬ ମାସ ମଧ୍ୟରେ ହିଁ ନେହା ମା ହୋଇଥିଲେ ଓ ଝିଅ ମେହେରଙ୍କୁ ଜନ୍ମ ଦେଇଥିଲେ ।

ନଂ-୩ : ଶ୍ରୀଦେବୀ

ହିନ୍ଦୀ ସିନେମାର ପ୍ରଥମ ମହିଳା ସୁପରଷ୍ଟାର ଭାବେ ଶ୍ରୀଦେବୀ ବେଶ ସୁନାମ ଅର୍ଜନ କରିଥିଲେ । ମାତ୍ର  ୨୪ ଫେବୃୟାରୀ ୨୦୧୮ ମସିହାରେ ଦୁବାଇରେ ତାଙ୍କର ନିଧନ ହୋଇ ଯାଇଥିଲା । ନିଜ ପ୍ରତ୍ଯେକ ଅଭିନୟରେ ପ୍ରଶଂସକଙ୍କ ହୃଦୟରେ ରାଜ କରୁଥିବା ଅଭିନେତ୍ରୀ ଶ୍ରୀଦେବୀ ୧୯୯୬ ମସିହାରେ ଫିଲ୍ମ ନିର୍ମାତା ବୋନି କପୁରଙ୍କୁ ବିବାହ କରିଥିଲେ ।

ଖବରରୁ ଜଣା ପଡିଥିଲା କି ବିବାହ ସମୟରେ ଶ୍ରୀଦେବୀ ସାତ ମାସର ଗ-ର୍ଭ-ବ-ତୀ ଥିଲେ ଓ ବିବାହର ମାତ୍ର କିଛି ସପ୍ତାହ ପରେ ସେ ଝିଅ ଜାନଭୀ କପୁରଙ୍କୁ ଜନ୍ମ ଦେଇଥିଲେ । ତା ପରେ ସେମାନେ ଝିଅ ଖୁସି କପୁରଙ୍କୁ ମଧ୍ୟ ଜନ୍ମ ଦେଇ ମାତପିତା ହୋଇଥିଲେ ।

ନଂ-୪ : ଏଭଲିନ ଶର୍ମା

ବଲିଉଡର ଏହି ସୁନ୍ଦରୀ ଅଭିନେତ୍ରୀ ଏବେ ଯାଏ ମା ହୋଇ ନାହାନ୍ତି, ମାତ୍ର ବହୁତ ଶୀଘ୍ର ସେ ସନ୍ତାନ ଜନ୍ମ ଦେବାକୁ ଯାଉଛନ୍ତି । ନିକଟରେ ସେ ସୋ-ସି-ଆ-ଲ ମି-ଡି-ଆରେ ନିଜ ବେବି ବମ୍ପ ସହ ଫଟୋ ପୋଷ୍ଟ କରି ଜଣାଇଛନ୍ତି କି ସେ ଗ-ର୍ଭ-ବ-ତୀ ଅଛନ୍ତି । ସେ ଚଳିତ ବର୍ଷ ମେ ମାସ ୧୫ ତାରିଖରେ ହିଁ ନିଜ ବୟଫ୍ରେଣ୍ଡ ତୁଷାନ ଭିଣ୍ଡିଙ୍କୁ ବିବାହ କରିଥିଲେ । ଏଥିରୁ ସ୍ପଷ୍ଟ ଯେ ସେ ବିବାହ ପୂର୍ବରୁ ହିଁ ଗ-ର୍ଭ-ବ-ତୀ ଥିଲେ ।

ନଂ-୫ : ଦିୟା ମିର୍ଜା

ଦିୟା ମିର୍ଜା ମଧ୍ୟ ଚଳିତ ବର୍ଷ ଫେବୃୟାରୀ ମାସରେ ବୈଭବ ରେଖୀଙ୍କୁ ବିବାହ କରିଥିଲେ । ମାତ୍ର ମେ ୧୪ରେ ହିଁ ସେ ଏକ ପୁତ୍ର ସନ୍ତାନ ଜନ୍ମ ଦେଇଥିବା ଖବର ସେ ଏବେ ସୋ-ସି-ଆ-ଲ ମି-ଡି-ଆ ମାଧ୍ୟମରେ ଜଣାଇଛନ୍ତି  ଓ ତାଙ୍କୁ ସମସ୍ତେ ଶୁଭେଚ୍ଛା ଜଣାଉଛନ୍ତି । ବିବାହର କେବଳ ତିନି ମାସ ମଧ୍ୟରେ ପୁତ୍ର ସନ୍ତାନ ଜନ୍ମ ଦେବାରୁ ସ୍ପଷ୍ଟ ହେଉଛି ଯେ ସେ ମଧ୍ୟ ବିବାହ ବେଳେ ଗ-ର୍ଭ-ବ-ତୀ ଥିଲେ ।

ଆପଣ ମାନଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ଲାଇକ ଓ ସାଙ୍ଗମାନଙ୍କ ସହ ଶେୟାର କରିବେ ଓ ବଲିଉଡ ବିଷୟରେ ଅଧିକ ଜାଣିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲିବେନି । ଧନ୍ୟବାଦ

Leave a Reply

Your email address will not be published. Required fields are marked *