ବେସନରେ ମିଶାଇ ଦିଅନ୍ତୁ କେବଳ ଏହି ୧ ଜିନିଷ, ଚେହେରା ଗୋଟିଏ ଦିନରେ ଏତେ ଗୋରା ହେଇଯିବ କି ଆପଣ ବି ଦେଖି ଆଶ୍ଚର୍ଯ୍ୟ ହେଇଯିବେ- Baba Ramdev Beauty Tips

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ କହିବା କୁ ଯାଉଛୁ କିଛି ଘରୋଇ ଉପଚାର ସମ୍ବନ୍ଧରେ । ଯାହାକୁ ଆପଣ ପ୍ରୟୋଗ କଲେ ଫଳ ନିଶ୍ଚିତ ରୂପରେ ପାଇ ପାରିବେ । ବନ୍ଧୁଗଣ ଆପଣ ମାନେ ଆଜିକାଲି ଅଧିକାଂଶ ଦେଖୁଥିବେ ଯେ, ପ୍ରାୟତଃ ମହିଳା ମାନଙ୍କ ଚେହେରା ରେ ବିଭିନ୍ନ ପ୍ରକାରର ଦାଗ ଦେଖିବାକୁ ମିଳୁଛି । ଚେହେରା ରେ ବ୍ରଣ ଦ୍ୱାରା ହେଉଥିବା ଦାଗ, ଆଖି ତଳେ ଥିବା କଳା ଦାଗ, ଚେହେରା ଝୁରି ପଡିଯିବା ଭଳି ବିଭିନ୍ନ ପ୍ରକାରର ସମସ୍ୟା ଦେଖିବାକୁ ମିଳିଥାଏ । ଅଧିକ ବୟସ ଯୋଗୁଁ ଚେହେରା ରେ ଝୁରିଆ ପଡିଯାଇଥାଏ କିନ୍ତୁ ବର୍ତ୍ତମାନ କମ ବୟସ ର ମହିଳା ମାନଙ୍କର ମଧ୍ୟ ଏହି ସମସ୍ୟା ଦେଖିବାକୁ ମିଳୁଛି ।

ଏହି ସବୁ ସମସ୍ୟା ଯୋଗୁଁ ଚେହେରା ର ଗୋରାପଣ ମଧ୍ୟ କମିଯାଇଥାଏ । ତେବେ ବନ୍ଧୁଗଣ ଆପଣ ଯଦି ଏହି ସବୁ ସମସ୍ୟା ରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି, ତେବେ ଆମେ ଆପଣଙ୍କୁ ଯେଉଁ ଘରୋଇ ଉପଚାର ସମ୍ବନ୍ଧରେ କହିବୁ ତାହା ନିଶ୍ଚିତ ଭାବରେ ପ୍ରୟୋଗ କରନ୍ତୁ ।

ଏହି ଉପଚାର କୁ ପ୍ରୟୋଗ କଲେ ଆପଣ ମାନେ ନିଶ୍ଚିତ ଭାବରେ ଏହି ସମସ୍ୟା ରୁ ମୁକ୍ତି ପାଇପାରିବେ । ଏହି ଘରୋଇ ଉପଚାର ନିମନ୍ତେ ଯେଉଁ ସବୁ ସାମଗ୍ରୀ ଆବଶ୍ୟକ ହୋଇଥାଏ ତାହା ଆପଣ ମାନଙ୍କୁ ବହୁତ ସହଜ ରେ ମିଳିଯିବ ଏବଂ ତାହା ସ୍କିନ ପାଇଁ ବହୁତ ଭଲ ଏବଂ ପ୍ରାକୃତିକ ହୋଇଥାଏ । ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଘରୋଇ ଉପଚାର ସମ୍ବନ୍ଧରେ ।

୧. ବନ୍ଧୁଗଣ ପ୍ରଥମେ ଯେଉଁ ସାମଗ୍ରୀ ଟି ଆବଶ୍ୟକ ତାହା ହେଉଛି ବେସନ । ବେସନ ସ୍କିନ ପାଇଁ ବହୁତ ଲାଭ ଦାୟକ ହୋଇଥାଏ । ଏହା ସ୍କିନ କୁ ଗୋରା ମଧ୍ୟ କରିଥାଏ ଏବଂ ବେସନ ସମସ୍ତଙ୍କ ଘରେ ରହିଥାଏ ତେଣୁ ଆପଣ ମାନଙ୍କୁ ସହଜରେ ମିଳିଯିବ।

୨. ଦ୍ଵିତୀୟ ସାମଗ୍ରୀ ଟି ହେଉଛି ଚାଉଳ ଚୂନା । ଏହାକୁ ବ୍ୟବହାର କଲେ ଏହା ସ୍କିନକୁ ଉଜ୍ଜ୍ବଳ କରିଥାଏ । ତେବେ ଆପଣ ପ୍ରଥମେ ଏକ ପାତ୍ର ରେ ଅଧ ଚାମଚ ବେସନ ନିଅନ୍ତୁ ଏବଂ ସେଥିରେ ଅଳ୍ପ କିଛି ଚାଉଳ ଚୂନା ମିଶାନ୍ତୁ ।

୩. ତୃତୀୟ ସାମଗ୍ରୀ ଟି ହେଉଛି ଲେମ୍ବୁ । ବନ୍ଧୁଗଣ ଯଦି ଆପଣଙ୍କ ଚେହେରା ରେ ଲେମ୍ବୁ ବିପରୀତ ପ୍ରତିକ୍ରିୟା ଦେଖାଇଥାଏ ତେବେ ଆପଣ ଲେମ୍ବୁ ଜାଗାରେ ଟମାଟୋ ମଧ୍ୟ ନେଇପାରିବେ । ଆପଣ ଟମାଟୋ ଅଥବା ଲେମ୍ବୁ ରସ ମଧ୍ୟରୁ ଯେ କୌଣସି ଗୋଟିଏ ବେସନ ଏବଂ ଚାଉଳ ଚୂନା ର ମିଶ୍ରଣ ରେ ମିଶାଇ ଦିଅନ୍ତୁ।

୪.ଏହା ପରେ ଆପଣ ଏହି ମିଶ୍ରଣ ରେ ମହୁ ମିଶାନ୍ତୁ । ମହୁ ଚେହେରା ରେ ଥିବା ଦାଗ କୁ ଦୁର କରିଥାଏ। ଏହାପରେ କିଛି ହଳଦୀ ଗୁଣ୍ଡ ମିଶାନ୍ତୁ।ବନ୍ଧୁଗଣ ଆପଣ ମାନେ ଜାଣିଛନ୍ତି ଯେ ହଳଦୀ ସ୍କିନ ପାଇଁ ବହୁତ ଉପକାରୀ ହୋଇଥାଏ କାରଣ ଏହା ପ୍ରାକୃତିକ ହୋଇଥାଏ।

୫.ବନ୍ଧୁଗଣ ଶେଷ ସାମଗ୍ରୀ ଟି ହେଉଥିବା ଗୋଲାପ ଜଳ।ଆପଣ ଶେଷ ରେ ଏହି ମିଶ୍ରଣରେ ଗୋଲାପ ଜଳ ମିଶାନ୍ତୁ । କାରଣ ଗୋଲାପ ଜଳ ସ୍କିନକୁ ଉଜ୍ଜ୍ୱଳ ଏବଂ ନରମ କରିଥାଏ।ଏହି ମିଶ୍ରଣ କୁ ତିଆରି କରି ଚେହେରା ରେ ଲଗାନ୍ତୁ।

ଏହି ମିଶ୍ରଣ ଚେହେରା ର ସମସ୍ତ ଦାଗ କୁ ଦୂର କରିଥାଏ।ଚେହେରା କୁ ଗୋରା ଏବଂ ଉଜ୍ଜ୍ୱଳ କରିଥାଏ । ତେବେ ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଭାବରେ ଏହି ଘରୋଇ ଉପଚାର କୁ ପ୍ରୟୋଗ କରନ୍ତୁ । ଆପଣଙ୍କୁ ନିଶ୍ଚିତ ଭାବରେ ଏହାର ଫଳ ପ୍ରାପ୍ତ ହେବ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ବିଉଟି ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Leave a Reply

Your email address will not be published. Required fields are marked *