ବେଡରୁମରେ ସ୍ଵାମୀ-ସ୍ତ୍ରୀଙ୍କର ପ୍ରାଇଭେଟ ମୁମେଣ୍ଟ ହେଇଗଲା LIve, ଆଉ ତା’ପରେ ଯାହା ହେଲା….ଦେଖନ୍ତୁ Video

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଏଭଳି ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଜାଣିବା ପରେ ଆପଣ ଆଶ୍ଚର୍ଯ୍ୟଚକିତ ହୋଇଯିବେ । ଘଟଣା ଟି ଘଟିଛି ଦିଲ୍ଲୀ ସହର ରେ ।

ଦିଲ୍ଲୀ ରେ ରହୁଥିବା ଜଣେ ଦମ୍ପତ୍ତି ନିଜ ଘରର ସିସିଟିଭି କ୍ୟାମେରା କୁ ଠିକ କରିବା ନିମନ୍ତେ କମ୍ପଲେନ୍ କରିଥିଲେ । କମ୍ପାନୀ ସେହି ଦମ୍ପତ୍ତି ଙ୍କ ଘରେ ଲାଗିଥିବା ସିସିଟିଭି କ୍ୟାମେରା କୁ ଠିକ କରିବା ପାଇଁ ଜଣେ ଟେକ୍ନିସିଆନ୍ କୁ ପଠାଇଥିଲେ । ସେହି ଟେକ୍ନିସିଆନ୍ ଜଣକ କ୍ୟାମେରା ଠିକ କରିବା ବେଳେ କ୍ୟାମେରା ର ଏକ୍ସେସ ନିଜ ଫୋନ ରେ ନେଇ ଯାଇଥିଲେ । ଟେକ୍ନିସିଆନ୍ ରସିଦ କ୍ୟାମେରା ମାଧ୍ୟମରେ ଘରେ ଥିବା ପତି ପତ୍ନୀ ଙ୍କ ପ୍ରା-ଇ-ଭେ-ଟ ମୁ-ମେ-ଣ୍ଟ କୁ କରିଲେ ରେକର୍ଡ ।

ସେହି ଟେକ୍ନିସିଆନ୍ ଜଣକ ଦମ୍ପତ୍ତି ଙ୍କ ୧୦୦ ରୁ ଅଧିକ ଭିଡିଓ ବନାଇ ଦେଇଥିଲେ । କିଛି ମାସ ପରେ ସେହି ଦମ୍ପତ୍ତି ଙ୍କ ଫୋନ କୁ ତାଙ୍କ ପ୍ରାଇଭେଟ ଭିଡିଓ ରେ ମେସେଜ ଆସବାକୁ ଲାଗିଲା ଏବଂ ଏହା ସହିତ ୩ ଲକ୍ଷ ଟଙ୍କା ଦେବାର ଧମକ ମଧ୍ୟ ମେସେଜ ରେ ଆସିଥିଲା ।

ଦମ୍ପତ୍ତି ପୋଲିସ ରେ କମ୍ପ୍ଲେନ୍ ଲେଖାଇଥିଲେ । ଏହାପରେ ଦିଲ୍ଲୀ ପୋଲିସ ର ସାଇବର ସେଲ୍ ବାଙ୍ଗାଲୋର ରେ ସେହି ଟେକ୍ନିସିଆନ୍ ରସିଦ କୁ ଗିରଫ କରିଥିଲେ । ପୋଲିସ କୁ ସେହି ଟେକ୍ନିସିଆନ୍ ର ମୋବାଇଲ ରୁ ଦମ୍ପତ୍ତି ଙ୍କ ବନା ଯାଇଥିବା ଅନେକ ଭିଡିଓ ମିଳିଲା । ପୋଲିସ ସେହି ଟେକ୍ନିସିଆନ୍ ର ମୋବାଇଲ କୁ ସିଜ୍ କରି ନେଇଛନ୍ତି ।

ବର୍ତ୍ତମାନ ଆରୋପୀ ପୋଲିସ ର ଗିରଫ ରେ ରହିଛି ଏବଂ ପୋଲିସ ତାକୁ ପଚରା ଉଚରା କରୁଛି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଅନୁରୋଧ ଏଭଳି ବ୍ୟକ୍ତି ଙ୍କ ଠାରୁ ସାବଧାନ ଓ ସତର୍କ ରୁହନ୍ତୁ । କାରଣ କୌଣସି ପରିସ୍ଥିତିରେ କିଛି ବି ଅଘଟଣ ଘଟିବାର ସମ୍ଭାବନା ରହିଛି । ତା ହେଲେ ବନ୍ଧୁଗଣ ଏହି ଘ-ଟ-ଣା ପ୍ରତି ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ କରି ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *