ଇଣ୍ଡିଆନ ଆର୍ମୀ ରେ କରିବାକୁ ଚାହୁଁଥିଲେ ଜବ, କିନ୍ତୁ TV ରେ କାମ କରିବା ପାଇଁ କରିବାକୁ ପଡିଥିଲା ଏହି ସବୁ କାମ

ବନ୍ଧୁଗଣ ଆପଣ ମାନେ ସମସ୍ତେ ହିନ୍ଦୀ ଟେଲିଭିଜନରେ ଅଭିନୟ କରୁଥିବା ସମସ୍ତ ଅଭିନେତ୍ରୀ ମାନଙ୍କୁ ନିଶ୍ଚୟ ଦେଖିଥିବେ । ବନ୍ଧୁଗଣ ଟିଭି ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତ୍ରୀ ମାନେ ସୋସିଆଲ ମିଡିଆରେ କୌଣସି ନା କୌଣସି କାରଣ ହେତୁ ସବୁବେଳେ ଚର୍ଚାରେ ରୁହନ୍ତି । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଟିଭିର ଫେମସ ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କୁ ନିଶ୍ଚୟ ଦେଖିଥିବେ । ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ‘ୟେ ହେ ମହବତେ’ରେ ଅଭିନୟ କରି ଦିବ୍ୟଙ୍କା ଏହି ଟିଭି ଇଣ୍ଡଷ୍ଟ୍ରିରେ ସଫଳତା ହାସଲ କରିଛନ୍ତି ।

ହେଲେ ବନ୍ଧୁଗଣ ଆପଣ ମାନେ କଣ ଦିବ୍ୟଙ୍କାଙ୍କର ଅଭିନୟ କାରିୟର ବିଷୟରେ ଜାଣିଛନ୍ତି । ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଦିବ୍ୟଙ୍କାଙ୍କ ଜୀବନୀ ଓ ତାଙ୍କ ଅଭିନୟ କାରିୟର ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଦିବ୍ୟଙ୍କାଙ୍କ ବିଷୟରେ ।


ଅଭିନେତ୍ରୀ ଦିବ୍ୟଙ୍କା ତ୍ରିପାଠୀଙ୍କ ଜନ୍ମ ୧୪ ଡିସେମ୍ବର ୧୯୮୪ ମସିହାରେ ଭୋପାଳରେ ହୋଇଥିଲା । ଦିବ୍ୟଙ୍କାଙ୍କ ପିତାଙ୍କ ନାମ ହେଉଛି ନରେନ୍ଦ୍ର ତ୍ରିପାଠୀ ଓ ମାଙ୍କ ନାମ ହେଉଛି ନିଲମ ତ୍ରିପାଠୀ । ଏହା ସହିତ ଦିବ୍ୟଙ୍କାଙ୍କର ଦୁଇଟି ଭାଇ ଭଉଣୀ ମଧ୍ୟ ଅଛନ୍ତି । ଦିବ୍ୟଙ୍କା ନିଜ ସମସ୍ତ ପାଠ ପଢା ଭୋପାଳରେ ପୂରଣ କରିଥିଲେ । ଏକ ଇଣ୍ଟର୍ବ୍ୟୁ ଦ୍ଵାରା ଦିବ୍ୟଙ୍କା କହିଥିଲେ, ତାଙ୍କୁ ଅଭିନୟରେ କୌଣସି ରୁଚି ନଥିଲା, ସେ ପିଲା ବେଲାରୁ ସ୍ପୋର୍ଟ୍ସ ଓ ଆଡଭେଞ୍ଚର ରେ ରୁଚି ରଖିଥିଲେ ।

ଦିବ୍ୟଙ୍କା କହିଥିଲେ ଯେ, ସେ ଭାରତୀୟ ସେନାରେ ଭର୍ତ୍ତି ହେବା ପାଇଁ ଚାହୁଁଥିଲେ ଓ ସେଥିପାଇଁ ସେ ନିଜ ସ୍କୁଲ ଓ କଲେଜରେ ଏନସିସି ନେଇଥିଲେ । ଏହା ସହିତ ବନ୍ଧୁଗଣ ସେ କେତେକ ପ୍ରତିଯୋଗୀତାରେ ପ୍ରଥମ ସ୍ଥାନ ମଧ୍ୟ ଗ୍ରହଣ କରିଛନ୍ତି । ହେଲେ ବନ୍ଧୁଗଣ ଦିବ୍ୟଙ୍କାଙ୍କ ଭାଗ୍ୟରେ କିଛି ଅଲଗା ଲେଖା ହୋଇଥିଲା । ସେ ଭୋପାଳରେ କିଛି ସମୟ ପର୍ଯ୍ୟନ୍ତ ‘ଆରଯେ’ର ଚାକିରି କରୁଥିଲେ ଓ ଏହାପରେ ସେ Zee ସିନେ ଷ୍ଟାର୍ସରେ ଭାଗ ନେଇଥିଲେ ଓ ଜିତି ମଧ୍ୟ ଯାଇଥିଲେ । ଏହା ପରେ ଦିବ୍ୟଙ୍କାଙ୍କୁ ୨୦୦୫ ମସିହାରେ ମିସ୍ ଭୋପାଳର ଟାଇଟେଲ ମିଳିଥିଲା ।

ବନ୍ଧୁଗଣ ଏହାପରେ ଦିବ୍ୟଙ୍କାଙ୍କୁ ମୁମ୍ବାଇ ଟିଭି ଇଣ୍ଡଷ୍ଟ୍ରିରୁ ଅଫର ମିଳିଥିଲା । ଦିବ୍ୟଙ୍କା ୨୦୦୬ ମସିହାରେ ନିଜର ପ୍ରଥମ ସିରିଏଲ ‘ବନୁ ମେ ତେରେ ଦୁଲହନ’ରେ ମୁଖ୍ୟ ଅଭିନେତ୍ରୀ ରୂପେ ଅଭିନୟ କରିଥିଲେ । ଏହି ସିରିଏଲ ପରେ ଦିବ୍ୟଙ୍କା ବହୁତ ଗୁଡିଏ ସିରିଏଲରେ ଅଭିନୟ କରି ବହୁତ ଲୋକପ୍ରିୟତ ହାସଲ କରିଥିଲେ । ବନ୍ଧୁଗଣ ଦିବ୍ୟଙ୍କାଙ୍କର ସୁନ୍ଦରତା ଓ ଅଭିନୟକୁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରିଥିଲେ ।


ବର୍ତ୍ତମାନ ଦିବ୍ୟଙ୍କା ଷ୍ଟାରପ୍ଲସର ଲୋକପ୍ରିୟ ସିରିଏଲ ‘ୟେ ହେ ମହବତେ’ରେ ନଜର ଆସୁଛନ୍ତି । ଏହି ସିରିଏଲରେ ଦିବ୍ୟଙ୍କା ନିଜ କୋଆକ୍ଟର କରନ ପଟେଲଙ୍କ ସହ ବୋଲ୍ଟ ସିନ୍ସ ମଧ୍ୟ କରିଛନ୍ତି । ଦିବ୍ୟଙ୍କା ନିଜର ଏହି ବୋଲ୍ଟ ସିନ୍ସ ପାଇଁ ସୋସିଆଲ ମିଡିଆରେ ବହୁତ ଚର୍ଚାରେ ଥିଲେ । ସୋସିଆଲ ମିଡିଆରେ ଦିବ୍ୟଙ୍କା ନିଜ ସେକସି ଲୁକ୍ ଓ ନିଜ ପର୍ଶନାଲ ଲାଇଫ ପାଇଁ ବହୁତ ଚର୍ଚାରେ ରୁହନ୍ତି  ଆଜି ସେ କୋଟି କୋଟି ଦର୍ଶକ ମାନଙ୍କ ମନକୁ ନିଜ ଅଭିନୟ ଦ୍ଵାରା ଜିତି ପାରିଛନ୍ତି ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଟିଭି ଦୁନିଆ ବିଷୟରେ ଅଧିକ କିଛି ଜାଣିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *