ଭୁବନେଶ୍ବର ରେ ସବ୍ୟସାଚୀ ଦେଲେ ଗ୍ରାଣ୍ଡ ରିସେପ୍ସନ ପାର୍ଟି, ଦେଖନ୍ତୁ ପୁରା ଭିଡିଓ

ବନ୍ଧୁଗଣ ଏହି କିଛି ଦିନ ତଳେ ଅଲିଉଡ ଅଭିନେତା ସବ୍ୟସାଚୀ ଓ ଅର୍ଚିତା ସାହୁ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି । ଆପଣ ମାନେ ସମସ୍ତେ ଏହି ଦୁଇଜଣଙ୍କର ବହୁତ ସୁପର ହିଟ ଫିଲ୍ମ ନିଶ୍ଚୟ ଦେଖିଥିବେ । ଏହି ଦୁଇଜଣ କେତେକ ଫିଲ୍ମରେ ଏକା ସହ ମଧ୍ୟ ନଜର ଆସିଛନ୍ତି ଓ ଲୋକମାନେ ଏହି ଦୁଇଜଣଙ୍କ ଯୋଡିକୁ ବେସ ପସନ୍ଦ ମଧ୍ୟ କରନ୍ତି । ବନ୍ଧୁଗଣ ଏହି କିଛି ଦିନ ତଳେ ଅର୍ଚିତା ଓ ସବ୍ୟ ରାଜସ୍ଥାନରେ ବିବାହ କରିଥିଲେ । ବିବାହ ପରଠାରୁ ଏହି ଦୁଇଜଣ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହୁଛନ୍ତି ।

ରାଜସ୍ଥାନରେ ବିବାହ କରିବା ପରେ ଢି ଉଇଜଣ କିଛି ସମୟ ସେହି ସ୍ଥାନରେ ରହି କିଛି ନୂଆ ନୂଆ ସ୍ଥାନରେ ଭ୍ରମଣ କରିଥିଲେ । ଏହାପରେ ଏମାନେ ମାର୍ଚ୍ଚ ୫ ତାରିଖ ଦିନ ଓଡିଶା ଫେରିଥିଲେ ।

ଓଡିଶା ଫେରିବା ପରେ ଏହି ଦୁଇଜଣ ନିଜର ରିସେପ୍ସନ ପାର୍ଟିକୁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ରହିଲେ । ତାଙ୍କ ଫ୍ୟାନ୍ସ ମାନେ ତାଙ୍କର ରିସେପ୍ସନ ପାର୍ଟିକୁ ମଧ୍ୟ ଅପେକ୍ଷା କରିଥିଲେ । ବହୁତ ସମୟ ଅପେକ୍ଷା କରିବା ପରେ ଏହି ଦୁଇଜଣଙ୍କ ରିସେପ୍ସନ ଗତକାଲି ହୋଇଥିଲା ।

 

ବନ୍ଧୁଗଣ ଗତକାଲି ଭୁବନେଶ୍ବରର ଏକ ବଡ ପ୍ୟାଲେସରେ ଢି ଦୁଇଜଣଙ୍କର ରିସେପ୍ସନ ହୋଇଛି । ଏହି ଦୁଇଜଣଙ୍କ ରିସେପ୍ସନ ଫଟୋ ସୋସିଆଲ ମିଡିଆରେ ବହୁତ ଭାଇରାଲ ହେଉଛି । ଯାହା ବିଷୟରେ ଆଜିଆମେ ଆପଣ ମାନଙ୍କୁ କହିବାକୁ ଯାଉଛୁ । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ । ଗତକାଲି ସବ୍ୟ ଓ ଅର୍ଚିତାଙ୍କ ରିସେପ୍ସନ ଭୁବନେଶ୍ବରର ଏକ ବଡ ପ୍ୟାଲେସରେ ହୋଇଥିଲା ।

ଏହି ରିସେପ୍ସନ ପାର୍ଟିର ଆୟୋଜନ କରିଥିଲେ ସବ୍ୟ ଓ ଅର୍ଚିତା । ଏହି ପାର୍ଟିରେ ଅଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର କେତେକ ବଡ ବଡ କଳାକାର ଓ କେତେକ ଫିଲ୍ମ ଡାରେକ୍ଟର ମାନେ ଯୋଗ ଦେଇଥିଲେ । ଏହି ରିସେପ୍ସନ ପାର୍ଟିରେ ଅଭିଜିତ ମଜୁନ୍ଦାର, ଲିପ୍ସା ମିଶ୍ର ଓ ଅନ୍ତରା ଚକ୍ରବର୍ତ୍ତୀ ଆଦି ବଡ ବଡ କଳାକାର ମାନେ ଯୋଗ ଦେଇଥିଲେ ।

ଏହି ରିସେପ୍ସନ ପାର୍ଟିଟିକୁ ସମସ୍ତେ ବହୁତ ଏଞ୍ଜୋଏ କରିଥିଲେ ଓ ଏହି ପାର୍ଟିରେ ସମସ୍ତ କଳାକାର ସବ୍ୟ ଏବଂ ଅର୍ଚିତାଙ୍କ ସହ ଫଟୋ ମଧ୍ୟ ଉଠାଇଥିଲେ । ଏହି ସମସ୍ତ ଫଟୋ ବର୍ତ୍ତମାନ ସୋସିଆଲ ମିଡିଆରେ ବହୁତ ମାତ୍ରାରେ ଭାଇରାଲ ହେଉଛି ।

ଏହି ବିବାହରେ ସବ୍ୟ ଓ ଅର୍ଚିତାଙ୍କର ଦୁଇ ପରିବାର ଉପସ୍ଥିତ ଥିଲେ । ଏହି ରିସେପ୍ସନ ପାର୍ଟିଟି ଗତକାଲି ଗ୍ରାଣ୍ଡ ଭାବରେ ସେଲିବ୍ରେଟ ହୋଇଥିଲା । ଏହି ରିସେପ୍ସନ ପାର୍ଟିରେ ଗୀତକାର ପ୍ରେମାନନ୍ଦ ମଧ୍ୟ ଯୋଗ ଦେଇଥିଲେ । ଏହି ପାର୍ଟିରେ ଅର୍ଚିତା ଏକ ହଳଦିଆ ରଙ୍ଗର ଶାଢୀରେ ବହୁତ ସୁନ୍ଦର ନଜର ଆସୁଥିଲେ ଓ ଅନ୍ୟ ପକ୍ଷରେ ସବ୍ୟ ଏକ ବ୍ଲାକ ରଙ୍ଗର ଡ୍ରେସରେ ବହୁତ ହ୍ୟାଣ୍ଡସମ ନଜର ଆସୁଥିଲେ ।

ଏହି ବିବାହରେ ଯୋଗ ଦେଇଥିବା ସମସ୍ତ ଲୋକ ବହୁତ ଖୁସି ନଜର ଆସିଥିଲେ । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କୁ ସବ୍ୟ ଓ ଅର୍ଚିତାଙ୍କ ରିସେପ୍ସନ ଫଟୋ କିପରି ଲାଗିଲା ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଓ ଆଗକୁ ଆମ ସହିତ ରହିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *