ବିବାହ ବନ୍ଧନରେ ବାନ୍ଧିହେଲେ ଓଡ଼ିଆ ପପୁଲାର୍ ଆଙ୍କର ଅଶ୍ୱିନ ଓ ଅଭିନେତ୍ରୀ ପ୍ରେରଣା

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆପଣ ମାନେ ଓଲିଉଡ ଅଭିନେତା ତଥା ଆଙ୍କର ଅଶ୍ୱିନ ଏବଂ ଅଭିନେତ୍ରୀ ପ୍ରେରଣା ଙ୍କୁ ତ ନିଶ୍ଚିତ ଭାବରେ ଜାଣିଥିବେ।ବର୍ତ୍ତମାନ ସୋସିଆଲ ମିଡିଆ ରେ ପ୍ରଚୁର ମାତ୍ରା ରେ ଏକ ଖବର ଭାଇରାଲ ହେଉଛି ଏବଂ ତାହା ହେଉଛି, ଅଭିନେତା ଅଶ୍ୱିନ ଏବଂ ଅଭିନେତ୍ରୀ ପ୍ରିୟଙ୍କା ପରସ୍ପରକୁ ବିବାହ କରିଛନ୍ତି। ଏହା ସହିତ ସୋସିଆଲ ମିଡିଆ ରେ ଏହି ଦୁହିଁଙ୍କ ଫଟୋ ମଧ୍ୟ ଭାଇରାଲ ହୋଇଛି। ଏହି ଯୋଡ଼ିଙ୍କ ଫଟୋ କୁ ଦେଖିଲେ ମଧ୍ୟ ଏହା ପ୍ରତୀତ ହେଉଛି ଯେ, ସତରେ ଦୁହେଁ ପରସ୍ପରକୁ ବିବାହ କରିଛନ୍ତି।

କିନ୍ତୁ ବନ୍ଧୁଗଣ ଏହା ସତ୍ୟ ନୁହେଁ। ଦୁହେଁ ପରସ୍ପରକୁ ସତରେ ବିବାହ କରି ନାହାନ୍ତି ବରଂ ଏହି ଫଟୋ ଗୁଡ଼ିକ ତାଙ୍କର ଏକ ମ୍ୟୁସିକ୍ ଆଲବମ୍ ଭିଡିଓ ର ଅଟେ। ଏହି ଯୋଡ଼ି ନିଜର ଏକ ମ୍ୟୁସିକ୍ ଆଲବମ୍ ଭିଡିଓ ପାଇଁ ବିବାହ ର ଦୃଶ୍ୟ ସୁଟିଂ କରୁଛନ୍ତି ଏବଂ ସେହି ଫଟୋ ଗୁଡ଼ିକ ହିଁ ସୋସିଆଲ ମିଡିଆ ରେ ଭାଇରାଲ ହୋଇଛି।

ବନ୍ଧୁଗଣ ଆପଣ ମାନଙ୍କୁ କହିବାକୁ ଚାହିଁବୁ ଯେ, ଏହି ଯୋଡ଼ି ଖୁବ ଶୀଘ୍ର ସତରେ ବିବାହ କରିବାକୁ ଯାଉଛନ୍ତି। ଅଶ୍ୱିନ ଓ ପ୍ରେରଣା ପରସ୍ପର କୁ ବହୁତ ଭଲ ପାଆନ୍ତି।ଦୀର୍ଘ ଦିନ ହେବ ସେମାନେ ରିଲେସନ ରେ ଅଛନ୍ତି ଏବଂ ବହୁତ ହିଁ ଶୀଘ୍ର ସେମାନେ ବିବାହ କରିବେ ବୋଲି ଖବର ଶୁଣିବାକୁ ମିଳୁଛି।

ତେବେ ବନ୍ଧୁଗଣ ଅଶ୍ୱିନ ଓ ପ୍ରେରଣା ବର୍ତ୍ତମାନ ଏକାଠି ଏହି ମ୍ୟୁସିକ୍ ଆଲବମ୍ ଭିଡିଓ ରେ ନଜର ଆସୁଛନ୍ତି ଏବଂ ଏହି ଆଲବମ୍ ଭିଡିଓ ଖୁବ ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଏହାର ନାଁ ହେଉଛି, ‘ଫଗୁଣ ରେ ଫଗୁଣ, ମୁଁ ଦେଇଛି ସିନ୍ଦୁର’।ବର୍ତ୍ତମାନ ଏହି ଆଲବମ୍ ର ସୁଟିଂ ଜାରି ରହିଛି ଏବଂ ଦୁହେଁ ଏଥିରେ ଏକାଠି ଅଭିନୟ କରୁଥିବାର ଦେଖିବାକୁ ମିଳୁଛି। ଆପଣ ମାନଙ୍କୁ ବହୁତ ଶୀଘ୍ର ହିଁ ଏହି ଆଲବମ୍ କୁ ଦେଖିବାକୁ ମିଳିବ।

ଅଭିନେତା ଅଶ୍ୱିନ ଓ ଅଭିନେତ୍ରୀ ପ୍ରେରଣା ଙ୍କ ଯୋଡ଼ି ଖୁବ କମ ସମୟରେ ଅଧିକ ଲୋକପ୍ରିୟତା ହାସଲ କରିଛି। ଦର୍ଶକ ମାନେ ଏହି ଯୋଡ଼ି କୁ ବହୁତ ପସନ୍ଦ କରୁଛନ୍ତି ଏବଂ ଭଲ ପାଇବା ମଧ୍ୟ ଦେଇଛନ୍ତି। ଏହି ଯୋଡ଼ି ମଧ୍ୟ ଇଣ୍ଡଷ୍ଟ୍ରୀ ରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ତେବେ ଆଲବମ୍ ରେ ବିବାହ ର ଅଭିନୟ କରୁଥିବା ଏହି ଯୋଡ଼ି ବାସ୍ତବରେ ଖୁବ ଶୀଘ୍ର ବିବାହ ବନ୍ଧନରେ ଆବଦ୍ଧ ହେବାକୁ ଯାଉଛନ୍ତି। ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଓଲିଉଡ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *